solapuja ବିଶ୍ୱାସସତ-ମିଛ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଳ ପୂଜା ଆରମ୍ଭ By odishanext On Sep 28, 2019 0 4,915 Share କଟକ – କଟକରେ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଲ ପୂଜା ଆରମ୍ଭ ହୋଇଛି । solapuja ପ୍ରତ୍ୟହ ଷୋଡଶ ଉପଚାରରେ ପୂଜା କରାଯିବା ସହ ମାଆଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି । ଏହି ବେଶ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତଙ୍କର ସମାଗମ ହେଉଛି । cuttack chandidurga pujadurgapuja newssola puja 0 4,915 Share