Browsing Category

ଆଶାର ଆଲୋକ

ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ , ସହିଦ ଆଫ୍ରିଦ

ଲଣ୍ଡନ .- ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ ବୋଲି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ବ୍ୟାଟସ୍‌ମ୍ୟାନ ସହିଦ ଆଫ୍ରିଦ କହିଛନ୍ତି । ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ନିଜର ୪ଟି ପ୍ରଦେଶକୁ ସମ୍ଭାଳି ପାରୁନାହିଁ…

ଶିକ୍ଷକଙ୍କ ଚାପୁଡାରେ ଛାତ୍ରକୁ ପକ୍ଷାଘାତ(ପାରାଲିସିସ୍‌)

ପୁନେ . - ଶିକ୍ଷକ ଚାପୁଡା ମାରିବା ପରେ ଜଣେ ଛାତ୍ରକୁ ପକ୍ଷାଘାତ ବା ପାରାଲିସିସ୍‌ ହୋଇଛି । ଏପରି ଘଟଣା ମହାରାଷ୍ଟ୍ରର ପୁନେର ଘଟିଛି । ପୁନେର ଶିବାଜୀ ନଗର ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୁଲିସ ଭାରତୀୟ ପିଙ୍ଗଳଧାରା ୩୨୫ ଆଘାତ ଦେଇ ଗୁରୁତର କରିବା ଅଭିଯୋଗରେ ମାମଲା ରୁଜୁ…

ଚୀନ୍‌କୁ ଚିନି ରପ୍ତାନୀ କରିବ ଭାରତ

ନୂଆଦିଲ୍ଲୀ . - ଆଗାମୀ ବର୍ଷ ପ୍ରାରମ୍ଭରେ ଭାରତରୁ ଚୀନକୁ ଚିନି ରପ୍ତାନୀ ପ୍ରାରମ୍ଭ ହେବ । ୫୦,୦୦୦ ଟନ ଚିନି ରପ୍ତାନୀ ପାଇଁ ଇଣ୍ଡିଆନ ସୁଗାର ବିଲ ଆସୋସିଏସନ ଏବଂ ଚୀନର ସାର୍ବଜନୀନ କ୍ଷେତ୍ରର କମ୍ପାନୀ ସିଓଏସିଓ ମଧ୍ୟରେ ବୁଝାମଣା ହୋଇଛି । ବାଣିଜ୍ୟ ମନ୍ତ୍ରଣାଳୟର ପଦକ୍ଷେପ ଫଳରେ ଏହା…

ଜଳସ୍ଥଳ ଆକାଶରୁ ଭାରତ କରିପାରିବ ପରମାଣୁ ଆକ୍ରମଣ

ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ପ୍ରହାରକାରୀ ତ୍ରିମୁଖ ଅଣୁଅସ୍ତ୍ରବାହୀ ବୁଡାଜାହାଜ (ଏସଏସବିଏନ) ଆଇଏନଏସ ଅରିହନ୍ତର ନାବିକମାନଙ୍କୁ ଭେଟିଛନ୍ତି । ନିକଟରେ ଏହି ବୁଡାଜାହାଜ ତାର ପ୍ରଥମ ଅବରୋଧି ପଇଁତରା ଅଭ୍ୟାସ (ଊରଗ୍ଧରକ୍ସକ୍ସରଦ୍ଭମର…

ସହଜ ହେଲା ଅଟଳ ପେନସନ ଯୋଜନା

• ଅଟଳ ପେନସନ ଯୋଜନାର ସଦସ୍ୟଙ୍କ ସଂଖ୍ୟା ୧.୨୪ କୋଟି ଟପିଲା • ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ୨୭ଲକ୍ଷରୁ ଅଧିକ ନୂତନ ସଦସ୍ୟ ଏହି ଯୋଜନାରେ ସାମିଲ • ଓଡ଼ିଶାରେ ଏପିୱାଇ ଯୋଜନାର ସଦସ୍ୟମାନଙ୍କ ସଂଖ୍ୟା ୩,୯୮,୪୧୬ ନୂଆଦିଲ୍ଲୀ . - ଅଟଳ ପେନସନ ଯୋଜନା (ଏପିୱାଇ) ଅନ୍ତର୍ଗତ…

ମୋଦି  ପ୍ରଶଂସା କଲେ ଓଡ଼ିଶାର ପର୍ଯ୍ୟଟନ ଓ ହକି  ଖେଳକୁ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌କି ବାତ୍‌  କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନର ଭୂରି ଭୂରି ପ୍ରଶଂସା କରିବା ସହ , କଳିଙ୍ଗଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା   ହକି ବିଶ୍ୱକପ୍‌ କଥା ବି କହିଛନ୍ତି ।   ଓଡିଶାର କଳା ସଂସ୍କୃତି ଓ ପରମ୍ପରା ଅତି ଉନ୍ନତ । ଏଠାରେ…

ସବୁଜ ଦୀପାବଳି ସୁସ୍ଥ ଦୀପାବଳୀ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ . - ବାୟୁ ପ୍ରଦୂଷଣ ଏବେ ସାରା ଦେଶରେ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି । ବିଶେଷ କରି ଦେଶର ଉତ୍ତର ଭାଗରେ ଏହା ଏଭଳି ଗୁରତର ସ୍ତରରେ ପହଞ୍ଚିଛି ଯେ ସେଥିପାଇଁ ଜନସାଧାରଣଙ୍କୁ ଶୀତ ଦିନେ ମାସ ମାସ ଧରି ଜଟିଳ ସଂକଟର ସମ୍ମୁଖୀନ ହେବାକୁ ପଡ଼ୁଛି । ଉତ୍ତର ଭାରତରେ ସୃଷ୍ଟ ବାୟୁ…

ଦେଶରେ ନିର୍ମିତ ହୋଇଥିବା ଟ୍ୟାଙ୍କ ବିଧ୍ୱଂସକାରୀ,ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ .- ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷପଣାସ୍ତ୍ରର ଦ୍ୱିତୀୟ ଉଡାଣକୁ ଆଜି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । ୨୦୧୮ ସେପ୍ଟେମ୍ବର ୧୫ ଓ ୧୬କୁ ଦୁଇ ମିଶନର ଅଧିକତମ ରେଂଜ…

ତାଳଚେରରେ ୧୩ ହଜାର କୋଟି ଟଙ୍କାର କୋଇଲା ବାଷ୍ପୀକରଣ ଓ ଗ୍ୟାସ ଆଧାରିତ ସାର କାରଖାନା ପୁନରୁଦ୍ଧାର କାର୍ୟ୍ୟକ୍ରମର…

• ୩୬ ମାସରେ ସଂପୂର୍ଣ୍ଣ ହେବ ନିର୍ମାଣ କାର୍ୟ୍ୟ • ବିଦେଶରୁ ସାର ଆମଦାନୀ ହ୍ରାସ ସହ ସଞ୍ଚୟ ହେବ ବୈଦେଶିକ ମୁଦ୍ରା • ତାଳଚେରକୁ ବୀରଭୂମି ବର୍ଣ୍ଣନା କଲେ ନରେନ୍ଦ୍ର ମୋଦୀ • ତାଳଚେର, ଗୋରଖପୁର, ସିନ୍ଦ୍ରୀ, ରାମଗୁଣ୍ଡମ, ବରୌଣୀ ସାର କାରଖାନା ହେବ ରାଷ୍ଟ୍ର ନିର୍ମାଣର ଅଂଶବିଶେଷ •…