ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା
ଆରମ୍ଭ ହେବ

ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ମା’ କାଳୀଙ୍କ ପୂଜା ଆରମ୍ଭ ହେବ । ଏଥିପାଇଁ ଭଦ୍ରକ ଜିଲ୍ଲାରେ ବିଶେଷ ପ୍ରସ୍ତୁତି ହୋଇଛି ।ଜିଲ୍ଲାର ଭଦ୍ରକାଳୀ ସାହି, ଆହରପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମହାଯଜ୍ଞ ଗୀତା ଯଜ୍ଞ ହେବା ସହ ଦୀପାବଳିଠାରୁ କାଳୀପୂଜା ଅନୁଷ୍ଠିତ

ଅଯୋଧ୍ୟାଠାରେ କ୍ରମାନ୍ୱୟରେ ଷଷ୍ଠ ଥରଲାଗି ଏହି ଦୀପୋତ୍ସବ ପାଳନ କରାଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳିର ଅବ୍ୟବହିତ ପୂର୍ବରୁ ସନ୍ଧ୍ୟାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧଦୀପୋତ୍ସବରେ ଅଂଶଗ୍ରହଣ କରିବେ । ଅଯୋଧ୍ୟାଠାରେ କ୍ରମାନ୍ୱୟରେ ଷଷ୍ଠ ଥରଲାଗି ଏହି ଦୀପୋତ୍ସବ ପାଳନ କରାଯାଉଛି । ତେବେ ପ୍ରଧାନମନ୍ତ୍ରୀ ପ୍ରଥମଥରଲାଗି

ଏସ୍‌ବିଆଇ ଲାଇଫ୍‌ର ସ୍ତନ କର୍କଟ ସଚେତନତା ଅଭିଯାନ “ଥାଙ୍କ୍‌ସ ଏ ଡଟ୍‌”

ଭୁବନେଶ୍ୱର: ଅକ୍ଟୋବରକୁ ଆନ୍ତର୍ଜାତିକ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଥିବା ବେଳେ ଏସ୍‌ବିଆଇ ଲାଇଫ୍ ପକ୍ଷରୁ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି “ଥାଙ୍କସ୍ ଏ ଡଟ୍‌” ନାମକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଭାରତରେ ଏହା ଏକ ବ୍ୟାପକ କ୍ୟାସନର ରୋଗରେ ପରିଣତ

ରେପ୍‌ସଲ୍ ହୋଣ୍ଡା ଟିମ୍‌ର ଚାଳକ ମାର୍କ ମାକ୍ୱେର୍ଜ୍‌ଙ୍କ ୧୦୦ତମ ପୋଡିୟମ୍ ଫିନିସ୍‌

ଭୁବନେଶ୍ୱର: ନିଜ ଶେଷ ରେସ୍‌ର ଦୀର୍ଘ ୩୫୭ ଦିନ ପରେ ରେପ୍‌ସଲ୍ ହୋଣ୍ଡା ଟିମ୍‌ର ପ୍ରମୁଖ ଚାଳକ ମାର୍କେ ମାକ୍ୱେର୍ଜ୍ ୧୦୦ତମ ପ୍ରିମିୟର ଶ୍ରେଣୀର ପୋଡିୟମ୍ ଫିନିସ୍ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ବିଶ୍ୱର ଚତୁର୍ଥ ଚାଳକ ଭାବେ ତାଙ୍କୁ ଏହି ସଫଳତା ମିଳିଛି । ଅଷ୍ଟ୍ରେଲିଆନ୍

ଏସ୍‌ବିଆଇ ପକ୍ଷରୁ ସଶସ୍ତ୍ର ବଳ ଯୁଦ୍ଧ ଆହତ କଲ୍ୟାଣ ପାଣ୍ଠିକୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ

ଭୁବନେଶ୍ୱର: ଭାରତର ସର୍ବବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସଶସ୍ତ୍ର ବଳ ଯୁଦ୍ଧ ଆହତ କଲ୍ୟାଣ ପାଣ୍ଠି (ଏଏଫ୍‌ବିସିଡବ୍ଲୁଏଫ୍‌)କୁ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଯୁଦ୍ଧ ବା ଲଢ଼େଇ ସମୟରେ ଆହତ ହୋଇଥିବା ସଶସ୍ତ୍ର ସେନା ଯବାନ ଓ ସେମାନଙ୍କ

