ଆଇଡିବିଆଇ ବ୍ୟାଙ୍କ ଲାଭରେ ବାର୍ଷିକ ଆଧାରରେ ୪୦% ବୃଦ୍ଧି
ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି । ୨୦୨୫ ଆର୍ଥିକ ବର୍ଷର ୧ମ ତ୍ରୈମାସିକରେ ଶୁଦ୍ଧ ଲାଭ ୧୭୧୯ କୋଟି ଟଙ୍କା ରହିଥିବା ବେଳେ ବ୍ୟାଙ୍କ ବାର୍ଷିକ ଆଧାରରେ ୪୦%ର ଏକ ମଜବୁତ ଅଭିବୃଦ୍ଧି ହାସଲ କରିଛି । ସେହିପରି!-->…