କୁକୁର କାମୁଡିଲେ ଏବେ ମିଳିବ ଏକ ଲକ୍ଷ ଟଙ୍କା !
ନୂଆଦିଲ୍ଲୀ: କୁକୁର କାମୁଡିଲେ ଏକ ଲକ୍ଷ ଟଙ୍କା ମିଳିବ । ଏ କଥା ପଢିଲା ବେଳକୁ ଟିକିଏ ଅଡୁଆ ଲାଗୁଥିବ । ହେଲେ ଘଟଣାଟା ସତ । ଏହା ଦେଶର ରାଜଧାନୀ ଦିଲ୍ଲୀରେ । ଦିନକୁ ଦିନ ବୁଲା କୁକୁର କାମୁଡା ଘଟଣା ବଢିବାରେ ଲାଗିଛି । ଏହାକୁ ନେଇ ଦିଲ୍ଲୀର ବିଧାନ ସଭାରେ ତୁମ୍ଭୀ ତୋଫାନ ହୋଇଗଲା ।
କୁକୁର…