Browsing Tag

RATHYATRA2019

ବଡ ଦାଣ୍ଡେ ରଥ , ପଥ ଜଗନ୍ନାଥ ଓ ଭକ୍ତ ଏକାକାର

ଜଗତରନାଥ ଜଗନ୍ନାଥ ବଡଦାଣ୍ଡକୁ ଓହ୍ଲାଇଆସିଛନ୍ତି ଭକ୍ତ ଗହଣକୁ. ଭୋରରେ ମଙ୍ଗଳା ଆଳତୀ ସହ ଆରମ୍ଭହୋଇଥିଲା ରଥ ଯାତ୍ରାର ନୀତି. ମଇଲମ , ତଡପ ଲାଗି , ରୋଷ ହୋମ ଅବକାଶ ସୂର୍ଯ୍ୟପୂଜା , ଗୋପାଳ ବଲ୍ଲଭ ,ସକାଳଧୂପ ନୀତି ମନ୍ଦିର ଭିତରେ ସମାପନ ହୋଇଥିଲା. ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି…

ଗୁଣ୍ଡିଚା ମାର୍ଜନା, ରଥଯ।ତ୍ରାର ଏକ ବିଶେଷ ପରମ୍ପରା

ଶ୍ରୀଗୁଣ୍ଡିଚା ଯାତ୍ରାର ଅବ୍ୟବହିତ ପୂର୍ବରୁ  ରଥଯାତ୍ରର ଠିକ୍‌ ଗୋଟିଏ ଦିନ ପୂର୍ବରୁ  ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପାଳିତ ହୋଇଯାଇଛି ଗୁଣ୍ଡିଚା ମାଜଣା ।ପରମ୍ପରା ଅନୁସାରେ ଶତାଧିକ ସଂକୀର୍ତନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଏହାକୁ ପରିଷ୍କାର କରିବା ସହ ଅର୍ନ୍ତବେଦୀ ମାଜଣା କରିଛନ୍ତି ବା…

ରଥଯାତ୍ରା ଯାନବାହାନ ପ୍ରସ୍ତୁତି

ଚଳିତବର୍ଷର ଘୋଷଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନବଯୌବନ ଦର୍ଶନ , ରଥଯାତ୍ରା , ବାହୁଡା ଯାତ୍ରା ଓ ସୁନାବେଶ ଉପଲକ୍ଷେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିରେ ପୁରୀ ସହରକୁ ରଥ ସମୟରେ ଯାନବାହାନ , ଟ୍ରାଫିକ , ପାର୍କିଂ , ସୁରକ୍ଷା ସହିତ ନବଯୌବନ…

ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ

ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ ରଥର ଅନ୍ୟ ନାମ- ଦର୍ପଦଳନ ଏବଂ ପଦ୍ମଧ୍ବଜ(କମଳ ଧ୍ବଜ) ରଥର ଉଚ୍ଚତା- ୪୪ ଫୁଟ୍ ୬ ଇଞ୍ଚ (ପୂର୍ବ ଉଚ୍ଚତା ୨୧ ହାତ) ରଥାଧିପ- ଜୟଦୁର୍ଗା ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୧୧ ଖଣ୍ଡ ରଥର ଚକ ସଂଖ୍ୟା- ୧୨ ରଥ ଧ୍ବଜାରେ- ତ୍ରିପୁରା ସୁନ୍ଦରୀ ରଥର ଆୟୁଧ-…

ଶ୍ରୀବଳଭଦ୍ରଙ୍କ ରଥ: ତାଳଧ୍ୱଜ

ରଥର ଅନ୍ୟ ନାମ- ଲଙ୍ଗଳଧ୍ବଜ ବା ହଳଧ୍ବଜ ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୩୧ ରଥର ଉଚ୍ଚତା- ୪୫ ଫୁଟ୍(ପୂର୍ବ ଉଚ୍ଚତା ୨୨ ହାତ) ରଥର ଚକ ସଂଖ୍ୟା- ୧୪ ରଥର ଆବରଣ- ରକ୍ତ ଓ ନୀଳବର୍ଣ୍ଣ ରଥର ଅଧିଶ୍ବର ଦେବତା- ଶ୍ରୀବଳଭଦ୍ର, ଚଳନ୍ତି ପ୍ରତିମା ରାମ ଓ କୃଷ୍ଣ ରଥର ଆୟୁଧ- ହଳ ଓ ମୂଷଳ…

