Browsing Tag

odisha

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟବାସୀଙ୍କର ବିଶ୍ୱାସ ଓ ଭରସାର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ୩୫ଶହ କୋଟି ଟଙ୍କା ବ୍ୟୟରେ ଏହାକୁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରତିଷ୍ଠାନରେ ପରିଣତ କରାଯିବ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ…

ସାରା ରାଜ୍ୟରେ ପ୍ରଚଣ୍ଡ ଶୀତଲହରୀ -୩୧ ତାରିଖ ପରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ

ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି । ୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୫ଦଶମିକ୍‍ ୫ ଡିଗ୍ରୀ ରେକର୍ଡ କରାଯାଇଛି । ଅନୁଗୁଳ, ବାରିପଦା, ଝାରସୁଗୁଡ଼ା, ଭବାନୀପାଟଣା, କୋରାପୁଟ, ଦାରିଙ୍ଗବାଡ଼ି ଆଦି ସ୍ଥାନରେ ତାପମାତ୍ରା ୧୦…

ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି-ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା

ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି କମିଶନରେଟ ପୁଲିସ୍‍ ପକ୍ଷରୁ ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ରାଜଧାନୀରେ ୨୪ଘଣ୍ଟିଆ ପଇଁତରା ଲାଗି ୧୫ଟି ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା କିଣାଯିବ ।…

ଡ୍ରାଇଭିଂ ଲାଇସେନ୍ସ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ…

ରାଜ୍ୟସରକାର ଲର୍ଣ୍ଣର ଲାଇସେନ୍ସ ଅବଧିକୁ ୩ ମାସ ବୃଦ୍ଧି କରିଛନ୍ତି । ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କର ଡ୍ରାଇଭିଂ ଲାଇସେନ୍ସ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଯାଇଛି । ଏହି ସମୟ ଭିତରେ ସେମାନେ ଡି ଏଲ୍‍ ପାଇଁ ଆବେଦନ…

ଆସନ୍ତା ୧୨ତାରିଖରୁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ

ଭୁବନେଶ୍ୱର - ଚଳିତ ବର୍ଷ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୧୨ତାରିଖରୁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହା ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ କରୋନା ଆକ୍ରାନ୍ତ ମଧ୍ୟ ପରୀକ୍ଷା ଦେଇପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ…

ରାଜ୍ୟର କରୋନା ସମ୍ପର୍କୀତ ଅପଡେଟ୍‌

ଭୁବନେଶ୍ୱର - କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ  ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ  ସଂଜୟ କୁମାର ସିଂ ଆଜି…

ଏଣିକି ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ପାସ୍ ବାଧ୍ୟତାମୂଳକ

ଭୁବନେଶ୍ୱର - ଏଣିକି ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ପାସ୍ ବାଧ୍ୟତାମୂଳକ। ଯେଉଁ ରାଜ୍ୟରୁ ଆସୁଛନ୍ତି ସେମାନେ ସେଠାରୁ ଏକ ପାସ୍ ଆଣି ଆସିବେ। ପାଖରେ ଉକ୍ତ ରାଜ୍ୟର ପାସ୍ ନ ଥିଲେ ଓଡିଶା ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ପରିବହନ କମିଶନର ସଂଜୀବ ପଣ୍ଡା ଆଜି…

ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ ପ୍ରତିଶତ ହ୍ରାସ – କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ ୦୭।୦୪ - କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ପ୍ରତିଶତ ହ୍ରାସ କରାଯାଇଛି । …

ହ୍ରାସ ପାଇଲା ବର୍ଷା ପ୍ରକୋପ – ଏହାପରେ ବଢିବ ଖରା

ଭୁବନେଶ୍ୱର ୨୭।୦୨ - ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ହ୍ରାସ ପାଇଛି । ତେବେ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ରହିଥିବା ଦେଖାଦେଇଛି । ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ…

କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ୧୦ ଆହତ

ସୁନ୍ଦରଗଡ଼ -- ୨୨।୦୨। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ଆଜି ଏକ ଅଘଟଣ ଘଟିଛି। ଶିବରାତ୍ରି ଅବସରରେ ଦର୍ଶନପାଇଁ ଯାଉଥିବାବେଳେ ମନ୍ଦିର ପାଖରେ ପଥର ଖସିବାରୁ ଶିଶୁ ସମେତ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ…