ଆଖୁଚାଷୀଙ୍କ ପାଇଁ ୩ହଜାର ୫ଶହ କୋଟି ଟଙ୍କାର ସବ୍ସିଡ-କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ
ଆଖୁଚାଷୀଙ୍କ ପାଇଁ ୩ହଜାର ୫ଶହ କୋଟି ଟଙ୍କାର ସବ୍ସିଡ ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତିକୁ କେନ୍ଦ୍ର ପେଟ୍ରୋଲିୟମ ଓ https://www.cialispascherfr24.com/cialis-tarif/ ପ୍ରାକୃତିକ
ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଏହି ନିଷ୍ପତ୍ତି ବଳରେ ସବ୍ସିଡି ରାଶି ସିଧାସଳଖ ଚାଷୀଙ୍କ ଖାତାକୁ ଯିବ । ସେହିଭଳି ଚିନି ରପ୍ତାନୀ ଉପରେ ମଧ୍ୟ ଦିଆଯାଉଥିବା ସବ୍ସିଡି କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ ।
ଦେଶରେ ଆଖୁ ଚାଷୀ ଏବଂ ଚିନି ମିଲ୍ ଗୁଡ଼ିକରେ କାମ କରୁଥିବା କର୍ମଚାରୀମାନେ ଏହି ନିଷ୍ପତ୍ତି ଫଳରେ ଉପକୃତ ହେବେ । ଏହି ନିଷ୍ପତ୍ତି
ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।