କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ପକ୍ଷରୁ “ରକ୍ତ ସଂରକ୍ଷଣ କେନ୍ଦ୍ର’ର ଶୁଭାରମ୍ଭ

କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌ରେ ବୁଧବାର ଏକ “ରକ୍ତ ସଂରକ୍ଷଣ କେନ୍ଦ୍ର’ ଉଦ୍‌ଘାଟିତ ହୋଇଯାଇଛି । ଅସ୍ତ୍ରୋପଚାର ସମୟରେ ଓ ପରବର୍ତୀ ସମୟର ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ଏବଂ

ହୋଲିର ଦୁ୍‌ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ

ହୋଲିର ଦୁ୍‌ଇ ଦିନ ପରେ ଭୁବନେଶ୍ୱର ତମାଣ୍ଡୋରେ ପାଳିତ ହୁଏ ହୋଲି ପର୍ବ । କାହିଁକେତେ କାଳରୁ ଚାଲି ଆସୁଛି ଏହି ପରମ୍ପରା । ଦୋଳ ପୂଜାରେ ହେଉଥିବା ବ୍ରିଭାଟକୁଏଡାଇବା ପାଇଁ , ଏହି ପ୍ରଥାରେ ପରିବର୍ତନ କରାଯାଇଥିଲା । ତେଣୁ ହୋଲିର ୨ଦିନ ପରେସେମାନେ ବେଶ ନିଆରା ଭାବରେ ହୋଲି ପର୍ବ ପାଳନ

ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୟୁପିଆଇ ନେଟ୍‌ୱର୍କ ଜରିଆରେ ବାସ୍ତବ ସମୟରେ ସୀମାପାର କାରବାର ସମ୍ପାଦନ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୟୁପିଆଇ ନେଟ୍‌ୱର୍କରେ ବାସ୍ତବ ସମୟରେ ସୀମାପାର କାରବାର ସମ୍ପାଦନ କରିବା ସୁବିଧାକୁ ସଫଳତାର ସହ ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ) ଓ ମନେଟାରି ଅଥରିଟି ଅଫ୍

ଫୁଲରଟନ୍ ଇଣ୍ଡିଆ ପକ୍ଷରୁ ‘ପଶୁ ବିକାଶ ଦିବସ’ର ୫ମ ସଂସ୍କରଣ ଆୟୋଜିତ, ଓଡ଼ିଶାରେ ୪୩୦୦ରୁ ଅଧିକ ଗୃହପାଳିତ ପଶୁଙ୍କୁ…

ଏହି ଅଭିଯାନ ହେଉଛି ଦେଶର ସର୍ବବୃହତ ଗୃହପାଳିତ ପଶୁ ଯତ୍ନ ଅଭିଯାନ ଯାହାକୁ ଗୋଟିଏ ଦିନରେ ଏକକାଳୀନ ୫୦୦ରୁ ଅଧିକ ଗ୍ରାମ ପାଇଁ ୩୭୪ଟି ସ୍ଥାନରେ ଆୟୋଜନ କରାଯାଇଥିଲା ଯାହା ଦ୍ୱାରା ୭୧,୪୦୦ରୁ ଅଧିକ ପଶୁ ଓ ୨୦,୪୦୦ରୁ ଅଧିକ ପଶୁପାଳକ ଉପକୃତ ହୋଇଛନ୍ତିଭୁବନେଶ୍ୱର: ଭାରତର ଅଗ୍ରଣୀ

ଟାଟା ଷ୍ଟିଲ ମାଇନିଙ୍ଗ ପକ୍ଷରୁ ନିଆରା ଖାଦ୍ୟ ଉତ୍ସବ ‘ପ୍ରଜାତୀୟ ଖାଦ୍ୟୋତ୍ସବ’ ଆୟୋଜିତ

-ସୁସ୍ବାଦୁ ଆଦିବାସୀ ପାରମ୍ପରିକ ଖାଦ୍ୟକୁ ପ୍ରୋତ୍ସାହନ-୩୦ରୁ ଉର୍ଦ୍ଧ୍ୱ ଆଞ୍ଚଳିକ ଆଦିବାସୀ ଖାଦ୍ୟ ପ୍ରଦର୍ଶିତସୁକିନ୍ଦା: ପାରମ୍ପରିକ ଆଦିବାସୀ ଖାଦ୍ୟ ତଥା ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହନ ଦିଗରେ ଆଉ ଏକ ପଦକ୍ଷେପ ନେଇ ଟାଟା ଷ୍ଟିଲ ମାଇନିଙ୍ଗ ଟାଟା ଷ୍ଟିଲ ଫାଉଣ୍ଡେସନର ସହଭାଗିତାରେ

ତିନିଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ୍ ପିଣ୍ଡ ହେଲେ ଡାକ୍ତରଖାନା କର୍ମଚାରୀ ମିଳିମିଶି ବଞ୍ଚାଇଦେଲେ

ଟରୋଣ୍ଟ - ଡାକ୍ତରଖାନା କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଗୋଟିଏ ତିନି ବର୍ଷର ଶିଶୁ ନୂଆ ଜୀବନ ପାଇଛି । କାନାଡାର ଆଣ୍ଟାରିଓ ପ୍ରଦେଶରେ ଗୋଟିଏ ଶିଶୁ ପାଣିରେ ବୁଡିଯାଇଥିଲା । ୫ ମିନିଟ ପରେ ତାକୁ ଉଦ୍ଧାର କରାଯାଇଥିଲା । ମାତ୍ର ତାହାର ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା ।

ଆମେରିକାକୁ ଚିନ୍ତା ରୁଷ୍‌ ଗସ୍ତରେ ଯିବେ ଚୀନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ - ଖୁବ ଶୀଘ୍ର ରୁଷ୍‌ ଗସ୍ତରେ ଚୀନ୍‌ର ରାଷ୍ଟ୍ରପତି ଯିବେ । ଏବେ ଯୁଦ୍ଧ ବେଳେ ୟୁକ୍ରେନକୁ ଆମେରିକା ସହାୟତା କରୁଥିବା ବେଳେ , ଆମେରକା ବିରୋଧ ରାଷ୍ଟ୍ରମାନେ ଏକାଠି ହେବାରେ ଲାଗିଛନ୍ତି । ଏହାର ସୁଯୋଗ ନେଇ ଚୀନ୍‌ର ରାଷ୍ଟ୍ରପତି ରୁଷ୍‌ ସହ ହାତ ମିଳାଇବେ ବୋଲି ଚିନ୍ତା କରିଛନ୍ତି

ରୁଙ୍ଗ୍‌ଟା ଷ୍ଟିଲ୍ ଟିଏମ୍‌ଟିର ନୂଆ ଟିଭିସିରେ ସମ୍ପର୍କ ହେଉଛି ସବୁ କିଛି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଇସ୍ପାତ ନିର୍ମାତା ରୁଙ୍ଗଟା ମାଇନ୍ସ ଲିମିଟେଡ୍ (ଆର୍‌ଏମ୍‌ଏଲ୍‌)ର ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ତୃତୀୟ ଟେଲିଭିଜନ ବିଜ୍ଞାପନକୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବ୍ରାଣ୍ଡ୍ ଓ କଂପାନିର ମୂଳରେ ଦୀର୍ଘସ୍ଥାୟୀ ସମ୍ପର୍କ ରହିଥିବା ବିଷୟରେ ଗୁରୁତ୍ୱାରୋପ

ଟାଟା ଷ୍ଟିଲ ମାଇନିଂ କର୍ମଚାରୀଙ୍କ ପକ୍ଷରୁ ସ୍ୱତନ୍ତ୍ର ଆବଶ୍ୟକତା ଦରକାର କରୁଥିବା ପିଲାମାନଙ୍କୁ ଥେରାପି ଉପକରଣ…

ଭୁବନେଶ୍ୱର: ଟାଟା ଷ୍ଟିଲ ମାଇନିଂ କର୍ମଚାରୀମାନଙ୍କ ପକ୍ଷରୁ ନିଜର ସାମାଜିକ ପ୍ରତିବଦ୍ଧତା ପୁରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏକ ଉତ୍ତମ ତଥା ସାମାଜିକ ଦାୟିତ୍ବବାନ ନାଗରିକ ଭାବେ ନିଜର କାର‌୍ୟ୍ୟ ଜାରି ରଖିବା ସହିତ କମ୍ପାନୀ କର୍ମଚାରୀମାନେ ଭୁବନେଶ୍ୱର ଓଲ୍ଡ ଟାଉନ୍

କୃଷକଙ୍କ ଆୟ ବୃଦ୍ଧି ପାଇଁ ଆନୁସଙ୍ଗିକ କ୍ଷେତ୍ର ଉପରେ ଗୁରୁତ୍ୱ ଦେବ ଓଡିଶା

ସମ୍ବଲପୁର, ୨୮ ଜାନୁଆରୀ ୨୦୨୩: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଞ୍ଜୀବ କୁମାର ଚଢା କହିଛନ୍ତି, ‘ କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ଆମକୁ ମାଛଚାଷ, କୁକୁଡାଚାଷ, ଦୁଗ୍ଧଚାଷ ଓ ପଶୁପାଳନ ଭଳି ଆନୁସଙ୍ଗିକ କ୍ଷେତ୍ରଗୁଡିକ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା