Sign in
Sign in
Recover your password.
A password will be e-mailed to you.
ନବୀନ ସରକାରଙ୍କୁ ପ୍ରଶଂସା କଲେ ମୋଦୀ
ନୂଆଦିଲ୍ଲୀ . - ନବୀନ ପଟ୍ଟନାୟକଙ୍କର ସରକାର ହକି ବିଶ୍ୱ କପ୍କୁ ସଫଳତାର ସହ ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ପ୍ରଶଂସା କରି ଟ୍ୱିଟ କରିଛନ୍ତି । ଫାଇନାଲରେ ପହଞ୍ଚିଥିବା ଉଭୟଦଳଙ୍କୁ ଶୁଭେଚ୍ଛା ଜଣାଇବା ସହ , ସଫଳତାର ସହ ବିଶ୍ୱକପ୍ ଆୟୋଜନ କରିବା ପଛରେ ପରିଶ୍ରମ କରିଥିବା…
ଆଜି ରାତିରେ ପୃଥିବୀ ପାଖ ଦେଇ ଯିବ ଧୂମକେତୁ ୪୬ ପି-ରିଟାନେନ୍
ନ୍ୟୁୟର୍କ . - ଆଜି ଡିସେମ୍ବର ୧୬ ତାରିଖ ରାତିରେ ପୃଥିବୀ ନିକଟ ଦେଇ ଏକ ଧୂମକେତୁ ଯିବ । ବିନା ଦୂର ବେକ୍ଷଣ ଯନ୍ତ୍ରରେ ଏହି ଧୂମକେତୁକୁ ଦେଖି ହେବ । ଏହା ପୃଥିବୀଠାରୁ ପ୍ରାୟ ୧୧ .୪ ମିଲିୟନ କିଲୋମିଟର ଦୂରରେ ଗତି କରିବ । ଏହି ଧୂମକେତୁର ନାମ ୪୬ ପି-ରିଟାନେନ୍ । ପୃଥିବୀ ନିକଟରେ ଏହା…
କର୍ପୂରମୁଣ୍ଡ ବିନ୍ଧା, ପାଟି ଦୁର୍ଗନ୍ଧ ଦୂର ସହ ଆରୋମାଥେରାପି
ସାଧାରଣତଃ କର୍ପୂର ଦୁଇ ପ୍ରକାରର। ଗୋଟିଏ ହେଲା ପ୍ରାକୃତିକ କର୍ପୂର, ଯାହା ଗଛରୁ ମିଳେ। ଏହି କର୍ପୁରକୁ ଆମେ ଖାଇପାଇପାରିବା ଏବଂ ଅନ୍ୟଟି ହେଲା ରସାୟନିକ ପ୍ରକ୍ରିୟା ଦ୍ୱାରା ପ୍ରସ୍ତୁତ କରାଯାଉଥିବା। ବଜାରରେ କୃତ୍ରିମ କର୍ପୂର ମିଳିଥାଏ। ହିନ୍ଦୁ ଧର୍ମରେ ପୂଜା ସମୟରେ କର୍ପୂର ବ୍ୟବହାର…
ବାତ୍ୟା ‘ପେଥାଇ ‘ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
ଭୁବନେଶ୍ୱର .- ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ପେଥାଇ ' ଚେନ୍ନାଇ ଠାରୁ ପ୍ରାୟ ୭୦୦ କିମି ଦୂରରେ ରହିଛି ଆସନ୍ତା ୨୪ଘଣ୍ଟା ମଧ୍ୟରେ ‘ପେଥାଇ’ ଭୀଷଣ ବାତ୍ୟାର ରୂପ ନେବା ସହ ସୋମବାର ଅପରାହ୍ଣରେ ସ୍ଥଳ ଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଏବଂ ଓଙ୍ଗଲ…
ନଭେମ୍ବର ୨୦୧୮ରେ ଜିଏସଟି ରାଜସ୍ୱ ସଂଗ୍ରହ ୯୭ ହଜାର କୋଟି ଟଙ୍କା ଟପିଲା
ନୂଆଦିଲ୍ଲୀ . - ନଭେମ୍ବର ୨୦୧୮ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ବସ୍ତୁ ଏବଂ ସେବା କର (ଜିଏସଟି)ରୁ ୯୭ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଛି । ଏହି ଅବଧିରେ ମୋଟ ଜିଏସଟି ଟିକସ ସଂଗ୍ରହ ୯୭,୬୩୭ କୋଟି ଟଙ୍କା ରହିଥିଲା । ଏଥିମଧ୍ୟରୁ ସିଜିଏସଟି ୧୬୮୧୨ କୋଟି ଟଙ୍କା, ଏସଜିଏସଟି ୨୩୦୭୦…
