Sign in
Sign in
Recover your password.
A password will be e-mailed to you.
ଦେଶର ସବୁ ଅଙ୍ଗନବାଡି, ଏଏନଏମ, ଆଶା କର୍ମୀଙ୍କ ସହ ସେପ୍ଟେମ୍ବର ୧୧ରେ ଭିଡିଓ କନଫେରେନସିଙ୍ଗ ଜରିଆରେ ମତ ବିନିମୟ କରିବେ…
ନୂଆଦିଲ୍ଲୀ--ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ପୋଷଣ ମାସ’ ର ଏକ ଅଂଶବିଶେଷ ଭାବେ ୧୧ ସେପ୍ଟେମ୍ବର, ୨୦୧୮ ପୂର୍ବାହ୍ନ ୧୦.୩୦ରେ ଲକ୍ଷାଧିକ ଆଶା, ଏଏନଏମ, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ କନଫେରେନସିଙ୍ଗ ଜରିଆରେ ମତ ବିନିମୟ କରିବେ…
ଇଣ୍ଡସଫୁଡ-୨, ୨୦୧୯ରେ ୬୦୦ ବୈଶ୍ୱିକ କ୍ରେତା ଭାଗନେବେ
ନୂଆଦିଲ୍ଲୀ -- ଭାରତୀୟ ସ୍ରୋତରୁ ଖାଦ୍ୟ ଏବଂ ପାନୀୟ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଢ଼ାକା ସ୍ଥିତ ଭାରତ-ବାଂଲାଦେଶ ଚ୍ୟାମ୍ବର ଅଫ କମର୍ସ (ଓଈଉଉଓ) ଇଣ୍ଡସଫୁଡ-୨, ୨୦୧୯ରେ ଖାଦ୍ୟ ଏବଂ ପେୟ କ୍ଷେତ୍ରରେ କ୍ରେତାମାନଙ୍କ ବିଶାଳ ସମୂହ ସହିତ ଭାଗନେବେ । ଭାରତ ବ୍ୟବସାୟିକ ସମ୍ବର୍ଦ୍ଧନ…
ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ନାମାଙ୍କନ ଆମନ୍ତ୍ରିତ
ନୂଆଦିଲ୍ଲୀ-- ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆବେଦନ ପତ୍ର ଆହ୍ୱାନ କରିଛନ୍ତି । ଏହି ପ୍ରତିଷ୍ଠିତ ପୁରସ୍କାର ସେହି ଅସାଧାରଣ ମହିଳାମାନଙ୍କୁ ଏବଂ ସଂଗଠନଗୁଡିକୁ ପ୍ରଦାନ କରାଯାଏ ଯେଉଁମାନେ ମହିଳା ସଶକ୍ତିକରଣ ପାଇଁ…
ପ୍ରଧାନମନ୍ତ୍ରୀ ମୋଦୀ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ପଶ୍ଚିମବଙ୍ଗ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମିଳିତ ଭାବେ…
ନୂଆଦିଲ୍ଲୀ -- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ କୁମାର ଦେବ ଆଜି ବାଂଲାଦେଶରେ ତିନୋଟି ପ୍ରକଳ୍ପକୁ ମିଳିତ ଭାବେ ଭିଡିଓ କନଫରେନ୍ସ ଜରିଆରେ…
ସେପ୍ଟେମ୍ବର ୧୧ରେ ହାଇଦ୍ରାବାଦ ଗସ୍ତ କରିବେ ନିର୍ବାଚନ କମିଶନଙ୍କ ଟିମ
ନୂଆଦିଲ୍ଲୀ -- ତେଲଙ୍ଗାନା ରାଜ୍ୟ ବିଧାନସଭା ଭଙ୍ଗ ପରିପ୍ରେକ୍ଷୀରେ ଉପୁଜିଥିବା ପରିସ୍ଥିତିର ସମୀକ୍ଷା ଏବଂ ପରବର୍ତ୍ତୀ ନିର୍ବାଚନ ପ୍ରସ୍ତୁତି ସକାଶେ ନିର୍ବାଚନ କମିଶନ ଏକ ଟିମ୍ ହାଇଦ୍ରାବାଦ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ସିନିଅର ଡେପୁଟି ନିର୍ବାଚନ କମିଶନର ଉମେଶ ସିହ୍ନାଙ୍କ…
ଦିଲ୍ଲୀର ଦ୍ୱାରକାରେ ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର ଉଦଘାଟିତ
