Sign in
Sign in
Recover your password.
A password will be e-mailed to you.
ଚନ୍ଦ୍ରଗ୍ରହଣରେ ହାଣ୍ଡିଛାଡ ଓ ଦେବ ନୀତି ନିଷେଧ ସମୟ
ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ…
କେଉଁ ରାଶି ପାଇଁ ଶୁଭ ମଙ୍ଗଳବାର ହେବାକୁ ଥିବା ଆଶିଂକ ଚନ୍ଦ୍ରଗ୍ରହଣ
ଜୁଲାଇ ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରାତି ୧୨ଟା ୧୪ ମିନିଟରେ ଚନ୍ଦ୍ରରେ ମଳିନ୍ୟ ଓ ରାତି ଗୋଟାଏ ୩୨ରେ ଆଂଶିକ ଚନ୍ଦ୍ରଗ୍ରହଣ ଓ ରାତି ୩ଟା ଏକ ମିନିଟରେ ଗ୍ରହଣ ମଧ୍ୟ ରାତି ୪ଟା୩୦ରେ…
ମଙ୍ଗଳବାର ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରର ନୀତିକାନ୍ତି, ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ
ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବ । ଏଥିପାଇଁ ଅପରାହ୍ନ ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଏହି ଗ୍ରହଣ ସର୍ବମୋକ୍ଷ ମଙ୍ଗଳବାର ବିଳମ୍ବିତ ରାତ୍ରୀ ବା ବୁଧବାର ଭୋର ୪ଘଣ୍ଟା୩୦ ମିନିଟରେରେ ହେବ। ନୀଳାଦ୍ରୀ ବିଜେ ଶେଷ ହୋଇ ରତ୍ନ ସିଂହାସନରେ…
ଆଜି ରସଗୋଲା ଦିବସ , ଜଗନ୍ନାଥଙ୍କ ପାଖରେ ରଥରେ ରସଗୋଲା ଭୋଗ ଲଗାଉଛନ୍ତି ଶ୍ରଦ୍ଧାଳୁ
ପୁରୀ .- ଆଜି ସାରା ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ଜଗନ୍ନାଥଙ୍କ ନୀଳାଦ୍ରୀ ବିଜେ ଦିନ ଆମ ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଇଥାଏ । ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ରସଗୋଲାକୁ ନେଇ ବିବାଦ ଚାଲିଥିବା ବେଳେ , ପଶ୍ଚିମବଙ୍ଗରେ ଏହା ମାତ୍ର ପ୍ରାୟ ୧୨୦ ବର୍ଷ ତଳେ…
ଅକ୍ଟୋବରରୁ ସହଜରେ ମିଳିବ ଟ୍ରେନ ଟିକେଟ
ନୂଆଦିଲ୍ଲୀ: ଟ୍ରେନ ଯାତ୍ରୀମାନେ ସଂରକ୍ଷିତ ସିଟକୁ ନେଇ ଅନେକ ସମୟରେ ଅଭିଯୋଗ ଆଣିଥାନ୍ତି । ମାତ୍ର ଆଗାମୀ ଅକ୍ଟୋବରରୁ ଟ୍ରେନ ଯାତ୍ରୀମାନଙ୍କ ପାଇଁ ଏହି ସମସ୍ୟା ରହିବ ନାହିଁ । ଅକ୍ଟୋବରରୁ ଟ୍ରେନମାନଙ୍କରେ ସବୁଦିନେ ଅତିରିକ୍ତ ଚାରି ଲକ୍ଷ ସିଟ ମିଳିବ ।
ନୂତନ ଜ୍ଞାନ କୌଶଳକୁ ଗ୍ରହଣ…
ଅଦାର ଆଣ୍ଟିବାଓଟିକ ଗୁଣ
ଆଣ୍ଟିବାୟୋଟିକ୍ ଗୁଣ ଯୋଗୁ ଥଣ୍ଡା, ସର୍ଦି, ଜ୍ୱର ଆଦି ହେଲେ ଅଦା ଖୋଜା ପଡେ।
