ସୁଷମା ସ୍ୱରାଜଙ୍କର ହୃଦଘାତ, ଗୁରୁତର ଅବସ୍ଥାରେ ଏମସ୍‌ରେ ଭର୍ତ୍ତି

0 1,037

ନୂଆଦିଲ୍ଲୀ . – ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କର ହୃଦଘାତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ହୃଦଘାତ ହେବାରୁ ଗୁରୁତର ଅବସ୍ଥାରେ ଏମସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରସାରିତ ହେବାପରେ ଅନେକ ବିଜେପି ନେତା ଏମସ୍‌ରେ ପହ଼ଞ୍ଚିଛନ୍ତି ।

ସନ୍ଧ୍ୟାସମୟରେ ସେ ଧାରା ୩୭୦ ଉଚ୍ଛେଦ ବିଷୟରେ ମୋଦୀଙ୍କୁ ଧନ୍ୟବାଦ ହେବା ସହ ଟ୍ୱିଟ କରିଥିଲେ ।

Leave A Reply