Sign in
Sign in
Recover your password.
A password will be e-mailed to you.
ସୁଷମା ସ୍ୱରାଜଙ୍କର ହୃଦଘାତ, ଗୁରୁତର ଅବସ୍ଥାରେ ଏମସ୍ରେ ଭର୍ତ୍ତି
ନୂଆଦିଲ୍ଲୀ . - ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କର ହୃଦଘାତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ହୃଦଘାତ ହେବାରୁ ଗୁରୁତର ଅବସ୍ଥାରେ ଏମସ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରସାରିତ ହେବାପରେ ଅନେକ ବିଜେପି…
କଂଗ୍ରେସରେ ମତ ବିଭେଦ , ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କଲେ
ନୂଆଦିଲ୍ଲୀ - ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସରେ ମତ ବିଭେଦ ଦେଖା ଦେଇଛି । ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଛନ୍ତି । କେବଳ ସେ ନୁହନ୍ତି ରାହୁଲ ଗାନ୍ଧୀ ନିର୍ବଚନ ମଣ୍ଡଳୀ…
ଅନେକ କାଶ୍ମୀରବାସୀ ଖୁସୀ, ଧାରା ୩୭୦ ଉଚ୍ଛେଦ ପରେ
ଶ୍ରୀନଗର .- ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପୂର୍ବରୁ ସେନା ମୁତୟନ କରାଯିବ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଘାଟୀରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି । କେବଳ ସେଟେଲାଇଟ୍ ଟିଭି ସେବା ଚାଲିଥିବାରୁ ଲୋକ ବିଭିନ୍ନ ଟିଭି…
ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ରାଜ୍ୟସଭାରେ ପାରିତ ହେଲା
ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ରାଜ୍ୟସଭାରେ ପାରିତ ହେଲା
ନୂଆଦିଲ୍ଲୀ .- ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ରାଜ୍ୟସଭାରେ ପାରିତ ହୋଇଛି । ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ସପକ୍ଷରେ ୧୨୫ ଟି ମତ ପଡିଥିବା ବେଳେ ବିପକ୍ଷରେ ୬୧ ମତ ପଡିଥିଲା, ଜଣେ ସଦସ୍ୟ…
କାଶ୍ମୀର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା(ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ
କାଶ୍ମୀରରୁ ହଟିବ ଧାରା (ଅନୁଛେଦ) ୩୭୦ ,
ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ
କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ,
ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକାଶ୍ମୀରରୁ ହଟିବ ଧାରା(ଅନୁଛେଦ) ୩୭୦ ,
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟ ସଭାରେ ଏହାକୁ…
କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା (ଅନୁଛେଦ)୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହ ରଖିଲେ…
କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ
କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା(ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ
କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ…
ଅନ୍ତଃମନକୁ ଜାଗ୍ରତ କରେ କାଉଡିଆ ଯାତ୍ରା
ଭୁବନେଶ୍ୱର: ପବିତ୍ର ଶ୍ରାବଣ ମାସରେ କାଉଡି ନେଇ ଭକ୍ତ ବାହାରି ପଡିଛନ୍ତି ନିଜର ଭୋଲେ ବାବାଙ୍କୁ ଭେଟିବା ପାଇଁ । ‘ବୋଲ ବମ’, ‘ହର ହର ମହାଦେବ’ ଧ୍ୱନିରେ ରାସ୍ତା ଗୁଡ଼ିକ ଗୁଂଜରିତ ହେଉଛି । କୁହାଯାଏ ଯେ, ରାବଣ ପ୍ରଥମ କାଉଡିଆ ଥିଲେ, ଯିଏ ନିଜର ଆରଧ୍ୟ ବାବା ବୈଦ୍ୟନାଥଙ୍କୁ ଭେଟିବା ପାଇଁ…
ଆମେରିକାର ସପିଂ ମଲରେ ଗୁଳିକାଣ୍ଡ, ୨୦ ମୃତ
ଅଲ ପାସୋ: ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ରାଜ୍ୟର ଏକ ସପିଂ ମଲରେ ଶନିବାର ଗୁଳିକାଣ୍ଡ ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଗୁଳିକାଣ୍ଡରେ ୨୬ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଲ ପାସୋର ମେୟରଙ୍କ ମୁଖ୍ୟ ଅଧିକାରୀ ଓଲିଭିଆ ଜିପେଡାଙ୍କ…
ବନ୍ଧୁତାର ଦିନ : ଅଗଷ୍ଟମାସର ପ୍ରଥମ ରବିବାର
ଭଲପାଇବା, ବିଶ୍ୱାସ ଓ ପରସ୍ପର ମଧ୍ୟରେ ବୁଝମଣାର ସମ୍ପର୍କକୁ ବନ୍ଧୁତ୍ୱ କୁହାଯାଏ। ଫ୍ରେଣ୍ଡ୍ସିପ୍ ଡ଼େ’ ଅର୍ଥାତ୍ ବନ୍ଧୁତ୍ୱର ଦିନ। ବନ୍ଧୁତ୍ୱ ଜୀବନର ଏକ ଅଭିନ୍ନ ଅଙ୍ଗ, ବନ୍ଧୁ ବିନା ଜୀବନ ଅଧା ହୋଇଥାଏ। ଭାରତରେ ତ ପ୍ରାଚୀନ ସଭ୍ୟତା ଠାରୁ ହିଁ ବନ୍ଧତ୍ୱର ଅନେକ ଦୃଷ୍ଟାନ୍ତ ଦେଖିବାକୁ…
ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ସମସ୍ତେ ବନ୍ଧୁ କରିବାକୁ ଇଚ୍ଛା କରନ୍ତି
ଅନେକ କଥା ରହିଥାଏ ଯାହା ଆମେ ପରିବାରରେ କାହାକୁ କହି ପାରି ନ ଥାଉ। ଏହି କାରଣରୁ ଆମେ ନିଜ ଜୀବନରେ କିଛି ବନ୍ଧୁ କରିଥାଉ। ଯେଉଁମାନେ ଆମକୁ ବୁଝି ଥାଆନ୍ତି। ସେହି ବନ୍ଧୁଙ୍କ ସହ ଆମେ ସମସ୍ତ କଥା ବାଣ୍ଟି ଥାଉ, ବୁଲିବାକୁ ଯାଇଥାଉ, ମସ୍ତି କରିଥାଉ। କିନ୍ତୁ ଅନେକ ବ୍ୟକ୍ତିଙ୍କର ନକରାତ୍ମକ…