ଜୟଆଲୁକ୍କାସ ପକ୍ଷରୁ ଭୁବନେଶ୍ୱରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱର ଲେକପ୍ରିୟ ଗହଣା ବ୍ରାଣ୍ଡ୍ ଜୟଆଲୁକ୍କାସ ଓଡ଼ିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର୍‌କୁ ଖୋଲି ସର୍ବଭାରତୀୟ ସ୍ତରରେ ଏହାର ଉପସ୍ଥିତିକୁ ସମ୍ପ୍ରସାରିତ କରିଛି । ଗହଣା ପ୍ରେମୀଙ୍କ ପାଇଁ ଆକର୍ଷଣୀୟ ଉଦଘାଟନୀ ଅଫର ସହିତ ୨୦୨୨ ଅକ୍ଟୋବର ୧୬ (ରବିବାର) ଦିନ ପୂର୍ବାହ୍ନ

ଉତ୍ସବ ଋତୁରେ ଡିସିବି ସୁରକ୍ଷା ଫିକ୍ସଡ୍ ଡିପୋଜିଟ୍ ଦେଉଛି ଉଭୟ ଅର୍ଥ ଓ ଜୀବନର ପ୍ରତିଶ୍ରୁତି

ଭୁବନେଶ୍ୱର: ଡିସିବି ସୁରକ୍ଷା ଏଫ୍‌ଡି ପୁଣି ଥରେ ପ୍ରତ୍ୟାବର୍ତନ କରିଛି । ଏହି ଉତ୍ସବ ଋତୁରେ ତାହା ଗ୍ରାହକମାନଙ୍କୁ ଅଧିକ ସଂଚୟ ଓ ଅଧିକ ଆୟ କରିବାର ସୁଯୋଗ ପ୍ରଦାନ କରିବ । ସୁରକ୍ଷା ଏଫ୍‌ଡିରେ ବ୍ୟାଙ୍କ୍ ପକ୍ଷରୁ ଗ୍ରାହକମାନଙ୍କୁ ମାଗଣାରେ ଜୀବନ ବୀମା ପ୍ରଦାନ କରାଯାଉଛି । ଡିସିବି

ପ୍ରଥମ ଶ୍ରେଣୀ ସହରର ୫୦% ଲୋକ ସୁନାରେ ନିବେଶ କରୁଛନ୍ତି, ୩୮%ଙ୍କ ପସନ୍ଦ ଡିଜିଟାଲ୍ ସୁନା: ଆକ୍ସିସ୍ ମାଇଁ ଇଣ୍ଡିଆଜ୍…

ଭୁବନେଶ୍ୱର: ଅଗ୍ରଣୀ ଗ୍ରାହକ ତଥ୍ୟ ଇଟେଂଲିଜେନ୍ସ କଂପାନି ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷଯରୁ ଭାରତର ନିବେଶ ବ୍ୟବହାର ରିପୋର୍ଟକୁ ଉନ୍ମୋଚନ କରାଯାଇଛି । ନିବେଶର ବିଭିନ୍ନ ମାଧ୍ୟମ, ସେଥିପ୍ରତି ରହିଥିବା ପ୍ରତିବନ୍ଧକ ଏବଂ ନିବେଶ ନିଷ୍ପତି ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା

ବେଆଇନ ହୁକ ପକାଇବାରେ ଭୟଙ୍କର ବିପଦ

ଭୁବନେଶ୍ୱର: ବେଆଇନ ଭାବେ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ମହାକାଳପଡ଼ାର ବିଜୟନଗର ଗ୍ରାମରେ ତିନି ମଇଁଷିର ମୃତ୍ୟୁ ଘଟିଛି । ସେହି ଗ୍ରାମର ବାସିନ୍ଦା ସଞ୍ଜୟ ଦାଶ ବାଉଁଶରେ ତିଆରି ଅସ୍ଥାୟୀ ଖୁଂଟ ଏବଂ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନେଇଥିଲେ । ଗତକାଲି ଯେତେବେଳେ ଗ୍ରାମର

ଏସ୍‌ବିଆଇର ଆବାସିକ ଗୃହ ଋଣ ୬ ଲକ୍ଷ କୋଟି ଟଙ୍କା ଟପିଲା, ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା

ଭୁବନେଶ୍ୱର: ଦେଶର ସର୍ବବୃହତ ଗୃହ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆବାସିକ ଗୃହ ଋଣ ପରିମାଣ ୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏହି ମାଇଲଖୁଂଟକୁ ପାଳନ କରିବା ଓ ଉତ୍ସବକୁ ସ୍ୱାଗତ କରିବା ଲାଗି ଏସ୍‌ବିଆଇ ପକ୍ଷରୁ ଗୃହ ଋଣ ଗ୍ରାହକମାନଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା