Browsing Category

ଆଶାର ଆଲୋକ

ଉପକୂଳ ଅଞ୍ଚଳରେ ଏଣିକି ବାତ୍ୟା ପ୍ରତିରୋଧ କରିପାରୁଥିବା ବୃକ୍ଷ ରୋପଣ କରାଯିବ

ଭୁବନେଶ୍ୱର- ଫନୀ ପ୍ରଳୟଙ୍କରୀ ବାତ୍ୟାର କ୍ଷୟକ୍ଷତି ଅତୁଳନୀୟ, ଏସବୁକୁ ଆଉଥରେ ଭରଣା କରିବା ଯେଉଁ ଭଳି ପୂର୍ବବତ ସବୁଜସୁନ୍ଦର ଭୁବନେଶ୍ୱର, ପୁରୀ, କଟକ ବିଶେଷକରି ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବ ଅବସ୍ଥାକୁ ଆଣିବାକୁ ଆଉ ୨୦ ବର୍ଷ ଲାଗିଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ…

ପୁରୀରେ ୨୦ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୯୭ଟି ଏଟିଏମ୍‌ ସଚଳ ହେଲା

ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଂ ସେବା କ୍ରମଶଃ ସ୍ୱଭାବିକ ହେଉଛି । ଜିଲ୍ଲାର ୨୩୯ଟି ବ୍ୟାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦ଟି ଶାଖା କାର୍ଯ୍ୟକ୍ଷମ ହୋଇପାରିଛି । ସେହିପରି ୨୭୩ଟି ଏଟିଏମ୍‌ ମଧ୍ୟରୁ ୨୦ଟି ଏଟିଏମ୍‌ ସଚଳ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର…

ବିଜେଡିର ବୁଧବାରରେ ୩୬ ବିଧାନସଭା ଆସନପାଇଁ କରାଯାଇଥିବା ପ୍ରାର୍ଥୀ ତାଲିକା

ବ୍ରହ୍ମଗିରି - -ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ- -ଉମାକାନ୍ତ ସାମନ୍ତରାୟ ରଣପୁର- -ସତ୍ୟନାରାୟଣ ପ୍ରଧାନ ନୟାଗଡ଼-- ଅରୁଣ କୁମାର ସାହୁ ଏକାମ୍ର ଭୁବନେଶ୍ୱର-- ଅଶୋକ ଚନ୍ଦ୍ର ପଣ୍ଡା ବଡ଼ମ୍ବା--ନରସିଂହପୁର ଦେବୀ ପ୍ରସାଦ ମିଶ୍ର ବାଙ୍କୀ --ଦେବୀ ରଂଜନ ତ୍ରିପାଠୀ ଆଠଗଡ଼-- ‌…

ଅଣଅଧିକୃତ କ୍ୟାମକୋଡିଂ ଓ ଚଳଚ୍ଚିତ୍ରର ନକଲ କରୁଥିବା ଲୋକମାନଙ୍କ ପାଇଁ ତିନି ବର୍ଷର କାରାଦଣ୍ଡ କିମ୍ବା ୧୦ ଲକ୍ଷ ଟଙ୍କା…

ଚଳଚଚ୍ଚିତ୍ର ଚୋରୀ ଓ ସ୍ଵତ୍ତ୍ଵାଧିକାର ଉଲ୍ଲଙ୍ଘନକୁ ରୋକିବା; ଅଣଅଧିକୃତ କ୍ୟାମକୋଡିଂ ଓ ଚଳଚ୍ଚିତ୍ରର ନକଲ କରୁଥିବା ଲୋକମାନଙ୍କ ପାଇଁ ତିନି ବର୍ଷର କାରାଦଣ୍ଡ କିମ୍ବା ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନ କିମ୍ବା ଉଭୟ ଦଣ୍ଡ ବ୍ୟବସ୍ଥା ଲାଗି ସିନେମାଟୋଗ୍ରାଫ ଆଇନ, ୧୯୫୨ରେ ସଂଶୋଧନକୁ…

