ୱି ପକ୍ଷରୁ ବିବିଧ ବ୍ୟବହାର ଜରିଆରେ ୫ଜିର ରୂପାନ୍ତରୀକରଣ ଓ ସୀମାହୀନ ଦକ୍ଷତାର ପ୍ରଦର୍ଶନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ (ଏମ୍‌ଇଆଇଟିୱାଇ) ଏବଂ ଟେଲି ଯୋଗାଯୋଗ ବିଭାଗ (ଡଟ୍‌) ଦ୍ୱାରା ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ ଏବଂ ଏହି ଅବସରରେ ଆୟୋଜନ କରାଯାଇଥିବା ପ୍ରଦର୍ଶନୀରେ ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର୍ ୱି ପକ୍ଷରୁ

ଆଦାନି ସିମେଂଟ୍ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ”ର…

ଭୁବନେଶ୍ୱର: ଆଦାନି ଗ୍ରୁପ୍‌ର ଅଂଶ ତଥା ଆଦାନି ସିମେଂଟ୍‌ର ସିମେଂଟ୍ ଓ କୋଠା ଉପକରଣ କଂପାନି ଏସିସି ଲିିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶା ବଜାରରେ ଉନ୍ନତ ଗ୍ରିନ୍ କଙ୍କ୍ରିଟ୍ ସମାଧାନ “ଏସିସି ଇକୋମ୍ୟାକ୍ସ’ର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଗ୍ରିନ୍ କଙ୍କ୍ରିଟ୍ ସମାଧାନର

ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ନୂତନ ଷ୍ଟୁଡିଓର ଶୁଭାରମ୍ଭ

ପୂର୍ବ ଭାରତରେ ଏହାର ଓମ୍‌ନିଚ୍ୟାନେଲ୍ ଉପସ୍ଥିତିକୁ ସୁଦୃଢ଼ କରିଛି ଭୁବନେଶ୍ୱର: ଅଗ୍ରଣୀ ଇ-କମର୍ସ ଆସବାବପତ୍ର ଓ ଗୃହୋପକରଣ ସାମଗ୍ରୀ କଂପାନି ପିପରଫ୍ରାଏ ପକ୍ଷରୁ ଓଡ଼ିଶାର କଟକରେ ଏହାର ପ୍ରଥମ ଷ୍ଟୁଡିଓ ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଭାରତରେ ହୋମ୍ ଓ ଲିଭିଂ

ଟାଟା ଷ୍ଟିଲ୍ ମାଇନିଂକୁ ନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନ୍‌ସେପ୍ଟ ପୁରସ୍କାର

ସୁକିନ୍ଦା: ମହାରାଷ୍ଟ୍ରର ଔରଙ୍ଗାବାଦରେ ଅନୁଷ୍ଠିତ ୩୬ତମ ନ୍ୟାସନାଲ୍ କନ୍‌ଭେନ୍‌ସନ୍ ଅନ୍ କ୍ୱାଲିଟି କନସେପ୍ଟ (ଏନ୍‌ସିକ୍ୟୁସି)ରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌)କୁ ପୁରସ୍କୃତ କରାଯାଇଛି । କଂପାନିର ଏକ୍‌ଜିକ୍ୟୁଟିଭ୍ ମାନଙ୍କୁ ନେଇ ଗଠିତ ଦୁଇଟି ଟିମ୍ - ଟିମ୍

ବନ୍ଧନ ବ୍ୟାଙ୍କ ପକ୍ଷରୁ ନୂଆ ବ୍ରାଣ୍ଡ୍ ଅଭିଯାନ-ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କର ବ୍ରାଣ୍ଡ୍ ଆମ୍ବାସାଡର କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କୁ ନେଇ ନୂଆ ସମନ୍ୱିତ ମାର୍କେଟିଂ ଅଭିଯାନର ଶୁଭାରମ୍ଭ କରାଯାଇଛି । “ଜହାଁ ବନ୍ଧନ, ୱହାଁ ଟ୍ରଷ୍ଟ୍‌’ ଅଭିଯାନ ସାତ ବର୍ଷରେ

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ନୂଆବର୍ଷରେ ସର୍ବଭାରତୀୟ ସ୍ତରରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ନୂତନ ଆଶା ଓ କୃତଜ୍ଞତା ସହ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକ ସର୍ବଭାରତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେନ୍‌କୋ ଟିମ୍ ତରଫରୁ ଏହାର କୋଲକାତା ଷ୍ଟୋରରେ ୩୦୦ ବୃକ୍ଷ

କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟିତ

କଟକ : ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ କଟକର ବାଦାମବାଡ଼ିରେ ଦ୍ୱିତୀୟ ଦକ୍ଷତା ବିକାଶ କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରାଯାଇଛି । ଏହାକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଶକ୍ତି, ଶିଳ୍ପ ଓ ଅଣୁ,

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଜୟପୁରରେ “ଗ୍ରାହକ ସମ୍ପର୍କ କେନ୍ଦ୍ର’ ଉଦ୍‌ଘାଟିତ

ବ୍ର୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଜୟପୁରରେ ଏକ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ

ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଦ୍ୱାରା ଗୋଦରେଜ୍ ଇଟେଂରିଓର ନୂଆ ଷ୍ଟୋର୍ ଭୁବନେଶ୍ୱରରେ ଉଦ୍‌ଘାଟିତ

ଏହି ନୂଆ ଷ୍ଟୋର ଶୁଭାରମ୍ଭ ଜରିଆରେ ଓଡ଼ିଶା ଓ ପୂର୍ବ ଭାରତରେ ନିଜ ଉପସ୍ଥିତିକୁ ସୁଦୃଢ଼ କରିଛି ଗୋଦରେଜ୍ ଇଟେଂରିଓଭୁବନେଶ୍ୱର: ଗୋଦ୍‌ରେଜ୍ ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଗୋଦ୍‌ରେଜ୍ ଆଣ୍ଡ୍ ବୋଏସ୍‌ର ଗୃହ ଏବଂ ଅଫିସ ଫର୍ଣ୍ଣିଂଚର୍ ଶାଖା ଗୋଦ୍‌ରେଜ୍ ଇଟେଂରିଓ ପକ୍ଷରୁ ଭୁବନେଶ୍ୱରର ପଟିଆ ଛକଠାରେ

ଗ୍ରାମୀଣ ଓଡ଼ିଶାରେ ନିରନ୍ତର ଜୀବନଜୀବିକା ସୁଯୋଗ ସୃଷ୍ଟି କରୁଛି ଡିସିବି ବ୍ୟାଙ୍କ

ଭୁବନେଶ୍ୱର: ଗ୍ରାମୀଣ ଓଡ଼ିଶାରେ ଲୋକମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ସୃଷ୍ଟି କରିବା ଦିଗରେ ଡିସିବି ବ୍ୟାଙ୍କ କାର୍ଯ୍ୟ କରୁଛି । ଓଡ଼ିଶାର କଟକ ଜିଲ୍ଲାର ବାଙ୍କି ବ୍ଲକ୍‌ର ଗ୍ରାମାଂଚଳରେ ଭୂତଳ ଜଳ ଉପଲବ୍ଧତାରେ ଉନ୍ନତି ଆଣିବା ଉପରେ ବ୍ୟାଙ୍କ ଗୁରୁତ୍ୱାରୋପ କରଛି । ଏହି ଅଭିଯାନରେ ଗତ