Browsing Tag

cricket

ଓଡ଼ିଆ କ୍ରିକେଟର୍‍ ପ୍ରଜ୍ଞାନ ଓଝା କ୍ରିକେଟର୍‍ ସମସ୍ତ ଫର୍ମାଟ୍‍ରୁ ଅବସର ଗ୍ରହଣ କଲେ

ଭୁବନେଶ୍ୱର ୨୨.୦୨.୨୦୨୦ - କ୍ରିକେଟର୍‍ ସମସ୍ତ ଫର୍ମାଟ୍‍ରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର୍‍ ପ୍ରଜ୍ଞାନ ଓଝା। ଏନେଇ ହାଇଦ୍ରାବାଦ କ୍ରିକେଟ୍‍ ଆସୋସିଏସନ୍‍କୁ ଚିଠି ଲେଖିବା ସହ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି ଶ୍ରୀ ଓଝା। ଭାରତୀୟ କ୍ରିକେଟ୍‍ ଦଳ ତରଫରୁ ସେ ମୋଟ ୧୮ଟି…

ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଲା

ମାଞ୍ଚେଷ୍ଟର - ଭାରତ ଓ ପାକିସ୍ତାନ ମଦ୍ୟରେ ଚାଲିଥିବା ବିଶ୍ୱକପ୍‌ ଦିନିକିଆ ମ୍ୟାଚରେ ବର୍ଷା ବାଧକସାଜିଛି । ୪୫.୪ ଓଭର୍‌ରେ ଭାରତ ୩୦୦ ରନ୍‌ କରିଥିଲା । ୪୬.୪ ଓଭର୍‌ରେ ୩୦୫ ରନ୍‌ରେ ବର୍ଷା ଯୋଗୁଁ ମ୍ୟାଚକୁ ଅଧାରୁ ରୋକାଯାଇଥିଲା । ରୋହିତ ଶର୍ମା ଶତକୀୟ ପାରି ଖେଳିଛନ୍ତି । ସେ ୮୫ଟି…

ବିସିସିଆଇରେ କଣ ଚାଲିଛି ? ଚାଲନ୍ତୁ ଆରଟିଆଇ ଫାଇଲ କରିବା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସୂଚନା ଅଧିକାରୀ ଆଇନ (ଆରଟିଆଇ)ର ଅନ୍ତର୍ଭୁକ୍ତ ହେବ ।  ବିସିସିଆଇ ଏଣିକି ଦେଶବାସୀଙ୍କୁ ଉତ୍ତର ଦେବାକୁ ବାଧ୍ୟ ହେବ । ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା କମିଶନ ।  ଅର୍ଥାତ ଜଣେ ଖେଳାଳୀ କେଉଁ କାରଣରୁ ଚୟନ…