‘ସଭିଙ୍କ ପାଇଁ ବ୍ରଡବ୍ୟାଣ୍ଡ’ ଏବଂ ‘୪୦ ଲକ୍ଷ ନିଯୁକ୍ତି ସୃଷ୍ଟି’ ଏନଡିସିପି-୨୦୧୮  ରଲକ୍ଷ୍ୟ

ନୂଆଦିଲ୍ଲୀ  -କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ମନୋଜ ସିହ୍ନା କହିଛନ୍ତି “ଜାତୀୟ ଡିଜିଟାଲ୍ ଯୋଗାଯୋଗ ନୀତି (ଘଊଉଚ) ୨୦୧୮ ସୁଦୃଢ଼, ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ଦୀର୍ଘସ୍ଥାୟୀ ଡିଜିଟାଲ ଯୋଗାଯୋଗ କ୍ଷେତ୍ରକୁ ବିକଶିତ ଏବଂ ପ୍ରୋତ୍ସାହିତ କରିବା ସହିତ ପ୍ରଧାନମନ୍ତ୍ରୀ …

ରନ୍ଧନ ଗ୍ୟାସରଏଲପିଜି ସବସିଡ଼ି ଫେରସ୍ତ କଲେ ୧.୦୩ କୋଟି ଉପଭୋକ୍ତା

ନୂଆଦିଲ୍ଲୀ . -  ୧୨.୧୨.୨୦୧୮ ତାରିଖ ସୁଦ୍ଧା ଦେଶରେ ହୋଇଥିବା “ଗିଭ୍‌ଇଟ୍‌ଅପ୍‌” (ଫେରସ୍ତ) ଅଭିଯାନରେ ୧.୦୩ କୋଟି ଏଲପିଜି ଉପଭୋକ୍ତା ସେମାନଙ୍କର ଏଲପିଜି ସବସିଡ଼ି ଫେରସ୍ତ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ…

ଜାତୀୟ ପେନସନ ପ୍ରଣାଳୀ ସରଳ ହେଲା

ନୂଆଦିଲ୍ଲୀ . - ୬ ଡିସେମ୍ବର, ୨୦୧୮ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ପେନସନ ପ୍ରଣାଳୀ (ଏନପିଏସ)କୁ ସରଳ କରିବା ଲାଗି ନିମ୍ନଲିଖିତ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଏନପିଏସ ଟିୟର-୧ରେ ଆସୁଥିବା କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଅଂଶଧନ…

ନବୀନ ସରକାରଙ୍କୁ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ . - ନବୀନ ପଟ୍ଟନାୟକଙ୍କର ସରକାର ହକି ବିଶ୍ୱ କପ୍‌କୁ ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରି ଟ୍ୱିଟ କରିଛନ୍ତି । ଫାଇନାଲରେ ପହଞ୍ଚିଥିବା ଉଭୟଦଳଙ୍କୁ ଶୁଭେଚ୍ଛା ଜଣାଇବା ସହ , ସଫଳତାର ସହ ବିଶ୍ୱକପ୍‌ ଆୟୋଜନ କରିବା ପଛରେ ପରିଶ୍ରମ କରିଥିବା…

ଫ୍ରେଞ୍ଚ୍‌ ଗିଆନାରୁ ଭାରତର ସର୍ବାଧିକ ଭାରୀ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୧୧ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ.- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଦ୍ୱାରା ନିର୍ମିତ ସର୍ବାଧିକ ଭାରୀ ତଥା ସର୍ବାଧୁନିକ ଯୋଗାଯୋଗ ଉପଗ୍ରହ ଜିସାଟ୍‌-୧୧କୁ ଆଜି ପ୍ରତ୍ୟୁଷରେ ଫ୍ରେଞ୍ଚ୍‌ ଗିଆନାଠାରୁ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରାଯାଇଛି । ଆରିଆନ୍‌ ୫ ଠଇ-୨୪୬ ଉତକ୍ଷେପଣ ଯାନ ସାହାଯ୍ୟରେ…

କିଣାହେବ ୩ହଜାର କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ

ନୂଆଦିଲ୍ଲ . - ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ପ୍ରତିରକ୍ଷା କ୍ରୟ ପରିଷଦ ବୈଠକରେ ପାଖାପାଖି 3000 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କ୍ରୟକୁ ମଞ୍ଜୁରି ପ୍ରଦାନ କରାଯାଇଛି । ମନ୍ତ୍ରୀମଣ୍ଡଳର ରକ୍ଷା ସମିତି ଦ୍ୱାରା 2018 ଅକ୍ଟୋବରରେ 4…