Sign in
Sign in
Recover your password.
A password will be e-mailed to you.
କେବଳ ଓଡିଶା ପ୍ରାର୍ଥୀଙ୍କ ପାଇଁ ଟାଟା ଷ୍ଟିଲ ପକ୍ଷରୁ କଳିଙ୍ଗନଗର ପାଇଁ ଟ୍ରେଡ୍ ଆପ୍ରେନ୍ଟିସ୍ ନିଯୁକ୍ତି ଅଭିଯାନ
ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର କଳିଙ୍ଗ ନଗର କାରଖାନା ପାଇଁ ସ୍ୱତନ୍ତ୍ର ଭାବେ ଓଡ଼ିଶା ରାଜ୍ୟରେ ବସବାସ କରୁଥିବା ପ୍ରାର୍ଥୀମାନଙ୍କ ଠାରୁ ଟ୍ରେଡ୍ ଆପ୍ରେନ୍ଟିସ୍ ଆବେଦନ ଆହ୍ୱାନ କରାଯାଇଛି।
ବର୍ତମାନର ନିଯୁକ୍ତିର ଦେଖାଶୁଣା କରୁଥିବା ଟାଟା ଷ୍ଟିଲ୍ର କାପାବିଲିଟି ଡେଭେଲପ୍ମେଂଟ୍…
କିଟିମିଟି ଅନ୍ଧାରରେ ରାଜଧାନୀ ଭୁବନେଶ୍ୱର । ସମସ୍ତଙ୍କର ଗୋଟିଏ ପ୍ରଶ୍ନ କେବେ ଆସିବ ଲାଇନ୍
କିଟିମିଟି ଅନ୍ଧାରରେ ରାଜଧାନୀ ଭୁବନେଶ୍ୱର । ସମସ୍ତଙ୍କର ଗୋଟିଏ ପ୍ରଶ୍ନ କେବେ ଆସିବ ଲାଇନ୍ ?
ପୂରା ରାଜଧାନୀରେ କିଟିମିଟି ଅନ୍ଧାର । ଲାଇନ୍ ନଥିବାରୁ ଘରେ ପାଣି ନାହିଁ କି ମୋବାଇଲରେ ଚାର୍ଜ ନାହିଁ । ଗରମରେ ଦେହ ସିଝିଯାଉଛି । ରାଜଧାନୀବାସୀଙ୍କ ଜୀବନ ପୂରା ଦୁର୍ବିସହ ହୋଇଗଲାଣି ।…
ଫଣି ବାତ୍ୟା ପରେ ଵାଲୁଖଣ୍ଡ ଅଭୟାରଣ୍ୟ ଛାରଖାର
ଫଣି ବାତ୍ୟା ପରେ ଵାଲୁଖଣ୍ଡ ଅଭୟାରଣ୍ୟ ଛାରଖାର
କାଲି ସନ୍ଧ୍ୟାରେ ପୁରୀ ଛୁଇଁବ ଫୋନି, ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯିବା ପରେ ଉପକୂଳବର୍ତ୍ତୀ ଜିଲ୍ଳା ଯଥା ପୁରୀ, ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଲୋକଙ୍କ ମନୟରେ ଭୟ…
ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ ସ୍ଥାନ ଉତ୍ତର ଭାରତର ନନ୍ଦନକାନନ
ଭରତର ସୁନ୍ଦର, ସ୍ୱଚ୍ଛ ଓ ଶାନ୍ତ ସହର ଚଣ୍ଡିଗଡ ଠାରୁ କେବଳ ୨୧ କିଲୋମିଟର ଦୂରରେ ଥିବା ଅଂବାଲା-ଶିମଳା ରାସ୍ତାରେ କାଲକା ଓ ଚଣ୍ଡିଗଡ ମଧ୍ୟରେ ରହିଛି ପିଂଜୋର ଗାର୍ଡେନ । ଭାରତର ଅନ୍ୟତମ ଏହି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନର ସୁନ୍ଦରତା ସଂପର୍କରେ ବର୍ଣ୍ଣନା ବର୍ଣ୍ଣନା କରିବା ଆବଶକ୍ୟ ନୁହେଁ ।…
ଘୂର୍ଣ୍ଣିଝଡ଼ ଫୋନି ହୋଇପାରେ ଭୟଙ୍କର, ଓଡ଼ିଶାରେ ୟୋଲୋ ଆଲର୍ଟ ଜାରି
ନୂଆଦିଲ୍ଲୀ/ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫୋନି’ ବିପଦ ହୋଇ ଆସୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଶୁକ୍ରବାର ପୂର୍ବାହ୍ଣ ପର୍ଯ୍ୟନ୍ତ ଏହା ଗୋପଲପୁର ଓ ଚାନ୍ଦବାଲି ମଧ୍ୟରେ ଓଡିଶା ସୀମାକୁ ଛୁଇଁବା ସଂଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଫୋନି ବିଷୟରେ ‘ୟୋଲୋ…
ପରମାତ୍ମାଙ୍କ ନିକଟର ପାଇଁ ପ୍ରାର୍ଥନା ସବୁଠାରୁ ବଡ଼ ରାସ୍ତା
ପ୍ରାର୍ଥନା... ସିଧା ଶବ୍ଦରେ ନିବେଦନ । ଯେତେବେଳେ ସଂସାର ଭିତରେ ଆମେ କିଛି ମାଗିଥାଉ ତାହା ପ୍ରାର୍ଥନା ନୁହେଁ, ନିବେଦନ ହୋଇଥାଏ । କିନ୍ତୁ, ଯେବେ ଏହି ନିବେଦନ ସଂସାର ଠାରୁ ଉପରେ ହୋଇଥାଏ, ପରମାତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ହୋଇଥାଏ ତେବେ ତାହା ‘ପ୍ରାର୍ଥନା’ ହୋଇଯାଏ । ବ୍ୟାକରଣ ଓ…
ଆଜି ତାଣ୍ଡବ ରଚାଇପାରେ ଘୂର୍ଣ୍ଣିଝଡ଼ ‘ଫୋନି’, ଏନଡିଆରଫ-ତଟରକ୍ଷୀ ବାହିନୀ ପ୍ରସ୍ତୁତ
ଭୁବନେଶ୍ୱର: ସାମୁଦ୍ରିକ ଝଡ ‘ଫୋନି’ ସୋମବାର ସନ୍ଧ୍ୟାରେ ଆହୁରି ଭୟଙ୍କର ରୂପ ନେଇଛି । ଭାରତୀୟ ପାଣିପାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଫୋନି ଉପକୂଳକୁ ଛୁଇଁବ । ତେଣୁ ମୁକାବିଲା ପାଇଁ ଏନଡିଆରଫ ଓ ତଟରକ୍ଷୀ ବାହିନୀ ପ୍ରସ୍ତୁତ ଅଛନ୍ତି ।
ପୂର୍ବରୁ ଆଶା…