ପ୍ରତିଦିନ ପ୍ରତିଷ୍ଠିତ ଅତିଥିଙ୍କୁ ଆକର୍ଷିତ କରୁଛି କ୍ରେଡ଼ାଇ ଓଡିଶା ହୋମ୍ ଏବଂ ଡେକର୍ ଏକ୍ସପୋ ୨୦୨୫
ଭୁବନେଶ୍ୱର: କ୍ରେଡାଇ ଓଡିଶା ହୋମ୍ ଏବଂ ଡେକର୍ ଏକ୍ସପୋ ୨୦୨୫ ପ୍ରତିଦିନ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରି ସହରର ସବୁଠାରୁ ଜୀବନ୍ତ ଇଭେଣ୍ଟ୍ ମାନଙ୍କ ମଧ୍ୟରେ ଅନ୍ୟତମ ହୋଇଉଠିଛି। ଏପ୍ରିଲ ୨୦ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମେଦାନରେ ଅନୁଷ୍ଠିତ ଏହି ନଅ ଦିନିଆ ମେଳାରେ ରିଏଲ୍!-->…