Browsing Category

ବାଣିଜ୍ୟ

ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ରେ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍‌ସ୍‌’ ଉପରେ ଗୋଲ୍‌ଟେବୁଲ ବୈଠକ ଆୟୋଜିତ

ଭୁବନେଶ୍ୱର : ଅଟଳ ଇନୋଭେଶନ ମିଶନ ଦ୍ୱାରା ସମର୍ଥିତ ଏଆଇସି-ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ନିତି ଆୟୋଗ (ଭାରତ ସରକାର) ପକ୍ଷରୁ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ୟୁସିସିଆଇଏଲ୍‌) ସହ ସହଭାଗିତାରେ ଏକ

ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ପାଇଁ ଝାରସୁଗୁଡ଼ା ହେଉଛି ପରବର୍ତୀ ଆକର୍ଷଣ : ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶା ସରକାର ଓ ରାଜ୍ୟର ପ୍ରମୁଖ ଶିଳ୍ପ ସଂଘଗୁଡ଼ିକ ସହଯୋଗିତାରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଝାରସୁଗୁଡ଼ାରେ ୨୦୨୪ ଜାନୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୨୪ତମ ଏଟଂରପ୍ରାଇଜ୍ ଓଡ଼ିଶାର ଆୟୋଜନ କରାଯାଉଛି । ସିଆଇଆଇ ଏଂଟରପ୍ରାଇଜ ଓଡ଼ିଶା ଅବସରରେ

ଶକ୍ତି ସମ୍ମାନ ସମାଜରେ ମହିଳାଙ୍କ ଦୃଢ଼ତାର ପ୍ରମାଣ: ମୁଖ୍ୟମନ୍ତ୍ରୀ

ସାତଟି ବର୍ଗରେ ୩୦ ଜଣ ମହିଳାଙ୍କୁ ‘ଶକ୍ତି ସମ୍ମାନ’ ପ୍ରଦାନଭୁବନେଶ୍ୱର: ଶକ୍ତି ସମ୍ମାନ କେବଳ ବ୍ୟକ୍ତିଗତ ଉପଲବ୍ଧି ପ୍ରତି ସ୍ୱୀକୃତି ନୁହେଁ, ଏହା ଆମ ସମାଜରେ ମହିଳାମାନଙ୍କ ସାମଗ୍ରିକ ଦୃଢ଼ତା ଓ ସ୍ଥାୟୀତ୍ୱର ଉତ୍ସବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭାରତୀୟ ଶିଳ୍ପ

ଭୁବନେଶ୍ୱରରେ ଫ୍ଲିପକାର୍ଟର ପ୍ରଥମ ଗ୍ରୋସରୀ ଫୁଲ୍‌ଫିଲମେଂଟ୍ ସେଂଟର୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଘରୋଇ ଇକମର୍ସ ମାର୍କେଟ୍‌ପ୍ଲେସ୍ ଫ୍ଲିପ୍‌କାର୍ଟ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଗ୍ରୋସରୀ ଫୁଲ୍‌ଫିଲମେଂଟ୍ ସେଂଟର୍‌ର ଶୁଭାରମ୍ଭ ସହିତ ନିଜର ଉପସ୍ଥିତିକୁ ଅଧିକ ବିସ୍ତାର କରିଛି । ଏହି ନୂଆ ଫୁଲ୍‌ଫିଲମେଂଟ୍ ସେଂଟର୍ ଅର୍ଡର ପ୍ଲେସ୍ ହେବାର ୨୪ ଘଂଟା ମଧ୍ୟରେ

କେଏଫ୍‌ସି ପକ୍ଷରୁ ଦେଶରେ ୧୦୦୦ତମ ରେଷ୍ଟୁରାଂଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ୧୯୯୫ରେ ଭାରତରେ ପ୍ରଥମ କେଏଫ୍‌ସି ରେଷ୍ଟୁରାଂଟ୍‌ର ଲଂଚ୍ ପରଠାରୁ ଏହି ବ୍ରାଣ୍ଡ ଦେଶ ସହିତ ଗଭୀର ଭାବେ ଜଡିତ ହୋଇଛି । ବର୍ତମାନ କେଏଫ୍‌ସି ଦେଶରେ ଏହାର ୧୦୦୦ତମ ରେଷ୍ଟୁରାଂଟ୍‌ର ଶୁଭାରମ୍ଭ କରିଛି, ଏହା ୨୫ ବର୍ଷରୁ ଅଧିକ ସମୟର ଏକ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ ।

ମିନ୍ତ୍ରା ଇଓଆର୍‌ଏସ୍‌-୧୯ରେ ସପିଙ୍ଗ୍ କରିବେ ୧୦ ଲକ୍ଷରୁ ଅଧିକ ନୂଆ ଗ୍ରାହକ

ଭୁବନେଶ୍ୱର: ମିନ୍ତ୍ରାର ଏଣ୍ଡ୍ ଅଫ୍ ରିଜନ ସେଲ୍ (ଇଓଆର୍‌ଏସ୍‌)ର ୧୯ତମ ସଂସ୍କରଣ ଦେଶବ୍ୟାପୀ ଲକ୍ଷ ଲକ୍ଷ ଫ୍ୟାଶନ-ଫର୍‌ୱାର୍ଡ ସପର୍‌ମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି ଇଭେଂଟ୍ ଆସନ୍ତା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ, ମିନ୍ତ୍ରା

ଓଲା ପକ୍ଷରୁ ନୂତନ ଏସ୍‌୧ ଏକ୍ସ+ ଏବେ ମାତ୍ର ୮୯,୯୯୯ଟଙ୍କାରେ

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ୍ ୰ଏଣ୍ଡ୍‌ଆଇସ୍‌ଏଜ୍ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହାର ‘ଡିସେମ୍ବର ଟୁ ରିମେମ୍ବର’ କ୍ୟାମ୍ପେନ୍‌ର ଘୋଷଣା କରିଛି । ଡିସେମ୍ବର ୩ ତାରିଖରୁ ଆରମ୍ଭ ହେଉଥିବା ଏହି କ୍ୟାମ୍ପେନ୍ ଅଧିନରେ ନୂଆ ଓଲା ଏସ୍‌୧ ଏକ୍ସ+ ଏବେ

ବାଲେଶ୍ୱରରେ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍ସ୍ୟୁରାନ୍ସର ନୂଆ ଅଫିସ୍ ଉଦଘାଟିତ

ଭୁବନେଶ୍ୱର/ ବାଲେଶ୍ୱର: ଭାରତର ପ୍ରମୁଖ ପ୍ରାଇଭେଟ ଜେନେରାଲ ଇନ୍ସ୍ୟୁରାନ୍ସ ପ୍ରଦାନକାରୀ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ବାଲେଶ୍ୱର, ଓଡ଼ିଶାରେ ନିଜର ଏକ ନୂଆ ଅଫିସ ଉଦଘାଟନ କରିଛି । ଏହି ରଣନୀତିକ ବିସ୍ତାରର ଲକ୍ଷ ହେଉଛି ଭାରତର ଟିୟର ୨ ଏବଂ ଟିୟର ୩ ସହରଗୁଡ଼ିକରେ ବୀମା

ଇନୋ ପକ୍ଷରୁ ଇନୋ ଚିୱି ବାଇଟ୍‌ସର ଶୁଭାରମ୍ଭ

ଭୁବନେଶ୍ୱର: ହାଲିଅନ୍ (ପୂର୍ବରୁ ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍ କଞ୍ଜ୍ୟୁମର ହେଲ୍‌ଥକେୟାର ଭାବେ ପରିଚିତ)ର ଏକ ଅଗ୍ରଣୀ ଡାଇଜେଷ୍ଟିଭ୍ ବ୍ରାଣ୍ଡ ଇନୋ ଭାରତରେ ଏହାର ପ୍ରଥମ ଧରଣର ଚିୱେବୁଲ୍ ଆଂଟାସିଡ୍ ‘ଇନୋ ଚିୱି ବାଇଟ୍‌ସ୍‌’ର ଶୁଭାରମ୍ଭ ଘୋଷଣା କରିଛି । ଏହା ଦୁଇଟି ସ୍ୱାଦିଷ୍ଟ ଫ୍ଲେଭର

ପଟିଆରେ ନୂଆ ସାମସଙ୍ଗ ସ୍ମାର୍ଟ କାଫେ ଉଦଘାଟିତ

ସାମସଙ୍ଗର ସବୁ ଉତ୍ପାଦ ଯଥା ସ୍ମାର୍ଟଫୋନ, ଟାବଲେଟ, ଲାପଟପ, ଘଂଟା, ଆକ୍‌ସେସୋରି ଆଦି ଗୋଟିଏ ସ୍ଥାନରେ ଉପଲବ୍ଧ ଭୁବନେଶ୍ୱର : ସେଲନେଟ ଟେଲିଲିଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପଟିଆଠାରେ ଶୁକ୍ରବାର ସାମସଙ୍ଗ ସ୍ମାର୍ଟ କାଫେର ଭବ୍ୟ ଉଦଘାଟନ କରାଯାଇଛି, ଯାହା ଗ୍ରାହକଙ୍କୁ