Sign in
Sign in
Recover your password.
A password will be e-mailed to you.
ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟିତ
ବୈଦ୍ଧ- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ତିତିରିକଟା ଠାରେ ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ୩୫ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ପ୍ରକଳ୍ପରେ ଦିନ ପ୍ରତି ୨୬୦ କିଲୋ ଲିଟର ଏକ୍ସ୍ଟ୍ରାନ୍ୟୁଟ୍ରାଲ୍ ଆଲ୍କୋହଲ୍ ଉତ୍ପାଦନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ…
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ରିଚେକିଂ ପାଇଁ ୮ ତାରିଖରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ କରି ପାରିବେ ଆବେଦନ
କଟକ - ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ବୁଧବାରରେ ପ୍ରକାଶ ପାଇଛି। ଏଥିରେ ୧୧ହଜାର ୪୪୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ହାର ରହିଛି ୪୩.୭୨ ପ୍ରତିଶତ। ଆଜି ମଧ୍ୟାହ୍ନ ଗୋଟାଏରୁ ବୋର୍ଡ ୱେବ୍ସାଇଟ୍ରେ ପରୀକ୍ଷାଫଳ…
ପଞ୍ଚଭୂତରେ ଲୀନ ହୋଇଛନ୍ତି ସୁଷମା ସ୍ୱରାଜ
ନୂଆଦିଲ୍ଲୀ - ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜ । ନୂଆଦିଲ୍ଲୀର ଲୋଧୀ ରୋଡସ୍ଥିତ ଶ୍ମଶାନ ଘାଟରେ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ,…
ଗୁରୁବାର ଜାତୀୟ କୃମିନାଶକ ଦିବସ
ଗୁରୁବାର ଜାତୀୟ କୃମିନାଶକ ଦିବସ। ଏହି ଅବସରରେ ୧ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ୍ମାନଙ୍କରେ ନିରାପଦ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜିକୃତ ହୋଇନଥିବା କିମ୍ବା ବିଦ୍ୟାଳୟ ଯାଉନଥିବା ପିଲାଙ୍କୁ ମଧ୍ୟ ଏହି…
ଟିଟିଲାଗଡ ରେଳ ଡିଭିଜନର ବିକାଶ ପାଇଁ ଆଲୋଚନା
ଭୁବନେଶ୍ୱର - ଟିଟିଲାଗଡ଼ ସବ୍ଡିଭିଜନ୍ରେ ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଟିଟିଲାଗଡ଼ ସହରରେ ନିର୍ମଣାଧୀନ ରେଲୱେ ଓଭରବ୍ରିଜ୍ ଏବଂ…
ଆଇ.ଏ.ଏସ୍. ସ୍ତରରେ ଅଦଳବଦଳ
ଭୁବନେଶ୍ୱର - ରାଜ୍ୟ ସରକାର ଆଇ.ଏ.ଏସ୍. ସ୍ତରରେ କେତେକ ଅଦଳବଦଳ କରି ୧୭ଜଣ ଆଇ.ଏ.ଏସ୍. ଓ ଆଇ.ପି.ଏସ୍.ଙ୍କୁ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଭାବେ…
ପୁରୀ ସହରର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି ଟଙ୍କା
ଭୁବନେଶ୍ୱର - ପୁରୀ ସହରର ବିକାଶ ପାଇଁ ୨୬୫ କୋଟି ଟଙ୍କା ବ୍ୟୟ ହେବ । ସହରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ଅନୁମୋଦନ ମିଳିଛି । ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଉନ୍ନତମାନର ସେବା ଓ ସୁବିଧା…
ବଙ୍ଗାପସାଗରରେ ଅବପାତର ରୂପ ନେଲା ଲଘୁଚାପ, କେତକ ଜିଲ୍ଲା ପାଇଁ ରେଡ ଆଲର୍ଟଜାରି
ଭୁବନେଶ୍ୱର---- ଉତ୍ତର ପଶ୍ଚିମ ବଙ୍ଗୋପାସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବା ପରେ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହୋଇଯାଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର…
ଆଜି ଅପରାହ୍ଣରେ ଅନ୍ତିମ ସଂସ୍କାର ହେବ ସୁଷମାଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ପାର୍ଥିବ ଶରୀର ବୁଧବାର ଅପରାହ୍ଣରେ ଅନ୍ତିମ ସଂସ୍କାର ହେବ । ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୁଷମାଙ୍କ ମରଶରୀର ତାଙ୍କର ଜନ୍ତର ମନ୍ତର ରୋଡ଼ସ୍ଥିତ ଧାୱନ ଦ୍ୱୀପ…
ଅମର ରହେ ସୁଷମା ସ୍ୱରାଜ, ହୃଦଘାତ ପରଲୋକ ହୋଇଥିବା ସୂଚନା
ନୂଆଦିଲ୍ଲୀ . - ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କର ହୃଦଘାତ ରେ ପରଲୋକ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ହୃଦଘାତ ହେବାରୁ ଗୁରୁତର ଅବସ୍ଥାରେ ଏମସ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଛି…