Sign in
Sign in
Recover your password.
A password will be e-mailed to you.
Browsing Category
ବିଶ୍ୱାସ
ଭଗବାନ ଶିବଙ୍କୁ ପ୍ରସନ୍ନ କରାଇବା ପାଇଁ କରନ୍ତୁ ଏହି କାମ
ଭୁବନେଶ୍ୱର: ଶିବ ପୁରାଣ ଅନୁସାରେ ଶିବ ଭଗବାନଙ୍କ ଇଚ୍ଛାରେ ଏହି ସଂପୂର୍ଣ ସୃଷ୍ଟିର ରଚନା ବ୍ରହ୍ମା କରିଛନ୍ତି ଏବଂ ଏହାର ପାଳନ ଭଗବାନ ବିଷ୍ଣୁ କରୁଛନ୍ତି । ଏଥିପାଇଁ ଶିବ ଭଗବାନଙ୍କ ପୂଜାରେ ବଡ ବଡ ସମସ୍ୟା ମଧ୍ୟ ଦୂର ହୋଇଯାଇଥାଏ । ସୋମବାର ଶିବ ଭଗବାନଙ୍କ ପୂଜାର ଶ୍ରେଷ୍ଠ ଦିନ ବୋଲି…
ଶ୍ରୀଜୀଉଙ୍କୁ ଘୋଡ଼ାଲାଗି ବେଶ
ପୁରୀ - ମାର୍ଗଶୀର ଶୁକ୍ଳ ଷଷ୍ଠୀ ଅବସରରେ ଗତକାଲି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଘୋଡଲାଗି ବେଶ ଆରମ୍ଭ ହୋଇଛି । ସାଧାରଣ ମଣିଷ ଶୀତ ଋତୁରେ ଶୀତବସ୍ତ୍ର ପରିଧାନ କରିବା ଭଳି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ମଧ୍ୟ ଶୀତଦିନେ ଶୀତବସ୍ତ୍ରରେ ଭୂଷିତ ହେଉଛନ୍ତି । ସକାଳଧୂପ ଶେଷ ହେବାପରେ…
ଅଯୋଧ୍ୟାରେ ହେବ ରାମ ମନ୍ଦିର -ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ - ବହୁ ପ୍ରତିକ୍ଷୀତ ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡାନ୍ତ ରାୟ ଗତକାଲି ସୁପ୍ରିମକୋର୍ଟ ଶୁଣାଇଛନ୍ତି । ଅଯୋଧ୍ୟାର ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ କରିବାପାଇଁ ଏହି ଜମିକୁ ଏକ ଟ୍ରଷ୍ଟ ହାତକୁ ହସ୍ତାନ୍ତର କରିବା ସକାଶେ ୩ରୁ ୪ ମାସ ଭିତରେ ଏକ ଯୋଜନା ପ୍ରସ୍ତୁତ କରିବାପାଇଁ…
ଦିପାବଳୀ ପାଳନ କରିବାର କାରଣ
ଏହି ଦିନରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମା’ସୀତା ଓ ଲକ୍ଷ୍ମଣଙ୍କ ସହ ୧୪ବର୍ଷର ବନବାସ ସାରି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତାଙ୍କୁ ସ୍ୱାଗତ କରିବା ପାଇଁ ଖୁସିର ପ୍ରତୀକ ସ୍ୱରୂପରେ ଅଯୋଧ୍ୟା ବାସୀ ତେଲରେ ଦୀପ ଲଗାଇ ଆଲୋକତ୍ସବର ପାଳନ କରିଥିଲେ। ଏହି କାରଣରୁ ଏହାକୁ ଆଲୋକର ପର୍ବ ଭାବେ…
ଆଜି ହେଉଛି ଶୁଭ ଧନ୍ତେରସ୍
ଆଜି ହେଉଛି ଶୁଭ ଧନ୍ତେରସ୍ । ଆଜି ଲୋକେ ଧନର ଦେବୀ ମା’ ଲକ୍ଷ୍ମୀ ଓ କୁବେର, ଭଗବାନ୍ ଧନୱନ୍ତରୀଙ୍କୁ ପ୍ରସନ୍ନ କରିବାପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରୁଛନ୍ତି ।
ତେବେ ଏହି ଅବସରରେ ସୁନାଗହଣା କିଣିବାପାଇଁ ସୁନା ଦୋକାନରେ ଭିଡ଼ ଲାଗି ରହିଛି ।
ସବୁଠି ଭସାଣୀ ପୁରୀରେ ଗୋସାଣୀ
ପୁରୀ - ବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀରେ ବିଜୟାଦଶମୀ ପରଦିନ ଏକାଦଶୀରେ
ପ୍ରସିଦ୍ଧ ଗୋସାଣୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହିଯାତ୍ରା ଦେଖିବାପାଇଁ ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା ।
ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାର…
ଶ୍ରୀମନ୍ଦିରରେ ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ
ପୁରୀ - ଶ୍ରୀମନ୍ଦିରରେ ଗତକାଲି ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାପୂଜା ଲାଗି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…
ଆଜି ଜଗତଜନନୀ ମହାମାୟା ମା’ ଦୁର୍ଗାଙ୍କର ଦଶମୀ ପୂଜା
ଆଜି ଜଗତଜନନୀ ମହାମାୟା ମା’ ଦୁର୍ଗାଙ୍କର ଦଶମୀ ପୂଜା ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଯଥାରିତି ଆରମ୍ଭ ହୋଇଛି। ପ୍ରତ୍ୟୁଷରୁ ଆରମ୍ଭ ହୋଇଥିବା ଏହି ପୂଜା ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପରେ ଜନଗହଳି ପରିଲକ୍ଷିତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା…
ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୃଙ୍ଖଳିତ ଭାବେ ପାଳିତ
ଭବାନୀପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଶୃଙ୍ଖଳିତ ଭାବରେ ସଂପନ୍ନ ହୋଇଯାଇଛି । ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ମହାଷ୍ଟମୀ ରାତ୍ରିରେ ସନ୍ଧିପୂଜା ପରେ ମା’ଙ୍କ ପ୍ରତିନିଧି ଛତରକୁ ମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩ କିଲୋମିଟର ଦୂରରେ ଥିବା…
ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ
ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ ହୋଇଛି । ଭାଇମାନଙ୍କର ଦୀର୍ଘ ଆୟୁଷ କାମନା ସହ ସର୍ବବିଧ ମଙ୍ଗଳ ମନାସି ଭଉଣୀମାନେ ଦେବୀ ଦୁର୍ଗାଙ୍କ ପାଖରେ ବ୍ରତ ରଖି ନିଶା ପୂଜା କରିଛନ୍ତି । ବ୍ରତଧାରୀ ଭଉଣୀମାନେ ୧୦୮ ଅକ୍ଷତ ଦୁବ ଓ ରଂଗବେରଙ୍ଗର ଜିଉନ୍ତିଆ ସୂତ୍ରକୁ ଦେବୀ…