ଆଜି ଶାରଦୀୟ ନବରାତ୍ରୀର ଶେଷ ଦିନ : ଆଜି ସିଦ୍ଧିଦାୟିନୀ ମା ସିଦ୍ଧିଦାତ୍ରୀଙ୍କ ଉପାସନା କରନ୍ତୁ
ମା ଦୁର୍ଗାଙ୍କ ନବମ ରୂପ ଦେଉଛି ମା ସିଦ୍ଧିଦାତ୍ରୀ । ନାମରୁ ହିଁ ଜଣାପଡେ ଯେ ମାଙ୍କ ଉପାସନା କଲେ ସକଳ ସିଦ୍ଧିପ୍ରାପ୍ତ ହୁଏ ଓ ମନୋରଥ ପୂରଣ ହୁଏ । ମାତାଙ୍କ କୃପାରୁ ହିଁ ଭଗବାନ ଶିବ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ଓ ଅର୍ଦ୍ଧନାରୀଶ୍ୱର ରୂପ ଧାରଣ କରିଛନ୍ତି । ମା ହେଉଛନ୍ତି ଚତୁର୍ଭୁଜା,…