କେନ୍ଦ୍ର ଭାରୀ ଉଦ୍ୟୋଗ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଜୀ ଗୀତେ ଆଜି ନୂଆଦିଲ୍ଲୀଠାରେ ଦ୍ୱାରକା ମେଟ୍ରୋ ଷ୍ଟେସନ ପରିସରରେ ଚାର୍ଜିଂ କେନ୍ଦ୍ରର ଉଦଘାଟନ କରିଛନ୍ତି । ୧୮ଟି ଚାର୍ଜିଂ କେନ୍ଦ୍ର ସହିତ ଚାର୍ଜିଂ ଭିତ୍ତିଭୂମିର ବିକାଶ ରାଜସ୍ଥାନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଷ୍ଟ୍ରୁମେଣ୍ଟ…
ଜାଲ ସାଗରମାଳା ୱେବସାଇଟ୍ • ୱେବସାଇଟରେ ଇଞ୍ଜିନିୟର ଓ ଡିପ୍ଲୋମା ଟ୍ରେନି ନିଯୁକ୍ତିର ମିଥ୍ୟା ବିଜ୍ଞାପନ
ସାଗରମାଳା କାର୍ଯ୍ୟକ୍ରମର ବିଭିନ୍ନ ଅଂଶୀଦାର ଓ ନିଯୁକ୍ତି ଆଶାୟୀମାନଙ୍କୁ ଏକ ଜାଲ୍ ୱେବସାଇଟ http://sagarmala.org.in/ ପଠାଯାଉଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ନଜରକୁ ଆସିଛି । ଠିକ୍ ସାଗରମାଳା ୱେବସାଇଟ ଭଳି ଦେଖାଯାଉଥିବା ଏହି ୱେବସାଇଟରେ ଇଞ୍ଜିନିୟର ଟ୍ରେନି ଓ ଡିପ୍ଲୋମା ଟ୍ରେନି…
ସୁନାମୀ ସଂକ୍ରାନ୍ତ ମକ୍ ଡ୍ରିଲ୍ କାର୍ୟ୍ୟକ୍ରମ ଅନୁଷ୍ଠିତ
• ଆଇଟିଇଡ଼ବ୍ଲୁସି ଇଏସଏସଓ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ରର ଅଂଶଗ୍ରହଣ
ପୋଷ୍ଟ କରାଯିବା ଦିନାଙ୍କ: ୦୬ ଝଋଚ ୨୦୧୮ ୩:୪୦ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ
ଭାରତ ସମେତ ଭାରତ ମହାସାଗର ତଟବର୍ତ୍ତୀ ୨୩ଟି ରାଷ୍ଟ୍ର ମିଳିତ ଭାବେ ଭାରତ ମହାସାଗର କ୍ଷେତ୍ରରେ…
ସେପ୍ଟେମ୍ବର ୧୫ରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଦେଶବ୍ୟାପୀ ସ୍ୱଚ୍ଛତା ଆନ୍ଦୋଳନ, ସ୍ୱଚ୍ଛ ଭାରତ ଅଭିଯାନ (ଏସବିଏମ) ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ବର୍ତ୍ତମାନ ଏହା ଅନ୍ତିମ ପର୍ୟ୍ୟାୟରେ ପହଁଚିଛି । ଏହି ଅବସରରେ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ ସ୍ୱଚ୍ଛତା ପାଇଁ ଜନ ଆନ୍ଦୋଳନ ‘ସ୍ୱଚ୍ଛତା ହିଁ…
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ
କେନ୍ଦ୍ର ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରଣାଳୟ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସହିତ ବିଶ୍ୱ ସ୍ୱଚ୍ଛତା ସମ୍ମେଳନର ଶୁଭାରମ୍ଭ କରାଯିବ । ଏଥିସହିତ ସ୍ୱଚ୍ଛ ଭାରତ ଅଭିଯାନର ଚତୁର୍ଥ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ଆରମ୍ଭ ହେବ ।
ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ପରିମଳ…