Sign in
Sign in
Recover your password.
A password will be e-mailed to you.
Browsing Category
ବଜାର
ସାନ ଡିସ୍କର ନୂଆ ୟୁଏସ୍ବି ଡ୍ରାଇଭ- ରାଜ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ କରୁଛି ୱେଷ୍ଟର୍ଣ୍ଣ ଡ଼ିଜିଟାଲ
ଭୁବନେଶ୍ୱର: ୱେଷ୍ଟର୍ଣ୍ଣ ଡିଜିଟାଲ୍ କର୍ପୋରେସନ୍ (ଏନ୍ଏଏସ୍ଡିଏକ୍ୟୁ: ଡବ୍ଲୁଡିସି) ଏହାର ଆଧୁନିକ ସଂସ୍କରଣ, ସାନ୍ଡିସ୍କ ଡୁଆଲ୍ ଡ୍ରାଇଭ୍କୁ ଆଜି ଭୁବନେଶ୍ୱରରେ ପ୍ରଦର୍ଶନ କରିଛି। ସାନ୍ଡିସ୍କ ଡୁଆଲ୍ ଡ୍ରାଇଭ୍ ଏକ ଉଚ୍ଚ କାର୍ଯ୍ୟକ୍ଷମ ଡ୍ରାଇଭ୍ ଅଟେ, ଯାହାଦ୍ୱାରା ତଥ୍ୟଗୁଡ଼ିକୁ ସହଜରେ…
ଖୁସୀ ଖବର – ଆୟକରରେ ମିଳିପାରେ ରିହାତି, ଏମାନଙ୍କ ପାଇଁ ବନ୍ଦ ହେବ ୩୦ ପ୍ରତିଶତ ସ୍ଲାବ
ନୂଆଦିଲ୍ଲୀ . - ଆୟକର ଦାତାଙ୍କ ପାଇଁ ସରକାର ଏକ ବଡ ରିହାତି ପ୍ରଦାନ କରିପାରନ୍ତି । ଏକ ଘୋଷଣାରେ ସରକାର ୨୦ ଲକ୍ଷ ପର୍ଯ୍ୟନ୍ତ ଆୟକରଦାତାଙ୍କ ପାଇଁ ୩୦ ପ୍ରତିଶତ ସ୍ଲାବକୁ ବନ୍ଦ କରିପାରନ୍ତି । ଏବେ ଆୟକରରେ ମିଳୁଥିବା ରିହାତିରେ ବି ଲାଭ ହେବ ।
୬.୨୫ ଲକ୍ଷ ଟଙ୍କାର ମିଳିବ ରିହାତି…
Income Tax : ଆୟକରରେ ରିହାତି ଦେବାପାଇଁ ଚିନ୍ତା କରୁଛନ୍ତି ମୋଦୀ ସରକାର, ଡିଟିସି ପ୍ୟାନେଲ ଦେଇଛନ୍ତି ପ୍ରସ୍ତାବ
ନୂଆଦିଲ୍ଲୀ .- କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆୟକରରେ ବଡ ରିହାତି ଦେବା ପାଇଁ ଚିନ୍ତା କରୁଛନ୍ତି । ଗଣମାଧ୍ୟମରେ ଖବର ଅନୁଯାୟୀ ଡାଇରେକ୍ଟ ଟ୍ୟାକ୍ସ କୋଡ(ଡିଟିସି) ନିଜର ରିପୋର୍ଟ ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ବିଭିନ୍ନ…
ଶସ୍ତାହେଲ ବିଦ୍ୟୁତ ଚାଳିତ ଯାନ, ଜିଏସ୍ଟି ୧୨ରୁ ୫ ପ୍ରତିଶତକୁ ହ୍ରାସ
ନୂଆଦିଲ୍ଲୀ . - ବିଦ୍ୟୁତ୍ ଚାଳିତ ଯାନଗୁଡ଼ିକ ଉପରୁ ଶତକଡା ୧୨ ଭାଗ ଜିଏସ୍ଟିକୁ ହ୍ରାସ କରି ୫ ଭାଗ ରଖିବା ପାଇଁ ଜିଏସ୍ଟି ପରିଷଦ ନିଷ୍ପତ୍ତି ନେଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ୩୬ତମ ଜିଏସ୍ଟି ପରିଷଦ ବୈଠକରେ ବିଦ୍ୟୁତ୍ ଚାଳିତ ଯାନର ଚାର୍ଜରଗୁଡ଼ିକ ଉପରୁ ଜିଏସ୍ଟି ଶତକଡା ୧୮ ଭାଗରୁ ୫…
୧୪.୧୦ ପ୍ରତିଶତ ଅଧିକ, ରେଳ ପାଇଁ ଓଡ଼ିଶାକୁ ମିଳିଲା ୫୯୯୩ କୋଟି ଟଙ୍କା
