Browsing Tag

BUDGET2019

ବଜେଟ ଉପସ୍ଥାପନା ପୂର୍ବରୁ ମନମୋହନସିଂଙ୍କୁ ଭେଟିଲେ ନିର୍ମଳା ସୀତା ରମଣ

ନୂଆଦିଲ୍ଲୀ . -- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ସାଧାରଣ ବଜେଟକୁ ଉପସ୍ଥାପନ କରିବେ । ଏଥିପାଇଁ ଦିଲ୍ଲୀର ନର୍ଥ ବ୍ଲକରେ ଜୋରସୋରରେ ବଜେଟ ଛାପା କାର୍ୟ୍ୟ ଚାଲିଛି । ମାତ୍ର ଏହା ପୂର୍ବୁର ଅର୍ଥମନ୍ତ୍ରୀ ନିର୍ମଳୀ ସାତାରମଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…

ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ପ୍ରସଙ୍ଗରେ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପ୍ରସଙ୍ଗରେ ମତ ଉପସ୍ଥାପନ କଲେ ବିଭିନ୍ନ ଗୋଷ୍ଠୀ ନୂଆଦିଲ୍ଲୀ . - ନୀତି ଆୟୋଗଙ୍କ ପକ୍ଷରୁ ଆୟୋଜିତ “ଆର୍ଥିକ ନୀତି-ଭବିଷ୍ୟତ ମାର୍ଗ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ବାର୍ତାଳାପ ଅଧିବେଶନରେ୪୦ରୁ ଉର୍ଦ୍ଧ୍ଵ ଅର୍ଥନୀତିଜ୍ଞ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହିତ…

ହାଲୱା ସମାରୋହ ସହିତ ସାଧାରଣ ବଜେଟ ୨୦୧୯-୨୦ର ମୁଦ୍ରଣ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ . - ହାଲୱା ସମାରୋହ ସହିତ ୨୦୧୯-୨୦ ଆର୍ଥିକ ବର୍ଷର ସାଧାରଣ ବଜେଟ ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଶନିବାର ଅପରାହ୍ଣରେ ନୂଆଦିଲ୍ଲୀର ନର୍ଥ ବ୍ଲକଠାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ।…

ବଜେଟ୍‌ ପାଇଁ ଏଥର ଥିବା ଆହ୍ୱାନ

ନୂଆଦିଲ୍ଲୀ . - ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି । ଏହାର ବାର୍ଷିକ ବଜେଟ୍‌ ପ୍ରସ୍ତୁତ କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । କେଉଁଥିରୁ କେତେ କର ଆଦାୟ ହେବ । ଆୟ କେତେ ବ୍ୟୟ କେତେ । ବିକାଶମୂଳକ କାର୍ଯ୍ୟପାଇଁ ଖର୍ଚ୍ଚ , ବିଭିନ୍ନ ଅନୁଦାନ, ଯୋଜନା , ଏପରି ଅନେକ…

ବଜେଟ ପରମ୍ପରାରେ ‘ହାଲୁଆ

ନୂଆଦିଲ୍ଲୀ . - କୌଣସି ଭଲ କାମ ଆରମ୍ଭ କରିବା ପୂର୍ବରୁ ଭାରତୀୟ ସଂସ୍କୃତିରେ ମିଠା ଖାଇବାର ପରମ୍ପରା ରହି ଆସିଛି । ଏହି ପରମ୍ପରା କାହିଁ କେତେ କାଳରୁ ରହିଛି। ହିନ୍ଦୀରେ ବି ଗୋଟିଏ କଥା କୁହାଯାଏ 'ମୁଁ ମିଠା କରକେ ଯାଓ' । ସେହିପରି ଦେଶର ବାର୍ଷିକ ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ମିଠା…

ହାଲୁଆ ଉତ୍ସବରୁ ଆରମ୍ଭ ହେଲା ବଜେଟ କାମ

ନୂଆଦିଲ୍ଲୀ . - ଦିଲ୍ଲୀ ସଂସଦ ଭବନ ନର୍ଥ ବ୍ଲକରେ ୨୦୧୯ ପୂର୍ଣ୍ଣାଙ୍ଗ ବଜେଟ୍‌ ପାଇଁ ହାଲୁଆ ଉତ୍ସବରୁ କାମ ଆରମ୍ଭ ହୋଇଛି । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଉପସ୍ଥିତିରେ ହାଲୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୌଣସି କାମ ଆରମ୍ଭରେ ହାଲୁ ଶୁଭ ବୋଲି…