ଆଚରଣ ବିଧି ଉଲ୍ଲଙ୍ଘନ କରିନାହିଁ, ନୋଟିସ ମିଳିଲେ ଉତ୍ତର ରଖିବି : ସଂବିତ ପାତ୍ର

ଭୁବନେଶ୍ବର :  ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯ଼ୋଗର ସମ୍ମୁଖୀନ ହୋଇଥିବା ବିଜେପିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସଂବିତ ପାତ୍ର କହିଛନ୍ତି ଯ଼େ ସେ ଏପର୍ଯ଼୍ୟନ୍ତ କୌଣସି ନୋଟିସ ପାଇନାହାନ୍ତି । ନୋଟିସ ପାଇବାପରେ ସେ ତାହାର ଉଚିତ ଉତ୍ତର ରଖିବେ । ଏହା ପୂର୍ବରୁ ବିଜେଡିର…

ଆପ-କଂଗ୍ରେସର ମେଂଟ ନେଇ ଆଜି ହୋଇପାରେ ଶେଷ ନିଷ୍ପତ୍ତି: ପିସି ଚାକୋ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ନେଇ ବୁଧବାର ଶେଷ ନିଷ୍ପତ୍ତି ହୋଇପାରେ । ଜାତୀୟ ଗଣମାଧ୍ୟମକୁ ଦିଲ୍ଲୀ ପ୍ରଭାରୀ ପିସି ଚାକୋ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି (ଆପ) ସହିତ ମେଣ୍ଟକୁ ଏହାରି ମଧ୍ୟରେ ଅନେକ…

ନବୀନ ବିଜେପୁରରେ ନିର୍ବାଚନ ଜିତିଲେ ସବୁଜ ଶସ୍ୟରେ ଭରିବ କ୍ଷେତ, ବଦଳିବ ଚାଷୀଙ୍କ ଭାଗ୍ୟ!

ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମର ହିଞ୍ଜିଳି ବ୍ୟତୀତ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ବିଜୁ ଜନତା ଦଳର ଆଶା ଯେ, ନବୀନ ପଟ୍ଟନାୟକ ଉଭୟ ଆସନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବେ । ହିଞ୍ଜିଳିରେ ନୀବନଙ୍କ ବିଜୟ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢିବେ ବିଜେପିର ପୀତାମ୍ବର ଓ ସନତ

ଭୁବନେଶ୍ୱର ..- ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ବାତାବରଣ ବେଶ୍‌ ସରଗରମ୍‌ ହୋଇ ଆସୁଛି । ଓଡ଼ିଶାରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏବେ ବିଜୁ ଜନତା ଦଳ ୫ ଥର କ୍ଷମତାକୁ…

୨ଟି ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ନୂଆ ୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସ ୨ଟି ଆସନ ପାଇଁ ପ୍ରାର୍ଥୀ ବଦଳାଇଥିବା ବେଳେ ଅନ୍ୟ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଜି ଉଦୟଗିରି ଓ ପାଟଣାଗଡ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରାଉରକେଲା ଓ ହିଞ୍ଜିଳିରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି ।ହିଞ୍ଜିଳି ପାଇଁ ପୂର୍ବରୁ ରାମକୃଷ୍ଣ…

ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର .- ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୀରମିତ୍ରପୁରରୁ ମାଖଲୁ ଏକ୍କାଙ୍କୁ ଓ ଫୁଲବାଣୀରୁ ଅଙ୍ଗଦ କହଁରଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇଟି ଆସନରୁ ପ୍ରାର୍ଥୀ…

ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ

ଭୁବନେଶ୍ୱର: ସୋମବାରରେ ବିଜେପିର ତୃତୀୟ ପର୍ଯ୍ୟାୟ ବିଧାନ ସଭା ଓ ଅଷ୍ଟମ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି । ଏଥିରେ ଓଡ଼ିଶାର ଦୁଇଟି ଲୋକସଭା ପ୍ରାର୍ଥୀ ଓ ୯ଟି ବାଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି989 ।ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର କଟକରୁ ଓ ପୂର୍ବତନ…

ମାର୍ଚ୍ଚ ୨୯ ଓ ଏପ୍ରିଲ ୧ ରେ ଓଡ଼ିଶାରେ ସାଧାରଣ ସଭା କରିବେ ମୋଦୀ

ଭୁବନେଶ୍ୱର ..-  ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁଛନ୍ତି ।  ମାର୍ଚ୍ଚ ୨୯ ତାରିଖରେ ସେ ଜୟପୁରରରେ ଏକ ସଧାରଣ ସଭାରେ  ଯୋଗ ଦେବେ । ସେହିପରି ଏପ୍ରିଲ ଏକ ତାରିଖରେ ସେ  ଭବାନୀପାଟଣାରେ ଏକ ନିର୍ବାଚନୀ ସଭାକୁ ସମ୍ଭୋଧିତ  କରିବେ । ମଙ୍ଗଳବାର ୨୬ ତାରିଖରେ…

ନିର୍ବାଚନ ଲଢିବେନି ପ୍ରଭାତ

ଭୁବନେଶ୍ୱର ..- ପ୍ରଭାତ ତ୍ରିପାଠି ଏଥର ନିର୍ବାଚନ ଲଢିବେନାହିଁ ବୋଲି ସୂଚନା ଦେଇଛନ୍ତି । ସେ ବାଙ୍କୀରୁ ବିଧାୟକ ଅଛନ୍ତି ।  ନବୀନ ପଟ୍ଟନାୟକଙ୍କୁ ସେ ଲିଖିତ ଭାବେ ଏ ବିଷୟରେ ଜଣାଇଛନ୍ତି । ଦଳକୁ ସେ ସାଙ୍ଗଠନିକ ଭାବେ ସମର୍ଥନ କରିବେ । ଦଲ ପାଇଁ ନିର୍ବାଚନ ପ୍ରଚାର କରିବେ । ବିଜେପି…