ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବନ୍ଧନ ବିଜ୍ନେସ୍ ସାଇକେଲ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ବ୍ୟବସାୟ ଚକ୍ର-ଭିତିକ ନିବେଶ ବିଷୟବସ୍ତୁକୁ ଅନୁସରଣ କରୁଥିବା ଏକ ଓପନ୍-ଏଣ୍ଡେଡ ଇକ୍ୱିଟି ସ୍କିମ୍ ‘ବନ୍ଧନ ବିଜ୍ନେସ ସାଇକେଲ ଫଣ୍ଡ୍’ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଫଣ୍ଡ୍ ଏକ୍ସପାନ୍ଶନ, ପିକ୍, କଂଟ୍ରାକ୍ସନ ଓ ସ୍ଲମ୍ପ ଭଳି!-->…