ଆବଟ୍ ଓ ୱାଇଆର୍‌ଜିକେୟାର ପକ୍ଷରୁ ଭାରତରେ ଇନୋଭେଟିଭ ଆଉଟ୍‌ରିଚ ସେଂଟର ଉଦ୍‌ଘାଟିତ

ଭୁବନେଶ୍ୱର: ଆବଟ ଏବଂ ଏକ ଅଗ୍ରଣୀ ଅଣଲାଭକାରୀ ସଂସ୍ଥା ୱାୟାର୍‌ଜିକେୟାର ପକ୍ଷରୁ ଏଚ୍‌ଆଇଭିର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଦୁଇଟି ନୂତନ ସେଂଟର୍‌ର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପ ଏଚ୍‌ଆଇଭି କିମ୍ବା ଅନ୍ୟାନ୍ୟ ପରିଚିତ ଓ ନୂତନ ସଂକ୍ରାମକ ରୋଗଗୁଡିକରେ

ଓଜିସିଆନଙ୍କ ଦ୍ୱାରା ଇନ୍‌ଭେଷ୍ଟିଚର ସେରିମନି ପାଳିତ

ଭୁବନେଶ୍ୱର: ଓଡ଼ିଏମ ଗ୍ଲୋବାଲ ସ୍କୁଲ୍‌ର ବିଦ୍ୟାର୍ଥି ମାନଙ୍କ ଦ୍ୱାରା ଇନଭେଷ୍ଟିଚର ସେରିମନି ପାଳିତ ହୋଇଛି । ଚଳିତ ବର୍ଷ ପେଂଟାଗନ ଅଂଚଳରେ ଆୟୋଜିତ ହୋଇଥିବା ଇନ୍‌ଭେଷ୍ଟିଚର ସେରିମନି ଏକ ବଡ ସଫଳତା ଥିଲା ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ଭୂମିକା ଓ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ।

ଓଡିଏମରେ ଛାତ୍ର ସଂସଦର ଅଭିଷେକୋତ୍ସବ-୨୦୨୪ ଅନୁଷ୍ଠିତ

ଭୁବନେଶ୍ୱର: ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ପରିସରରେ ଚଳିତ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦର "ଅଭିଷେକୋତ୍ସବ-୨୦୨୪\' ଅନୁଷ୍ଠିତ ହୋଇଯାଇଛି । ଓଡିଏମ୍ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଭୁବନେଶ୍ୱରର ୧୨୦

ଭୁବନେଶ୍ୱରରେ ଏଥର୍ ଏନର୍ଜିର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍‌ଟାର ୪୦ ୟୁନିଟ୍ ଡେଲିଭର

ଭୁବନେଶ୍ୱରରେ ରିଜ୍‌ଟା ମାତ୍ର ୯୬୧୨୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧଭୁବନେଶ୍ୱର : ଭାରତର ଅନ୍ୟତମ ପ୍ରମୁଖ ଇଲେକ୍‌ଟ୍ରିକ ଦୁଇଚକିଆ ଯାନ ଉତ୍ପାଦନକାରୀ, ଏଥର୍ ଏନର୍ଜି ଆଜି ଭୁବନେଶ୍ୱରରେ ଏହାର ‘ମିଟ୍ ରିଜ୍‌ଟା’ ଇଭେଂଟ୍‌ର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ସମୟରେ ଏଥର ପକ୍ଷରୁ

ଓଡିଏମ ଗ୍ଲୋବାଲ ସ୍କୁଲରେ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ ଆୟୋଜନ

ଭୁବନେଶ୍ୱର : ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍ ପକ୍ଷରୁ ଜୁଲାଇ ୨୬ ତାରିଖରେ ସ୍କୁଲ ପରିସରରେ ଓଡିଏମ୍ ମାଷ୍ଟରକ୍ଲାସ୍ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ କିମ୍ବଦନ୍ତୀ ବରିଷ୍ଠ ଅଲିମ୍ପିଆନ୍ ତଥା ଅନ୍ତର୍ଜାତୀୟ ପ୍ରଶିକ୍ଷକ ପରାଗ ପାଟିଲ୍ ଅଂଶଗ୍ରହଣ କରିଛନ୍ତି । କ୍ରୀଡ଼ା, ନେତୃତ୍ୱ ଏବଂ

ବିଶ୍ୱ ବାଣିଜ୍ୟ ଦିବସ ୨୦୨୪ରେ ବିଶ୍ୱ ବାଣିଜ୍ୟରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ

ଭୁବନେଶ୍ୱର : ୱାର୍ଲ୍ଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ୱାର୍ଲ୍ଡ ଟ୍ରେଡ୍ ଡେ’ ୨୦୨୪ ପାଳନ କରାଯାଇଛି । ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥନୈତିକ ବିକାଶ ଓ ରାଜ୍ୟର ଆଂଚଳିକ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଏକ ଦୃଷ୍ଟିକୋଣ ସହିତ ଓଡିଶାରେ କ୍ରମାଗତ

ଆସୋଚାମ ପକ୍ଷରୁ ଓଡ଼ିଶା ସିଏସଆର ଏବଂ ସ୍ଥାୟୀତ୍ୱ ଉତ୍କର୍ଷ ପୁରସ୍କାର ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର: ଆସୋସିଏଟେଡ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ (ଆସୋଚାମ୍‌) ପକ୍ଷରୁ ଓଡ଼ିଶା ସିଏସଆର ଏବଂ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସଆର)ର ଚାମ୍ପିୟନମାନଙ୍କୁ ସ୍ୱୀକୃତି ଦେବା ଦିଗରେ ଏହି

ସିଆଇଆଇ ପକ୍ଷରୁ ଲଜିଷ୍ଟିକ୍ସ କଲୋକ୍ୟୁମ୍ ୨୦୨୪ ଆୟୋଜିତ

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଲଜିଷ୍ଟିକ୍ କଲୋକ୍ୟୁମ୍‌-୨୦୨୪ ଅନୁଷ୍ଠିତ ହୋଇଯାଇଛି । "ପୂର୍ବ ଭାରତରେ ଲଜିଷ୍ଟିକ ପରିବର୍ତନ: ବ୍ୟବଧାନ ଦୂରୀକରଣ ଏବଂ ଭବିଷ୍ୟତ ନିର୍ମାଣ’ ଶୀର୍ଷକ ଏହି ଦୁଇ ଦିନିଆ ସମ୍ମିଳନୀରେ ପ୍ରମୁଖ ଅଂଶୀଦାର, ଶିଳ୍ପ

ଓପୋ ଇଣ୍ଡିଆ ପକ୍ଷରୁ ରେନୋ୧୨ ୫ଜି ସିରିଜର ଶୁଭାରମ୍ଭ

ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂଆ ରେନୋ ୧୨ ୫ଜି ସିରିଜ୍‌ର ଶୁଭାରମ୍ଭ କରାଯାଇଛି । ଯାହା ଦେଶରେ ଏଆଇ ଫୋନ୍‌ଗୁଡିକର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ଦିଗରେ ଏହାର ପ୍ରଥମ ପଦକ୍ଷେପ ଅଟେ । ଏହି ନୂତନ ସିରିଜରେ ଜଟିଳ ଫଟୋ ଏଡିଟିଙ୍ଗ୍‌ର ସମସ୍ୟା ବିନା ତ୍ରୁଟିହୀନ ଓ ମଜାଦାର

ଭାରତରେ ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ

ଭୁବନେଶ୍ୱର: ବିଏମଡବ୍ଲୁ ମୋଟୋରାଡ ଇଣ୍ଡିଆ ପକ୍ଷରୁ ଏହାର ଫାର୍ଷ୍ଟ ଇଲେକ୍‌ଟ୍ରିକ ଅଫରିଂ ଅଲ୍‌-ନ୍ୟୁ ବିଏମଡବ୍ଲୁ ସିଇ ୦୪ର ଶୁଭାରମ୍ଭ କରାଯାଇଛି ଯାହାକି ଭାରତର ପ୍ରଥମ ପ୍ରିମିୟମ ଇଲେକ୍‌ଟ୍ରିକ ସ୍କୁଟର ଅଟେ । ଏହି ଅର୍ବାନ ଇଲେକ୍‌ଟ୍ରିକ ସ୍କୁଟର କମ୍ପ୍ଲିଟ୍‌ଲି ବିଲ୍ଟ-ଅପ୍ ୟୁନିଟ୍