ଟ୍ୱିଟ କରି ରଥ ଯାତ୍ରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ . - ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦୀ ରଥଯାତ୍ରାରେ ଶୁଭ କାମନ ଦେଇଛନ୍ତି । ଏହି ଟ୍ୱିଟରେ ସେ ଅହମ୍ମଦାବାଦରେ ଅନୁଷ୍ଠିତ ରଥଯାତ୍ରାର ଫଟୋ ଦେଇଛନ୍ତି । ଜଗନ୍ନାଥଙ୍କ ନିକଟରେ ସେ ସମସ୍ତଙ୍କର ସ୍ୱାସ୍ଥ୍ୟ , ସୁଖ ଓ ସମୃଦ୍ଧି କାମନା କରିଛନ୍ତି । Best wishes to everyone on…

ପୁରୀରେ ଆରମ୍ଭ ହୋଇଛି ବିଶ୍ବପ୍ରସିଦ୍ଧ ରଥ ଯାତ୍ରା

ଜଗତରନାଥ ଜଗନ୍ନାଥ ବଡଦାଣ୍ଡକୁ ଓହ୍ଲାଇଆସିଛନ୍ତି ଭକ୍ତ ଗହଣକୁ. ଭୋରରେ ମଙ୍ଗଳା ଆଳତୀ ସହ ଆରମ୍ଭହୋଇଥିଲା ରଥ ଯାତ୍ରାର ନୀତି. ମଇଲମ , ତଡପ ଲାଗି , ରୋଷ ହୋମ ଅବକାଶ ସୂର୍ଯ୍ୟପୂଜା , ଗୋପାଳ ବଲ୍ଲଭ ,ସକାଳଧୂପ ନୀତି ମନ୍ଦିର ଭିତରେ ସମାପନ ହୋଇଥିଲା. ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ…

ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷର ବର୍ଣ୍ଣନା

ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ ରଥର ଅନ୍ୟ ନାମ- ଚକ୍ରଧ୍ବଜ ବା ଗରୁଡ ଧ୍ବଜ ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨ ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଞ୍ଚ ରଥର ଚକ ସଂଖ୍ୟା- ଷୋଡଶ ସିଦ୍ଧି ଅନୁପାତରେ ୧୬ ରଥ ରକ୍ଷକ- ଇନ୍ଦ୍ର ରଥାଧୀପ- ବୈନତେୟ ରଥ ଧ୍ବଜାରେ- ହନୁମାନ ରଥପାଳ- ଭୈରବ, ନରସିଂହ…

ରଥଯାତ୍ରା ସହ ଜଡିତ କିଛି ବିଶେଷ ତଥ୍ୟ

ପ୍ରତିବର୍ଷ ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପଡିଥାଏ। ଭଗବାନ ଜଗନ୍ନାଥ ନିଜ ଭାଇ ଭଉଣୀଙ୍କ ସହ ରଥରେ ବିଜେ କରନ୍ତି। ଏହି ରଥର ଅନ୍ୟ ନାମ ଘୋଷ ଯାତ୍ରା, ମହାବେଦୀ ମହୋଉତ୍ସବ, ପତିତପାବନ ଯାତ୍ରା ଦକ୍ଷିଣାଭିମୁଖୀ ଯାତ୍ରା, ଗୁଣ୍ଡିଚା ମହୋଉତ୍ସବ, ନବଦିନ…

ଜ୍ୱରରେ ମହାବାହୁ , ବ୍ରହ୍ମଗିରିରେ ଦର୍ଶନ ଦେଉଛନ୍ତି ଅଲାରନାଥ

ପୁରୀ . ସ୍ନାନ ପୂର୍ଣ୍ଣମୀରେ ସୁନାକୂଳ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଉଛି । ବ୍ରହ୍ମଗିରିର…