Browsing Tag

Breaking News Odisha

ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି, ଏହାର ପ୍ରଭାବରେ ରାଜ୍ୟରେ ଆ ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ…

ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆଜି ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ପରିବହନ ନିୟମ କଲେ କୋହଳ

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପରାମର୍ଶରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପରିବହନ ନିୟମରେ କୋହଳ ଅବଧି ବୃଦ୍ଧି କରିଛନ୍ତି । ୨୦୨୦ ଫେବୃୟାରୀ ପହିଲାରୁ କିମ୍ବା ୨୦୨୧ ଅକ୍ଟୋବର ୩୧ ତାରିଖ ପୂର୍ବରୁ ବୈଧତା ଶେଷ ହେଉଥିବା ଗାଡ଼ିଗୁଡ଼ିକର ଫିଟ୍‍ନେସ୍‍ ସାର୍ଟିଫିକେଟ୍‍, ଅଣପରିବହନ

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍‍ର ସଦସ୍ୟ…

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍‍ର ସଦସ୍ୟ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ହକିରୁ ବୀରେନ୍ଦ୍ରଙ୍କ ସନ୍ନ୍ୟାସ ନେବା ବିଷୟ ‘ହକି ଇଣ୍ଡିଆ’ ଟ୍ୱ ିଟ୍‌ କରି ସୂଚନା ଦେଇଛି । ୩୧ ବର୍ଷୀୟ ଲାକ୍ରା ଭାରତ ପାଇଁ ୨୦୧ଟି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷ ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଆଭ୍ୟନ୍ତରୀଣ ଜିଲ୍ଲା ସମେତ ମୟୂରଭଞ୍ଜ, ପୁରୀ ଏବଂ ଜଗତ୍‍ସିଂହପୁରରେ ପ୍ରବଳ ବର୍ଷ ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼,

ଜାଣନ୍ତୁ ଓଡ଼ିଶାରେ କଅଣ ରହିଛି ଅକ୍ଟୋବର କୋଭିଡ୍‌ ଗାଇଡ୍‌ ଲାଇନ୍‌

ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂଆ କରୋନା ଗାଇଡ୍‍ ଲାଇନ୍‍ ଜାରି କରିଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୀପାବଳି ଓ ପାର୍ବଣରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ ନିଷେଧାଦେଶ ଲାଗୁ କରାଯାଇଛି । ଦଶହରା ସମୟରେ ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଓ ବିସର୍ଜନ ସମୟରେ ଲୋକମାନେ ଆତସବାଜୀ

ବୁଧବାରରୁ ପାରମ୍ପରିକ ରୀତି ଅନୁଯାୟୀ ଶ୍ରୀମନ୍ଦିରର ଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡଶ ଦିନାତ୍ମକ ଶାରଦୀୟ…

ବୁଧବାର ପାରମ୍ପରିକ ରୀତି ଅନୁଯାୟୀ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା'ବିମଳାଙ୍କ ଷୋଡଶ ଦିନାତ୍ମକ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହୋଇଛି । ଏଥିଲାଗି ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ବେଶ୍‍ ତତ୍ପରତା ଦେଖାଦେଇଛି । ବିମଳାଙ୍କ ସମେତ ଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କୁ ସହସ୍ର କୁମ୍ଭାଭିଷେକ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପର୍ବ ସମ୍ପନ୍ନ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କର ଖଣ୍ଡାବସା ପର୍ବ ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି । କୋଭିଡ କଟକଣା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଥିଲା । ୬୦ ଜଣ ସେବାୟତ ଏହି ପର୍ବରେ ସାମିଲ ହୋଇଥିଲେ । ଏହି ପର୍ବକୁ କଳାହାଣ୍ଡିର ଦଶହରାର

ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ -୨୦୧ଟି ବୁଥ୍‍କୁ ସମ୍ବେଦନଶୀଳ,ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର…

ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି(ଶୁକ୍ରବାର ସେପ୍ଟେମ୍ବର ୩୦ରେ) ମତଦାନ ଅନୁଷ୍ଠିତ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା

ଛାତ୍ରଛାତ୍ରୀମାନେ ଦଶମି ଶ୍ରେଣୀ ଗଣିତ ବିଷୟରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ…

ଛାତ୍ରଛାତ୍ରୀମାନେ ଦଶମି ଶ୍ରେଣୀ ଗଣିତ ବିଷୟରେ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଯୁକ୍ତଦୁଇରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାଠ ପଢ଼ିପାରିବେ ବୋଲି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ଏନେଇ ଆଉ କୌଣସି ପ୍ରକାର ସମସ୍ୟା ହେବ ନାହିଁ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସମସ୍ତ ବୋର୍ଡର

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏସ୍‍ସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ଡିଏଫ୍‍ଓଙ୍କର ଲାଇ…

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏସ୍‍ସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‍ଓଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଡିଏଫ୍‍ଓଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବାରୁ ଭୁବନେଶ୍ୱରସ୍ଥିତ ଫୋରେନ୍‍ସିକ୍‍ ଲ୍ୟାବ୍‍ରେ ତାଙ୍କର ଏହି ଟେଷ୍ଟ