ଅଲିଭ ରିଡ୍‍ଲେ କଇଁଛଙ୍କ ଗତିବିଧି ଅନୁଧ୍ୟାନ -ଓଡ଼ିଶା ଉପକୂଳରେ ସେମାନଙ୍କ ସଂରକ୍ଷଣ ଓ ପରିବେଶଗତ ପ୍ରଭାବକୁ ନିରୀକ୍ଷଣ

102

ଅଲିଭ ରିଡ୍‍ଲେ କଇଁଛଙ୍କ ଗତିବିଧି ଅନୁଧ୍ୟାନ କରିବା, ଓଡ଼ିଶା ଉପକୂଳରେ ସେମାନଙ୍କ ସଂରକ୍ଷଣ ଓ ପରିବେଶଗତ ପ୍ରଭାବକୁ ନିରୀକ୍ଷଣ କରିବା ପାଇଁ କେନ୍ଦ୍ର ପରିବେଶ ବିଭାଗ ଓ ରାଜ୍ୟ ଜଙ୍ଗଲ ବିଭାଗର ମିଳିତ ସହଯୋଗରେ ତଥ୍ୟ ସଂଗ୍ରହ ଜାରି ରହିଛି । ୨୦୨୧ ମସିହାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ଡକ୍ଟର ଧ୍ରୁତି ବାନାର୍ଜୀ କହିଛନ୍ତି । ଏଥିପାଇଁ ଗତବର୍ଷଠାରୁ ଏଯାବତ୍‍ ମୋଟ୍‍ ୮ହଜାର ୪୫୦ଟି କଇଁଛଙ୍କର ଟ୍ୟାଗିଂ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.