Browsing Tag

ODIA NEWS

ମୋଦି  ପ୍ରଶଂସା କଲେ ଓଡ଼ିଶାର ପର୍ଯ୍ୟଟନ ଓ ହକି  ଖେଳକୁ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌କି ବାତ୍‌  କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନର ଭୂରି ଭୂରି ପ୍ରଶଂସା କରିବା ସହ , କଳିଙ୍ଗଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା   ହକି ବିଶ୍ୱକପ୍‌ କଥା ବି କହିଛନ୍ତି ।   ଓଡିଶାର କଳା ସଂସ୍କୃତି ଓ ପରମ୍ପରା ଅତି ଉନ୍ନତ । ଏଠାରେ…

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା, ବଢିବ ଶୀତ

କଟକ/ଭୁବନେଶ୍ୱର . – ବଙ୍ଗୋପସାଗରରେ ପଶ୍ଚିମ ଓ କେନ୍ଦ୍ର ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ଭାରତୀୟ ପାଣିପାଗ ସୂଚନା ଦେଇଛି । ରବିବାରଠାରୁ  ବୁଧବାର ପର୍ଯ୍ୟନ୍ତ ଏହାର ପ୍ରଭାବରେ  ପୁରୀ,…

୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ . - ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ସରକାର ପ୍ରତିବଦ୍ଧ । ଉତ୍ପାଦକତା ବୃଦ୍ଧି, ଚାଷ ବାବଦ ବ୍ୟୟ ହ୍ରାସ ଏବଂ ବଜାର ବ୍ୟବସ୍ଥା ସମେତ ଫସଲ ପରବର୍ତ୍ତୀ ପରି ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ବଜାର ସଂସ୍କାର କାର୍ୟ୍ୟକାରୀ…

ଉପଗ୍ରହ ଓ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଓ ଟେଲିକମାଣ୍ଡ ଷ୍ଟେସନ ପରିଚାଳନା, ମହାକାଶ ଗବେଷଣା, ବିଜ୍ଞାନ ଏବଂ…

ନୂଆଦିଲ୍ଲୀ  . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଉପଗ୍ରହ ଏବଂ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଏବଂ ଟେଲିକମାଣ୍ଡ ଷ୍ଟେସନର ପରିଚାଳନା ଏବଂ ମହାକାଶ ଗବେଷଣା, ବିଜ୍ଞାନ ଏବଂ ପ୍ରୟୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବ୍ରୁନେଇ ଦାରୁସ୍ସଲାମ…

ବାହ୍ୟ ମହାକାଶ ଗବେଷଣା ଓ ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ଭାରତ – ଦକ୍ଷିଣ ଆଫ୍ରିକା ସହଯୋଗ ବୁଝାମଣା

ନୂଆଦିଲ୍ଲୀ . - ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବାହ୍ୟ ମହାକାଶର ଅନୁସନ୍ଧାନ ଏବଂ ଉପଯୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ଅବଗତ କରାଯାଇଥିଲା ।…

ଭାରତରେ ସମୁଦ୍ର ନାବିକଙ୍କ ସଂଖ୍ୟା ଦେଢ଼ ଗୁଣା ବୃଦ୍ଧି

ନୂଆଦିଲ୍ଲୀ . – ଦେଶରେ ନାବିକଙ୍କ ସଂଖ୍ୟା ବୃଦ୍ଧି ପାଇଛି । କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭୀୟ କହିଛନ୍ତି ଯେ, ସମୁଦ୍ର ନାବିକଙ୍କ ସଂଖ୍ୟା ଭାରତରେ ପ୍ରାୟ ୬୦,୦୦୦ ବୃଦ୍ଧି ଘଟିଛି । ପୂର୍ବରୁ ଜାହାଜ ସମ୍ପର୍କିତ…

“ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ଅଂଶୀଦାର ହେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ର ଅଂଶବିଶେଷ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨ ରେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀର ଆରମ୍ଭ ହେବ । ଏହି ଦିନ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଚାରି ବର୍ଷ ପୂରଣ ହେବ । ଏହି…

ମେସର୍ସ ଜାତୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସର ଜମି ମୁମ୍ବାଇ ମହାନଗର କ୍ଷେତ୍ରୀୟ ବିକାଶ ପ୍ରାଧିକରଣକୁ ହସ୍ତାନ୍ତରଣ

• ମେସର୍ସ ଆରସିଏଫର ଜମି ଗ୍ରେଟର ମୁମ୍ବାଇ ମହାନଗର ପାଳିକାକୁ ହସ୍ତାନ୍ତର ଏବଂ • ଏମଏମଆରଡିଏ/ଏମସିଜିଏମକୁ ଜମି ହସ୍ତାନ୍ତରରେ ପ୍ରାପ୍ତ/ପ୍ରାପ୍ତି ଯୋଗ୍ୟ ହସ୍ତାନ୍ତରଯୋଗ୍ୟ ବିକାଶ ଅଧିକାର ପ୍ରମାଣପତ୍ରର ବିକ୍ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ…

ସ୍ୱଦେଶୀ ଯୁଦ୍ଧ ବିମାନ ତେଜସର ଆକାଶରେ ଇନ୍ଧନ ଭରିବା ପରୀକ୍ଷଣ ସଫଳ

ନୂଆଦିଲ୍ଲୀ -- ଭାରତୀୟ ବାୟୁସେନାର ବେସରୁ ଆଜି ଏଲସିଏ ତେଜସ ଏମକେ-୧ରେ ଆକାଶରେ ଉଡୁଥିବା ବେଳେ ଇନ୍ଧନ (ତରଳ ଇନ୍ଧନ) ଭରିବାର କାର୍ୟ୍ୟ ସଫଳତା ପୂର୍ବକ ଶେଷ କରାଯାଇଛି । ଏହି ସଫଳତାକୁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ଏବଂ ଅନ୍ତିମ ପରିଚାଳନା ସ୍ୱୀକୃତି ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ…