ନିଭା ବୁପା ସ୍ୱାସ୍ଥ୍ୟ ବୀମା ବର୍ତମାନ ବାଲେଶ୍ୱରରେ
ଭୁବନେଶ୍ୱର/ ବାଲେଶ୍ୱର: ଅଗ୍ରଣୀ ନିଭା ବୁପା ହେଲ୍ଥ ଇନ୍ସୁରାନ୍ସ (ପୂର୍ବରୁ ମ୍ୟାକ୍ସ ବୁପା ହେଲ୍ଥ ଇନ୍ସୁରାନ୍ସ ଭାବେ ପରିଚିତ) ନିଜର ପହଂଚକୁ ବାଲେଶ୍ୱରକୁ ବିସ୍ତାର କରିଛି । କମ୍ପାନୀ ଆସନ୍ତା କିଛି ବର୍ଷ ମଧ୍ୟରେ ୩୫୦୦ରୁ ଅଧିକ ଜୀବନକୁ ସୁରକ୍ଷା ପ୍ରଦାନ କରିବା ଏବଂ ସର୍ବଭାରତୀୟ!-->…