ନିର୍ବାଚନୀ ଘୋଷଣା ପତ୍ରରେ ଏକ କୋଟି ଚାକିରି ଦେବ ବୋଲି ଉଲ୍ଲେଖ କରିଛି ବିଜେପି
ମୁମ୍ବଇ - ମହାରାଷ୍ଟ୍ରରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହେବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି । ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହର ପ୍ରକାଶ କରିଛନ୍ତି । ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ଏକ କୋଟି ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି…