Sign in
Sign in
Recover your password.
A password will be e-mailed to you.
ଜାଲିଓ୍ୱାନାଓ୍ୱାଲା ବାଗ ଘଟଣାକୁ ଏକ ଲଜ୍ଜାଜନକ ଘଟଣା ବୋଲି ସ୍ୱୀକାର କଲେ ବ୍ରିଟିଶ ହାଇ କମିଶନର
ଅମୃତସର .- ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଜାଲିଓ୍ୱନା ଓ୍ୱାଲା ବାଗରେ ବ୍ରିଟିଶ ସୈନିକଙ୍କ ଗୁଳିରେ ଶହ ଶହ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ । ଶାନ୍ତିପୂର୍ଣ୍ଣ ସଭା କରୁଥିବା ବେଳେ ଜେନେରାଲ ଡାୟର ସେଠାରେ ନର ସଂହାର କରିଥିଲେ । ସେହି ଘଟଣାକୁ ବ୍ରିଟଶ ହାଇକମିଶନର ଡେମିନିକ…
ଆଘାତ ପରେ ଆଖି ଭିତରେ ଖସି ପଡିଲା ଆଇରିସ ବା ଆଖି ପିତୁଳା
ନ୍ୟୁୟର୍କ.- ଆଖିରେ ଆଘାତ ପରେ ଜଣେ ବ୍ୟକ୍ତିଙ୍କର ଆଇରିସ୍ ବା ଆଖି ପିତୁଳା ଆଖିଭିତର ଖସି ପଡିଛି । ବ୍ୟକ୍ତି ଜଣଙ୍କ ଏକ ମୋଟା ରବର ରଶି ସାହାଯ୍ୟରେ ନିଜ ଦୁଇ ଚକିଆ ଯାନରେ ଜିନିଷ ପତ୍ର ରଖୁଥିଲେ । ଏତିକିବେଳେ ଏହା ଛିଟିକି ଆଖିରେ ବାଜିଥିଲା । ଆଘାତ ଲାଗିବା ପରେ ଆଇରିସଟି ଆଖି ଡୋଳା…
ଜାଲିଆନୱାଲା ହତ୍ୟାକାଣ୍ଡ ୧୦୦ ବର୍ଷ ପୂର୍ତ୍ତି: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜାଲିଆନୱାଲା ହତ୍ୟାକାଣ୍ଡରେ ଜୀବନ ହରାଇଥିବା ଶତାଧିକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜିର ଦିନରେ ୧୦୦ ବର୍ଷ ତଳେ ଲୋମଟାଙ୍କୁରା ଜାଲିଆନୱାଲା ହତ୍ୟାକାଣ୍ଡ ଘଟିଥିଲା । ପଂଜାବର…
ବଢ଼ିଲା ନବୀନଙ୍କ ଚିନ୍ତା: ଚାଷୀ ଫିଙ୍ଗିଲେ କାଳିଆ ଗଞ୍ଜି, ପିନ୍ଧିଲେ ବିଜେପି ପଗଡି
ଭୁବନେଶ୍ୱର: ଚାଷୀଙ୍କ ପାଇଁ ‘କାଳିଆ ଯୋଜନା’ ଆରମ୍ଭ କରି ରାଜ୍ୟ ସରକାର ବଡ଼ ବାହାସ୍ପୋଟ ମାରୁଥିବା ବେଳେ ରାଜ୍ୟର ଲକ୍ଷାଧିକ ଚାଷୀ ଏହି ଯୋଜନା ନେଇ ଅସନ୍ତୁଷ୍ଟ ଦେଖାଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀବନ ପଟ୍ଟନାୟକଙ୍କ ବିଧାନସଭା ଆସନ ହିଞ୍ଜିଳି ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ ।…
୧୦ ରାଜ୍ୟରେ ଲୋକସଭା ନିର୍ବାଚନ ଶେଷ: ମତଦାନ ଉତ୍ସାହଜନକ
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହୋଇଥିବା ମତଦାନ ଉତ୍ସାହଜନକ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ କୁହାଯାଇଛି । । ଇତି ମଧ୍ୟରେ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲେକସଭା ନିର୍ବାଚନ ଶେଷ ହୋଇଯାଇଛି ।…
ଚୈତ୍ର ନବରାତ୍ରିରେ ମା’ ଦୁର୍ଗାଙ୍କ ଏହି ୬ ମନ୍ଦିର ର୍ଦଶନ କଲେ, ପୂର୍ଣ୍ଣ ହୋଇଥାଏ ମନସ୍କାମନା
ନୂଆଦିଲ୍ଲୀ: ଶକ୍ତିର ଅବତାର ମା’ ଦୁର୍ଗାଙ୍କୁ ବ୍ରହ୍ମାଣ୍ଡର ରକ୍ଷକ ବୋଲି କୁହାଯାଇଥାଏ । ଶକ୍ତି ଓ ମନସ୍କାମନା ପୂରଣ ପାଇଁ ମା’ ଦୁର୍ଗାଙ୍କୁ ପୂଜା କରାଯାଏ । ନବରାତ୍ରି ସମୟରେ ମା’ଙ୍କୁ ସ୍ୱତନ୍ତ୍ରୀ ଭାବେ ପୂଜା କରାଯାଏ । ଚୈତ୍ର ହେଉ ବା ଶରତରେ ନବରାତ୍ରି, ଏହି ଦୁଇଟି ପର୍ବ…
ବିଜେଡି ଏବଂ କଳିଙ୍ଗ ଟିଭି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି
ଭୁବନେଶ୍ୱର: ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ଅନୁଯାୟି ମତଦାନର ୪୮ ଘଂଟା ପୂର୍ବରୁ କୌଣସି ଟିଭି ଚ୍ୟାନେଲମାନେ ରାଜନୀତିକ କାର୍ଯ୍ୟକ୍ରମକୁ ସିଧା ପ୍ରସାରଣ କରିପାରବେନି। କିନ୍ତୁ ଆଜି ରାଜ୍ୟରେ ପ୍ରଥମ ପ୍ରକିୟା ମତଦାନ ଚାଲୁଥିବା ବେଳେ କଳିଙ୍ଗ ଟିଭି ମୁଖ୍ୟମନ୍ତ୍ରୀ ବୌଦ୍ଧ, ସୋନପୁର ଏବଂ…
୧୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର .- ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାରରେ ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ତାଳଚେରରେ ସର୍ବାଧିକ ୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ମାଳକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଗଜପତି,…
ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ: ଇମ୍ରାନ ଖାନ
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ମଙ୍ଗଳବାର କହିଛନ୍ତି, ଯଦି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଲୋକସଭା ନିର୍ବାଚନ ପୁଣିଥରେ ଜିତିିବେ ତା’ହେଲେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ । ଗଣମାଧ୍ୟମକୁ ଇମରାନ ଖାନ କହିଛନ୍ତି, ଯଦି…
ଚୌକିଦାରକୁ କଂଗ୍ରେସ ଡରୁଛି: ପ୍ରଧାନମନ୍ତ୍ରୀ ମୋଦୀ
ମୁମ୍ବାଇ: ଯେଉଁ ଲୋକମାନେ ୬ ମାସ ହେବ କହୁଛନ୍ତି ଚୌକିଦାର ଚୋର ଅଟେ, ଏବେ ସେମାନଙ୍କ ଘରୁ ଟଙ୍କା ବିଡ଼ା ବାହାରୁଛି । ଅସଲ ଚୋର ହେଉଛି କଂଗ୍ରେସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମହାରାଷ୍ଟ୍ରର ଲାତୁର ଠାରେ ଆୟୋଜିତ ଏକ ବିଶାଳ ରାଲିକୁ ସମ୍ବୋଧନ କରି କହିଛନ୍ତି । କଂଗ୍ରେସ…