ଦେଖନ୍ତୁ- କାଉର ଚତୁରତା , କଥାରେ ଅଛି ଅତି ବୁଦ୍ଧିଆରୁ କାଉ ବିଷ୍ଠା ଖାଏ
କାଉ ଭାରି ଚାଲାକ , କଥାରେ ଅଛି ଅତି ବୁଦ୍ଧିଆରୁ କାଉ ବିଷ୍ଠା ଖାଇଥାଏ । ମାତ୍ର ଏକ ଗବେଷଣାରୁ କାଉ ଏକ ଚତୁର ପକ୍ଷୀ ବୋଲି ଜଣା ପଡିଛି । ଏକ ସାତ ବର୍ଷର ପିଲାର ବୁଦ୍ଧି ସହ କାଉର ସମାନ ବୁଦ୍ଧି ଥାଏ ବୋଲି ଜଣା ପଡିଛି । ପିଲାବେଳେ ଅନେକ ପଢିଥିଲେ ଶୋଷିଲା ବା ତୃଷାତ କାଉ କଥା । ଯିଏ ପାଣି…