ଦେଶରେ କମିଲା ଅମ୍ଳଜାନ ଦର
ନୂଆଦିଲ୍ଲୀ - ଜାତୀୟ ଫର୍ମାସ୍ୟୁଟିକାଲ ପ୍ରାଇସିଂ କର୍ତ୍ତୃପକ୍ଷ (ଏନପିପିଏ) ଏହାର ଜୁନ ୩ତାରିଖ ବିଜ୍ଞପ୍ତି ଅନୁସାରେ ଅମ୍ଳଜାନ ସାନ୍ଦ୍ରକର ଟ୍ରେଡ ମାର୍ଜିନ ଆବଣ୍ଟନ ସ୍ତରରେ ଶତକଡା ୭୦ଭାଗ ହ୍ରାସ କରିଛନ୍ତି । ତଦନୁସାରେ ୧୦୪ଜଣ ଅମ୍ଳଜାନ ସାନ୍ଦ୍ରକ ପ୍ରସ୍ତୁତକାରୀ/ ଆମଦାନୀକାରୀ ୨୫୨ଟି…