ଶନିବାର ଅମାବାସ୍ୟା, ମୀନ୩ ଦିନ ଚୈତ୍ର ୧୬ ଦିନ
ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା, ତୁଳା,ଧନୁ,ମକର,ମାନ ରାଶିର ଚନ୍ଦ୍ରଶୁଦ୍ଧି
ଶନିବାର , ମୀନ୩ ଦିନ ଣ ଦିନ
ଦିନ- ଶନିବାର , ମୀନ୩ ଦିନ ଚୈତ୍ର ୧୬ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୭,୨୦୧୮ ବିକ୍ରମ ସମ୍ବତ -୨୦୭୪ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୫-୫୭-୧୧ ସୂର୍ଯ୍ୟାସ୍ତ-୫-୫୨-୧୯
ତିଥି- ଅମାବାସ୍ୟା ରାତି ୬-୩୨ ନକ୍ଷତ୍ର- ସନ୍ଧ୍ୟା ୮/୧୨ପୂର୍ବଭଦ୍ରା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଚନ୍ଦ୍ର ଦିନ ୨-୦୧
ଘାତବାର- ବୃଷ,ସିଂହ,କନ୍ୟା ରାଶି ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶି ,
ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା, ତୁଳା,ଧନୁ,ମକର,ମାନ ରାଶିର ଚନ୍ଦ୍ରଶୁଦ୍ଧି
ସାମ୍ବତ୍ସରିକ ଶ୍ରାଦ୍ଧ-ଅମାବାସ୍ୟା ତିଥିର ଏକୋଦିଷ୍ଟ ଓ ପାର୍ବଣ
ଯୋଗୀନି ସ୍ଥିତି- ଐଶାନ୍ୟ ସନ୍ଧ୍ୟା ୬-୩୨ ପୂର୍ବରେ , ଯାତ୍ରା ନିଷେଧ
ଶୁଭ କର୍ମ- ନାହିଁ
ଶୁଭ ବେଳା- ଅମୃତ ବେଳା-ଦିନ ୯-୫୩ରୁ ଦିନ ୧-୦୫ ,ରାତି ୮-୧୭ରୁ ୧୦-୪୧
ମାହେନ୍ଦ୍ର ବେଳା-ଶୁଭ- ଦିନ ୧୦-୪୧ରୁ ୧୨-୨୯
ଅଶୁଭ ବେଳା- ପ୍ରାତଃରୁ ଦିନ ୭-୨୩, ଦିନ୪-୫୩ରୁ ୫-୫୪
ପୁଷ୍କରଦୋଷ- ରାତି ୮-୧୨ ପରେ ଦ୍ୱି ପାଦ