ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରରେ ସୁନ୍ଦର ସାଜସଜ୍ଜା
କଟକ - ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରକୁ ସୁନ୍ଦର ଭାବେ ସାଜ୍ଜ ସଜ୍ଜା କରାଯାଇଛି।
ଏଠାରେ ଷୋଳ ପୂଜା ଅବସରରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବେଶ ଅନୁଷ୍ଠିତ ହେଉଛି ।
କଟକ ଚଣ୍ଡୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡି ପରିଲକ୍ଷିତ ହେଉଛି…