ଏହି ଉପାୟରେ ମୁହଁକୁ କରିବେ ଦାଗ ହୀନ, ଦୂର ହେବ କଳା ଦାଗ ଉଜ୍ଜଳ ହେବ ଚେହେରା

ଏହି ଉପାୟରେ ମୁହଁକୁ କରିବେ ଦାଗ ହୀନ, ଦୂର ହେବ କଳା ଦାଗ ଉଜ୍ଜଳ ହେବ ଚେହେରା

0 826

ମୁହଁରେ କଳାଦାଗ ଆପଣ ନିମ୍ନରେ ବର୍ଣ୍ଣନା କରାଯ।ଇଥିବା ଉପାୟ ଅବଲମ୍ବନ କରି ବହୁ ମାତ୍ରାରେ ଏଥିରୁ ମୁକ୍ତି ପାଇ ପାରିବେ । ମୁହଁ ଦାଗହୀନ ହେବ

ଅନେକ ଥର ମୁହଁ ଧୋଇବା ସହ ବେଳେ ବେଳ ମୁହଁରେ ବରଫ ମାଲିସ କରନ୍ତୁ
ମୁଲତାନ ମିଟି ସହ ନିମ୍ବ ପତ୍ରର ଫେସ୍‌ ପ୍ୟାକ ତିଆରି କରି ରାତିରେ ୨୦ ମିନିଟ ପାଇଁ ଲଗାନ୍ତୁ
ଗୁଳୁଚି ବା ଗିଲୟ ପତ୍ରର ରସ ମାଲିସ କରନ୍ତୁ , ବ୍ରଣ ସମସ୍ୟା ସହ କଳା ଦାଗ ସମସ୍ୟା ଦୂପ ହେବ
କଞ୍ଚା ହଳଦୀ କିମ୍ବା ହଳଦୀ ଗୁଣ୍ଡାରେ ସାମାନ୍ୟା ପାଣି ମିଶାଇ କିଛି ଦିନ ଲଗାନ୍ତୁ
ଉଷୁମ ପାଣିର ବାମ୍ପରେ ମଇସ୍‌ରାଇଜର୍‌ କଲେ କଳା ବ୍ରଣର ଖିଲ ବାହିରିଯିବ
ରାତିରେ ମୁହଁ ସଫା କରିବା ପରେ ଅଳ୍ପ ମହୁରେ ଅଳ୍ପ ପରିମାଣରେ ଗୋଲାପ ଜଳ ମିଶାଇ ଲଗାନ୍ତୁ
ନିଶ୍ଚତ

-ରାତିରେ ଫେସ୍ଓ୍ଵାସ୍ କରିବା ପରେ ସାମାନ୍ୟ ମହୁରେ ଟିକେ ଗୋଲାପ ଜଳ ମିଶାଇ ମୁହଁରେ ମାଲସ କରନ୍ତୁ।

Leave A Reply