ଭାରତୀୟ ସୁନା ଶିଳ୍ପ ପକ୍ଷରୁ ସ୍ୱଚ୍ଛତା ଓ ପାରଦର୍ଶିତା ପାଇଁ ସଂଘ ପ୍ରତିଷ୍ଠା
ଭୁବନେଶ୍ୱର: ଭାରତୀୟ ସୁନା ଶିଳ୍ପ ପକ୍ଷରୁ ଇଣ୍ଡିଆନ୍ ଆସୋସିଏଶନ ଫର୍ ଗୋଲ୍ଡ ଏକ୍ସିଲେନ୍ସ ଆଣ୍ଡ ଷ୍ଟାଣ୍ଡାର୍ଡସ (ଆଇଏଜିଇଏସ) ର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ସେଲ୍ଫ-ରେଗୁଲେଟୋରୀ ଅର୍ଗାନାଇଜେଶନ (ଏସ୍ଆର୍ଓ) ଯାହା ଭାରତୀୟ ସୁନା ଶିଳ୍ପ ଦ୍ୱାରା, ଭାରତୀୟ ସୁନା!-->…