Browsing Tag

durgapuja news

ଆଜି ଜଗତଜନନୀ ମହାମାୟା ମା’ ଦୁର୍ଗାଙ୍କର ଦଶମୀ ପୂଜା

ଆଜି ଜଗତଜନନୀ ମହାମାୟା ମା’ ଦୁର୍ଗାଙ୍କର ଦଶମୀ ପୂଜା ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଯଥାରିତି ଆରମ୍ଭ ହୋଇଛି। ପ୍ରତ୍ୟୁଷରୁ ଆରମ୍ଭ ହୋଇଥିବା ଏହି ପୂଜା ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପରେ ଜନଗହଳି ପରିଲକ୍ଷିତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‍ ପକ୍ଷରୁ ବ୍ୟାପକ ସୁରକ୍ଷା…

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୃଙ୍ଖଳିତ ଭାବେ ପାଳିତ

ଭବାନୀପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଶୃଙ୍ଖଳିତ ଭାବରେ ସଂପନ୍ନ ହୋଇଯାଇଛି । ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ମହାଷ୍ଟମୀ ରାତ୍ରିରେ ସନ୍ଧିପୂଜା ପରେ ମା’ଙ୍କ ପ୍ରତିନିଧି ଛତରକୁ ମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩ କିଲୋମିଟର ଦୂରରେ ଥିବା…

ରବିବାରରେ ଧୁମ୍‌ଧାମରେ ମହାଷ୍ଟମୀ ପାଳିତ

ମହାମାୟୀ, ଜଗତଜନନୀ ମା’ ଦୁର୍ଗାଙ୍କର ମହାଷ୍ଟମୀ ରବିବାରରେ ବିଭିନ୍ନ ପୂଜାମଣ୍ଡପରେ ପାଳିତ ହୋଇଯାଇଛି । ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପୂଜାମାନ ଅନୁଷ୍ଠିତ ହୋଇଥିଲା । ଭକ୍ତିମୟ ପରିବେଶ ମଧ୍ୟରେ ସକାଳଠାରୁ ବ୍ରତଧାରୀମାନେ ମଣ୍ଡପ ନିକଟରେ ପୂଜାର୍ଚ୍ଚନା କରିଥିଲେ ।ବିଭିନ୍ନ…

କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଳ ପୂଜା ଆରମ୍ଭ

କଟକ - କଟକରେ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଲ ପୂଜା ଆରମ୍ଭ ହୋଇଛି । ପ୍ରତ୍ୟହ ଷୋଡଶ ଉପଚାରରେ ପୂଜା କରାଯିବା ସହ ମାଆଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି । ଏହି ବେଶ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତଙ୍କର ସମାଗମ ହେଉଛି ।

ଶାରଦୀୟ ପୂଜା ସମୟରେ ମାଆ ବିମଳାଙ୍କର ବେଶ

ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ଶାରଦୀୟ ଦୂର୍ଗାପୂଜା ବେଶ୍‌ ଧୂମଧାମରେ ସ୍ୱତନ୍ତ୍ରରୂପେ ଏଠାରେ ପାଳିତ ହୁଏ । ଶାରଦୀୟ ଦୁର୍ଗାପୂଜା ସମୟରେ ମା’ ବିମଳାଙ୍କୁ ନାରାୟଣୀ, ହରଚଣ୍ଡୀ, ବନଦୁର୍ଗା, ବଗଳା, ଭୁବନେଶ୍ୱରୀ, ଉଗ୍ରତାରା, ଜୟଦୁର୍ଗା, ରାଜରାଜେଶ୍ୱରୀ,…

ଜଗନ୍ନାଥ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳା

ପୁରୀରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ଶାରଦୀୟ ଦୂର୍ଗା ପୂଜା ବା ଷୋଳ ପୂଜାରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା  ହୋଇଥାଏ ।   ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ  ମୂଳାଷ୍ଟମୀରେ ବ୍ରାହ୍ମଣ ବରଣ କରଥାଆନ୍ତି ।ଏହି ସମୟରେ ସେଠାରେ ଦୁର୍ଗାମାଧବ ଉପାସନା…

ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରରେ ସୁନ୍ଦର ସାଜସଜ୍ଜା

କଟକ - ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରକୁ ସୁନ୍ଦର ଭାବେ ସାଜ୍ଜ ସଜ୍ଜା କରାଯାଇଛି। ଏଠାରେ ଷୋଳ ପୂଜା ଅବସରରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବେଶ ଅନୁଷ୍ଠିତ ହେଉଛି । କଟକ ଚଣ୍ଡୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡି ପରିଲକ୍ଷିତ ହେଉଛି…

ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ

କଳାହାଣ୍ଡି - କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ଼ର ଅଧିଷ୍ଟାତ୍ରି ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ସମ୍ପପନ୍ନ ହୋଇଛି । ଆଶ୍ୱୀନ ମାସ ମୂଳାଷ୍ଟମୀ ସନ୍ଧ୍ୟାରେ ମା’ ଲଙ୍କେଶ୍ୱରୀଙ୍କ ପଟଖଣ୍ଡାକୁ ପୁଝାରୀ ଓ ଅନ୍ୟ ଏକ ଖଣ୍ଡାକୁ ସଂଗୁଆରୀ ଧରି ମୁଖ୍ୟ ମନ୍ଦିରରୁ…