ଚଳିତ ବର୍ଷ କଲେଜମାନଙ୍କରେ ହେବାନାହିଁ ଛାତ୍ର ସଂସଦ ନିର୍ବାଚନ, ଚୟନ ପ୍ରକ୍ରିୟା ହେବ

ଭୁବନେଶ୍ୱର .- ଚଳିତ ବର୍ଷ ରାଜ୍ୟରେ କଲେଜ୍‍ ଛାତ୍ର ସଂସଦ ନିର୍ବାଚନ କରାଯିବ ନାହିଁ । ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ସେଠାରେ ଏଥିଲାଗି ଛାତ୍ର ପ୍ରତିନିଧି ମନୋନୀତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୂଳପତି ଏବଂ…

୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ଗସ୍ତ

ଭୁବନେଶ୍ୱର .- ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ…

ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ପୁରୀ . - ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ କୃଷ୍ଣ ଜ୍ନମା ଷ୍ଟମୀ ଉତ୍ସବ ପାଳନ କରାଯାଏ । ଭାଦ୍ରବ କୃଷ୍ଣ ସପ୍ତମୀ ଠାରୁ ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କୃଷ୍ଣ ଲୀଳା ଅନୁଷ୍ଠିତ ହୁଏ ।  କୃଷ୍ଣ ସପ୍ତମୀରେ ଜେଉଡ ଭୋଗ ହୋଇଛି । ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି…

ସେପ୍ଟେମ୍ବର ମାସ ୭ତାରିଖ ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

ନୂଆଦିଲ୍ଲୀ .- ସେପ୍ଟେମ୍ବର ମାସ ୭ତାରିଖ ରାତି ଗୋଟାଏ ୫୫ ମିନିଟ୍‍ରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ଇସ୍ରୋର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି । ସେ କହିଛନ୍ତି, ଆସନ୍ତା ମାସ ୨ ତାରିଖରେ ଚନ୍ଦ୍ରଯାନ-୨ର ଅରବିଟର୍‍…

ରମାଦେବୀ ପରିସରରୁ ଉଠିବ ଯୁକ୍ତଦୁଇ ଜୁନିୟର କଲେଜ, ୟୁନିଟ ୯ ବାଳିକା ମହାବିଦ୍ୟାଳୟକୁ ସ୍ଥାନାନ୍ତରିତ

ଭୁବନେଶ୍ୱର- ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଯୁକ୍ତଦୁଇ ଜୁନିୟର କଲେଜ ଉଠାଯାଇ ୟୁନିଟ୍‍ ୯ ଗାର୍ଲସ ହାଇସ୍କୁଲ ପରିସରରେ ପ୍ରତିଷ୍ଠା କରାଯିବ । ଏ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି । ୨୦୧୫ ମସିହାରେ ରମାଦେବୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ…

ଆଦର୍ଶ ଐତିହ୍ୟ ସ୍ଥଳୀରେ ତାଲିକାରେ ଓଡିଶାର ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇବ

ଭୁବନେଶ୍ୱର -ଦେଶର ଆଦର୍ଶ ଐତିହ୍ୟ ସ୍ଥଳୀରେ ତାଲିକାରେ ଓଡିଶାର କେତେକ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ପାଇବ । ଏ ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ପର୍ଯ୍ୟଟନମନ୍ତ୍ରୀ ସମ୍ମିଳୀରେ ଆଜି ସୂଚନା ଦେଇଛନ୍ତି । ୨୦୧୯-୨୦ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନସ୍ଥଳୀ…

କୃଷ୍ଣ ଓ ସୁଦାମା ବନ୍ଧୁତ୍ୱର ଜ୍ୱଳନ୍ତ ଉଦାହରଣ

ପିଲାଦିନେ ବୃନ୍ଦାବନରେ ଗୁରୁକୂଳରେ ଶିକ୍ଷା ଗ୍ରହଣ କରିବା କୃଷ୍ଣ ଓ ସୁଦାମା ବେଶ୍‌ ଭଲ ବନ୍ଧୁ ଥିଲେ। ମଥୁରା  ଆସିବା ପରେ କୃଷ୍ଣ ଯେପରି ସୁଦାମାଙ୍କୁ ପାଶୋରି ଯାଇଥିଲେ । ହେଲେ ଯେଉଁ ଦିନ କୃଷ୍ଣ ଓ ସୁଦାମାଙ୍କର ପୁଣି  ଭେଟ ହେଲା ତାହା କାଳ କାଳ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉଦାହରଣ ହୋଇ…

୧ ତାରିଖରୁ ରାଜ୍ୟରେ ଲାଗୁ ହେବ ‘ୱାନ୍‍ ନେସନ ୱାନ୍‍ ରାସନକାର୍ଡ’

ଭୁବନେଶ୍ୱର - ସେପ୍ଟେମ୍ବର ମାସ ୧ ତାରିଖରୁ ରାଜ୍ୟରେ ‘ୱାନ୍‍ ନେସନ ୱାନ୍‍ ରାସନକାର୍ଡ’ ବା ‘ଗୋଟିଏ ଦେଶ ଗୋଟିଏ ରାସନକାର୍ଡ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର…

ଫୋନି ପାଇଁ କେନ୍ଦ୍ର ଦେଲେ ୩ହଜାର ୩ଶହ ୩୮କୋଟି ୨୨ଲକ୍ଷ ଟଙ୍କାର ସହାୟତା ରାଶି

ନୂଆଦିଲ୍ଲୀ . - ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଫୋନି’କୁ ୪ମାସ ପୂରିବାକୁ ବସିଥିବାବେଳେ , କେନ୍ଦ୍ର ସରକାର ଓଡିଶା ପାଇଁ ତୃତୀୟ ପର୍ଯ୍ୟାୟରେ ୩ହଜାର ୩ଶହ ୩୮କୋଟି ୨୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ବାତ୍ୟା ପରେ ଜରୁରୀକାଳୀନ ଥଇଥାନ ପାଇଁ ପ୍ରଥମେ କେନ୍ଦ୍ର ସରକାର ଓଡିଶାକୁ…

ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର - ୧୯୮୩ ବ୍ୟାଚ୍‍ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସୋମବାରରେ ରାଜ୍ୟ ନିର୍ବାଚନ କମିଶନର୍‍ ଭାବେ ଦାୟିତ୍ୱ ନେଇଛନ୍ତି । ଆଗମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବାକୁ ଥିଲାବେଳେ ଏହାକୁ କିପରି ସୁଚାରୁରୂପେ ପରିଚାଳନା କରିବେ କହିଛନ୍ତି । ଦାୟିତ୍ୱ…