ବନ୍ୟପ୍ରାଣୀ ସପ୍ତାହ ପାଳିତ
ପ୍ରତିବର୍ଷ ସମଗ୍ର ଦେଶରେ ଅକ୍ଟୋବର ୨ରୁ ୮ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଆସୁଛି । ବନ୍ୟପ୍ରାଣୀ ଓ ସେମାନଙ୍କର ଆବାସ ସ୍ଥଳୀର ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ!-->…