Browsing Tag

ONE-NATION-ONE-CARD

୧ ତାରିଖରୁ ରାଜ୍ୟରେ ଲାଗୁ ହେବ ‘ୱାନ୍‍ ନେସନ ୱାନ୍‍ ରାସନକାର୍ଡ’

ଭୁବନେଶ୍ୱର - ସେପ୍ଟେମ୍ବର ମାସ ୧ ତାରିଖରୁ ରାଜ୍ୟରେ ‘ୱାନ୍‍ ନେସନ ୱାନ୍‍ ରାସନକାର୍ଡ’ ବା ‘ଗୋଟିଏ ଦେଶ ଗୋଟିଏ ରାସନକାର୍ଡ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର…