ନକଲି ମୋବିଲ କାରଖାନାରେ ପ୍ରସ୍ତୁତ ହେଉଥିବା ଶହ ଶହ ଲିଟର ନକଲି ମୋବିଲ୍‌

0 1,915

ବାଲେଶ୍ୱର . – ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏକ ନକଲି ମୋବିଲ  କାରଖାନାରେ ପୁଲିସ ଚଢଉ କରିଛି । ଘଟଣାସ୍ଥଳରୁ ୧୨ଶହ ଲିଟର ନକଲି ଜ ବତ କରାଯାଇଛି । ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୟୁସୁବ ଖାନ୍‍ ଏବଂ ଇର୍ସବ ଖାନ୍‍ ଦୀର୍ଘ ୨୦ବର୍ଷ ଧରି ସେଠାରେ ଏହି ନକଲି ମୋବିଲ୍‍ କାରଖାନା ଚଳାଇ ଆସୁଥିଲେ ବୋଲି ଜଣାପଡିଛି । ହେଲେ ଏତେ ଦିନ ଧରି ଏ ବିଷୟରେ କେମତି ଜଣା ପଡି ନଥିଲା ସେ ବିଷୟରେ ଚର୍ଚ୍ଚା ହେଉଛି ।

Leave A Reply