୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି

ଉତ୍ତର ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ସମୁଦ୍ର ପତ୍ତନଠାରୁ ୧ ଦଶମିକ ୫ରୁ ୫ ଦଶମିକ ୮ ମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି

ଏବେ ରେଳରେପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା ରିହାତି ମିଳିବ- ୟୁପିଆଇ ଏବଂ ଭିମ୍‌ ଆପ୍‌ ବ୍ୟବହାର କଲେ ରିହାତି

(ୟୁପିଆଇ) ଆପ୍‍ ବ୍ୟବହାର କରି ଟିକେଟ୍‌ କ୍ରୟ ଉପରେ ୫ଧରିହାତି ପ୍ରଦାନ କରୁଛି ଡିଜିଟାଲ୍‌ ଇଣ୍ଡିଆ ଅଭିଯାନରେ ଲୋକଙ୍କୁ ଡିଜିଟାଲ୍‌ ସଶକ୍ତୀକରଣ କରିବା ଏବଂ ଡିଜିଟାଲ୍‌ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ ଭୀମ୍‌ ଆପ୍ଲିକେସନ ସମେତ ୟୁନିଫାଏଡ୍‌ ପେମେଣ୍ଟସ୍‍

ଆସନ୍ତା ୯ ତାରିଖରୁ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ୍‍ ଆଦି ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଧୀରେଧୀରେ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବାବେଳେ ଆସନ୍ତା ୯ ତାରିଖରୁ ଡିପ୍ଲୋମା, ଆଇଟିଆଇ, ଡିଗ୍ରୀ, ପଲିଟେକନିକ୍‍ ଆଦି ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ହେଲେ କେବଳ ଶେଷ ବର୍ଷ

ମାଟ୍ରିକ୍‍ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଦିଆଯିବା ଘଟଣାରେ…

ମାଟ୍ରିକ୍‍ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଦିଆଯିବା ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗଣଶିକ୍ଷା ବିଭାଗ ସଚିବ ଏହି ମାମଲାର ତଦନ୍ତ କରିବେ । ସୂଚନା ଅନୁସାରେ ଚଳିତ ବର୍ଷ

ପର୍ଯ୍ୟଟକମାନଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ

ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଚଳିତମାସ ନିମନ୍ତେ କରୋନା ମାର୍ଗଦର୍ଶିକା ଆସିବା ପରେ ବନବିଭାଗ ପକ୍ଷରୁ ଭିତରକନିକା ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

କୋଭିଡ୍‍ କଟକଣା ସହିତ ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିର ଖୋଲିଛି । କୋଭିଡ୍‍ ନିୟମ ମାନି ଲୋକେ ମାଆଙ୍କୁ ଦର୍ଶନ କରୁଛନ୍ତି । ସହରର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଆସନ୍ତାକାଲିଠାରୁ

ଟିକାକରଣ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ- ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ କୌଣସି ଖର୍ଚ୍ଚ ରାଜ୍ୟସରକାରମାନଙ୍କୁ କରିବାକୁ…

ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ୨ଟି ଟିକା ବିକଶିତ କରିଛନ୍ତି। ତେବେ ଏହି ଟିକାର ସୁବ୍ୟବସ୍ଥିତ ଟିକାକରଣ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ-ଜାନୁଆରୀ ୨୧ ତାରିଖରୁ କୋଭିଡ୍‍ ରିପୋର୍ଟ…

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ରହିଥିବା ନିୟମକୁ କୋହଳ କରାଯାଇଚି। ବଡ ଠାକୁରଙ୍କ ଦର୍ଶନ ନପାଇ କାଳିଆ ଦୁଆରୁ ଭକ୍ତ ଆଉ ମନ ଦୁଃଖରେ ଫେରିବନି। ଆସନ୍ତା ଜାନୁଆରୀ ୨୧ ତାରିଖରୁ କୋଭିଡ୍‍ ରିପୋର୍ଟ କଟକଣା ହଟାଇ ଦିଆଯାଇଛି। ସମୀକ୍ଷା ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ…

କପାଳର ଏହି ସ୍ଥାନକୁ ମାତ୍ର ୩୦ ସେକେଣ୍ଡ ଦବାଇଲେ ପାଇବେ ବହୁତ ସୁଫଳ

ଆକ୍ୟୁପ୍ରେସରରେ ଶରୀରରେ ଅନେକ ଅଂଶକୁ ସକ୍ରିୟ କରିଥାଏ । ଭାରତରେ ଆଗରୁ ଯୋଗରେ ଅନେକ ପ୍ରକାରର ମୁଦ୍ରା ରହିଛି । ଏପରି ଏକ ମୁଦ୍ରା ଅଛି ଯାହା ଶରୀରରେ ଅନେକ ଫାଇଦା ଦେଇଥାଏ । ଆଜିକାଲି ଏହାର ବହୁଳ ବ୍ୟବହାର ହେଉଛି । ଏହା ଦ୍ୱାର ବହୁତ ଫାଇଦା ମିଳୁଛି । ଆପଣଙ୍କ ଯଦି କାମର ଚାପ ରହୁଛି ,…

ତେଜପତ୍ର ଧୂଆଁ ଦେଲେ ଅସରପା ରହିବେନି

ସମସ୍ତେ ରୋଷେଇ ଘରେ ତେଜପତ୍ରର ବ୍ୟବହାର କରି ଥାଆନ୍ତି। ତେଜପତ୍ରକୁ ମସଲାରେ ବ୍ୟବହାର କରାଯାଇଥାଏ, ଯାହାକି ଭୋଜନର ସ୍ୱାଦ ଓ ସୁଗନ୍ଧକୁ ବଢ଼ାଇ ଥାଏ। ତେଜପତ୍ରର ବ୍ୟବହାର ମସଲା ଛଡ଼ା ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯାହାକି ଖୁବ୍‌ କମ୍‌ ଲୋକ ଜାଣିଥିବେ। କେବଳ ଏତିକି ନୁହେଁ ତେଜପତ୍ରର…