ଆଗାମୀ ୧୬ ତାରିଖରୁ ନବମ ଶ୍ରେଣୀ ଅଫ୍‍ଲାଇନ୍‍ ପାଠପଢ଼ା ଆରମ୍ଭ କରିବା ଲାଗି ପଦକ୍ଷେପ

0 109

ଆଗାମୀ ୧୬ ତାରିଖରୁ ନବମ ଶ୍ରେଣୀ ଅଫ୍‍ଲାଇନ୍‍ ପାଠପଢ଼ା ଆରମ୍ଭ କରିବା ଲାଗି ପଦକ୍ଷେପ ନିଆଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଥିଲାଗି ସ୍ୱତନ୍ତ୍ର ରିଲିଫ କମିଶନର ମାର୍ଗଦର୍ଶିକା ଜାରି କରିଛନ୍ତି । ଏକାଦଶ ଶ୍ରେଣୀରେ ନାମଲେଖା ଏପର୍ଯ୍ୟନ୍ତ ହୋଇନାହିଁ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଫ୍‍ଲାଇନ୍‍ ପାଠପଢ଼ାରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

Leave A Reply