ନୂଆଦିଲ୍ଲୀ . -ରେଳବାଇର ବିକାଶ ପାଇଁ ଚଳିତ ବର୍ଷ ଓଡିଶାରୁ ଗତ ଆର୍ଥିକ ବର୍ଷ ତୁଳନାରେ ଅଦିକ ୧୪.୧୦ ପ୍ରତିଶତ ଅର୍ଥ ବ୍ୟୟ ବରାଦ କରାଯାଇଛି। ଗତ ବର୍ଷ ଏହାର ପରିମାଣ ୫୨୫୨ କୋଟି ଟଙ୍କା ଥିଲା । ଚଳିତ ବର୍ଷ ଏହା ୫୯୯୩ କୋଟି ଟଙ୍କା । ପୂର୍ବ ତଟ ରେଳବାଇକୁ ୭୨୨୨ କୋଟି ଟଙ୍କାର ବ୍ୟୟ ବରାଦ…
କେନ୍ଦ୍ରୀୟ ବଜେଟରେ ଚାବାହାର ବନ୍ଦର ପାଇଁ କମିଲା ବ୍ୟୟବରାଦ , ଇରାନର ଚିନ୍ତା
ନୂଆଦିଲ୍ଲୀ . - ଇରାନରେ ଥିବା ଚାବାହାରରେ ଭାରତ ପକ୍ଷରୁ ଏକ ବନ୍ଦର ନିର୍ମାଣ କରାଯାଉଛି । ସୁରକ୍ଷା ଓ ନୌବାଣିଜ୍ୟ ଦୃଷ୍ଟିରୁ ଏହା ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ୱ ପୂର୍ଣ୍ଣ ମାତ୍ର ଚଳିତ ବର୍ଷ ଏହାର ବ୍ୟୟ ବରାଦ କମ୍ କରାଯାଇଛି। ଏହାକୁ ନେଇ ଇରାନ୍ ସାମାନ୍ୟ ଚିନ୍ତା ପ୍ରକାଟ କରିଛି ।…
୨୦୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବ
ନୂଆଦିଲ୍ଲୀ : ନିଜର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତକୁ ଆସନ୍ତା ୫ ବର୍ଷ ଅର୍ଥାତ ୨୦୨୫ ସୁଦ୍ଧା ଏକ ୫ ଟ୍ରିଲିୟନ ଡଲାର ( ୫ ଲକ୍ଷ କୋଟି ଡଲାର) ଅର୍ଥନୀତିରେ ପରିଣତ କରିବାକୁ ସରକାରଙ୍କ ଅଙ୍ଗୀକାର ବଦ୍ଧତା ବିଷୟରେ ସୂଚନା ଦେଇଛନ୍ତି । ଅର୍ଥନୈତିକ ସର୍ବେକ୍ଷଣ…
ବଜେଟ ମୁଖ୍ୟାଂଶ : ମଧ୍ୟବିତ୍ତଙ୍କ ଉପରେ ପଡିବ ପ୍ରଭାବ, ଧନୀ ଦେବେ ଅଧିକ କର
: ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ ଆସିବ ।
୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିୟ ଆୟ ଉପରେ କୌଣସି ଆୟକର ଦେବାକୁ ପଡିବ ନାହିଁ ।
ଇଲେକ୍ଟ୍ରିକ କାର ଉପରେ ଜିଏସଟି ପରିମାଣ ୫ ପ୍ରତିଶତକୁ ହ୍ରାସ
ଷ୍ଟାର୍ଟଅପରେ ନିବେଶ କଲେ କ୍ୟାପିଟାଲ ଗେନ ଟାକ୍ସ ପଡିବ ନାହିଁ ବା ରିହାତି…
ଏକ ଟଙ୍କା ନୁହେଁ ଦୁଇ ଟଙ୍କା ବଢିବ ପେଟ୍ରୋଲ ଓ ଡିଜେଲ
ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସର ପ୍ରାବଧାନ କରାଯାଇଛି ।
ଏଥିଯୋଗୁଁ ଡିଜେଲ୍ ଓ ପେଟ୍ରୋଲ ଦର ୨ ଟଙ୍କା ବୃଦ୍ଧି ପାଇବ ।
ଅତିରିକ୍ତ ଉତ୍ପାଦ ଶୁଳ୍କ ଏକ ଟଙ୍କା ଓ ସଡକ ଭିତ୍ତି ଭୂମି ବିକାଶ ସେସ୍ ଏକ ଟଙ୍କା ଏ ପରି ଦୁଇ ଟଙ୍କା ବୃଦ୍ଧି ପାଇବ ।…
ବଜେଟରେ କ’ଣ ହେଲା ଶସ୍ତା
ନୂଆଦିଲ୍ଲୀ . - ବଜେଟରେ ନିମ୍ନ ଲିଖିତ ଜିନିଷ ଶସ୍ତା ହେଲା
ଇଲୋକ୍ଟ୍ରେନିକ ଗୁଡସ୍
ଇଲେକ୍ଟ୍ରିକ୍ ଗାଡି
ସେଟଟପ୍ ବାକ୍ସ
ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