Browsing Tag

SCHOOL BUS

ଓଡିଶା ସରକାରଙ୍କ ନିର୍ଦେଶ- ସ୍କୁଲ ବସ୍‌ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର - ବିଭିନ୍ନ ବେସରକାରୀ ଓ ଇଂଲିଶ ମିଡିୟମ ସ୍କୁଲର ସ୍କୁଲ ବସ୍‌ ରହିଛି । କେତକ ସ୍କୁଲ ବସ୍‌ରେ ଆବଶ୍ୟକତାରୁ ଅଧିକ ଛାତ୍ରଛାତ୍ରୀ ଯାଉଛନ୍ତି । ଅନେକ ସମୟରେ ଛୋଟ ପିଲା ଛିଡା ହୋଇଯାତ୍ରା କରୁଛନ୍ତି। ପ୍ରାଇଭେଟ୍‌ ବା ବେସରକାରୀ ସ୍କୁଲର ସ୍କୁଲ ବସ୍‌ରେ ଆବଶ୍ୟକତାକରୁ ଅଧିକ…