ଏବେ ରେଳରେ ମହିଳାଙ୍କୁ ମିଳିବ ଅଧିକ ସଂରକ୍ଷିତ ଆସନ(ସିଟ୍)
ନୂଆଦିଲ୍ଲୀ . -ଟ୍ରେନ ଯାତ୍ରାରେ ମହିଳା ଯାତ୍ରୀମାନଙ୍କ ସୁବିଧା ପାଇଁ ସଂରକ୍ଷିତ ଆସନ ଗୁଡ଼ିକରେ ସେମାନଙ୍କ ସକାଶେ ଆସନ ସଂରକ୍ଷଣ ରଖିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ରାଜଧାନୀ/ଦୂରନ୍ତୋ/ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ (୩ ଏସି କ୍ଲାସ…
ଫ୍ରେଞ୍ଚ୍ ଗିଆନାରୁ ଭାରତର ସର୍ବାଧିକ ଭାରୀ ଯୋଗାଯୋଗ ଉପଗ୍ରହ ଜିସାଟ୍-୧୧ର ସଫଳ ଉତକ୍ଷେପଣ
ନୂଆଦିଲ୍ଲୀ.- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଦ୍ୱାରା ନିର୍ମିତ ସର୍ବାଧିକ ଭାରୀ ତଥା ସର୍ବାଧୁନିକ ଯୋଗାଯୋଗ ଉପଗ୍ରହ ଜିସାଟ୍-୧୧କୁ ଆଜି ପ୍ରତ୍ୟୁଷରେ ଫ୍ରେଞ୍ଚ୍ ଗିଆନାଠାରୁ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରାଯାଇଛି ।
ଆରିଆନ୍ ୫ ଠଇ-୨୪୬ ଉତକ୍ଷେପଣ ଯାନ ସାହାଯ୍ୟରେ…
ସୁନିଲ ଅରୋରାଙ୍କ ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର
ନୂଆଦିଲ୍ଲୀ . -ଭାରତର ୨୩ତମ ମୁଖ୍ୟ ନିର୍ବାଚନ କମିଶନର (ଉଋଉ) ଭାବେ ସୁନିଲ ଅରୋରା,ଓ.ପି. ରାୱତଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଓ.ପି. ରାୱତଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ୨୦୧୮ ଡିସେମ୍ବର ୧ ତାରିଖରେ ଅବସର ଗ୍ରହଣ କରିଛନ୍ତି ।
ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ…
କିଣାହେବ ୩ହଜାର କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ
ନୂଆଦିଲ୍ଲ . - ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ପ୍ରତିରକ୍ଷା କ୍ରୟ ପରିଷଦ ବୈଠକରେ ପାଖାପାଖି 3000 କୋଟି ଟଙ୍କାର ପ୍ରତିରକ୍ଷା ଉପକରଣ କ୍ରୟକୁ ମଞ୍ଜୁରି ପ୍ରଦାନ କରାଯାଇଛି । ମନ୍ତ୍ରୀମଣ୍ଡଳର ରକ୍ଷା ସମିତି ଦ୍ୱାରା 2018 ଅକ୍ଟୋବରରେ 4…
ପ୍ରତି ଆତଙ୍କବାଦୀ ଘଟଣାରେ ଆମକୁ ଦୋଷ ଦେବା ଭାରତର ଅଭ୍ୟାସ : ପାକିସ୍ତାନ
ନୂଆଦିଲ୍ଲୀ : ଅମୃତସରରେ ହୋଇଥିବା ବୋମା ବିସ୍ଫୋରଣରେ କୌଣସି ହାତ ଥିବା କଥାକୁ ପାକିସ୍ତାନ ଅସ୍ୱୀକାର କରିଛି । ଏ ସଂପର୍କରେ ପ୍ରତିକ୍ରିୟା ରଖି ପାକିସ୍ତାନୀ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ ଭାରତ ଏକ ଅଭ୍ୟାସଗତ ଦୋଷାରୋପକାରୀ । ପ୍ରତି କଥାରେ ପାକିସ୍ତାନକୁ…