ଶରୀରରେ ଥିବା ଭୂତାଣୁ ଏବଂ ସଂକ୍ରମଣ ଯୋଗୁ ସର୍ଦି, କାଶ ହୋଇଥାଏ।
ଏପରି ସ୍ଥିତିରେ ଅଦା ଖାଇବା ଦ୍ୱାରା ଏହି ଭୂତାଣୁ କବଳରୁ ମୁକ୍ତି ମିଳେ।
ଅଦା ମଧ୍ୟ ଏକ ପ୍ରାକୃତିକ ଯନ୍ତ୍ରଣାନିବାରକ ଯାହା ଶ୍ୱାସ ଏବଂ…
ସୁନାବେଶ ପରେ ରଥ ଉପରେ କେଉଁଦିନ ହେବ ଆଉ କି ନୀତି ଜାଣନ୍ତୁ
ଶନିବାର ରଥ ଉପରେ ଶ୍ରୀଜୀଉମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ।
ଆସନ୍ତା ୧୪ତାରିଖ ରବିବାରରେ ଅଧରପଣା ନୀତି,
ସୋମବାର ୧୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
ବର୍ଷରେ ୪ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ବା ରାଜା ରାଜେଶ୍ୱର ବେଶ ଅନୁଷ୍ଠିତ ହୁଏ ।…
ଜାଣନ୍ତୁ କେତେବେଳେ ହେବ ସୁନାବେଶ କେତେ ବେଳ ପର୍ଯ୍ୟନ୍ତ ଦର୍ଶନ କରିହେବ
ଶନିବାରରେ ସିଂହଦ୍ୱାର ଉପରେ ଶ୍ରୀ ବିଗ୍ରହମାନଙ୍କର ସୁନାବେଶ ବା ବଡ ତଢଉ ବେଶ ଅନୁଷ୍ଠିତ ହେବ ।
ଅପରାହ୍ନ ୪ଟାରୁ ୫ ଟା ମଧ୍ୟରେ ସୁନାବେଶ ଆରମ୍ଭ ରାତି ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଏହା ଚାଲିବ
ଏହାର ନୀତି ନିର୍ଘଣ୍ଟ
ମଙ୍ଗଳ ଆଳତି ନୀତି ଭୋର ୬ଟାରୁ ସାଢ଼େ ୬ଟା
ମଇଲମ ଓ ତଡ଼ପଲାଗି ସକାଳ…
ବାହୁଡା ଯାତ୍ରାରେ ବାହୁଡିବା ବେଳେ ମାଉସୀ ଘର ନିକଟରେ ପୋଡ ପିଠା ଭୋଗ ଖାଇବେ ମହାପ୍ରଭୁ
ଉତ୍କଳୀୟ ପରମ୍ପରା ଓ ସ୍ନେହ ସୌହାର୍ଦ୍ଦର ଭାବ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରର ରଥଯାତ୍ରାରେ. ମାଉସୀ ଘରେ ଖୁଦ ଭଜା ଖାଇଥିବା କାଳିଆ ଠାକୁର, ବାହୁଡାରେ ଖାଆନ୍ତି ପୋଡ ପିଠା. ମାଉସୀ ମା ମନ୍ଦିର ବା ଅର୍ଦ୍ଧାସିନୀଙ୍କ ପୂଜକ ରଘୁନାଥଦାଶଙ୍କ ଘରେ ବାହୁଡାର ଦୁଇ ତିନି ଦିନ ପୂର୍ବରୁ ଏଥିପାଇଁ…
ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା କରାଯାଇଥିବା ବାହୁଡା ଯାତ୍ରାର ନୀତି ନିର୍ଘଣ୍ଟ –
ମଙ୍ଗଳ ଆଳତି ଭୋର ୪ଟା
ମଇଲମ ୪ଟା ୧୫ ମିନିଟ
ତଡପ ଲାଗି ୪ଟା ୩୦ ମିନିଟ
ରୋଷ ହୋମ ୪ଟା ୩୦ ମିନିଟ
ଅବକାଶ ସକାଳ ୫ଟା
ସୂର୍ଯ୍ୟପୂଜା ୫ଟା ୧୫ ମିନିଟ
ଦ୍ବାରପାଳ ପୂଜା ୫ଟା ୩୦ ମିନିଟ
ବେଶ ଶେଷ ୫ଟା ୩୦ ମିନିଟ
ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ୫.୪୫ ରୁ ୬ଟା୪୫
ସେନାପଟା ଲାଗି…