ଆଜି ରସଗୋଲା ଦିବସ , ଜଗନ୍ନାଥଙ୍କ ପାଖରେ ରଥରେ ରସଗୋଲା ଭୋଗ ଲଗାଉଛନ୍ତି ଶ୍ରଦ୍ଧାଳୁ
ପୁରୀ .- ଆଜି ସାରା ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ଜଗନ୍ନାଥଙ୍କ ନୀଳାଦ୍ରୀ ବିଜେ ଦିନ ଆମ ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଇଥାଏ । ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ରସଗୋଲାକୁ ନେଇ ବିବାଦ ଚାଲିଥିବା ବେଳେ , ପଶ୍ଚିମବଙ୍ଗରେ ଏହା ମାତ୍ର ପ୍ରାୟ ୧୨୦ ବର୍ଷ ତଳେ…