ଜେଇଇ ମେନ୍‍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ ,ଅକ୍ଟୋବର ୧୪ରୁ ୨୦ ତାରିଖ ମଧ୍ୟରେ କରିପାରିବେ ଆବେଦନ ପ୍ରକ୍ରିୟାରେ…

ଭୁବନେଶ୍ୱର - ଜେଇଇ ମେନ୍‍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ । ୧୦ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଅନ୍‍ଲାଇନ୍‍ରେ କରିଛନ୍ତି । ଯଦି ଆବେଦନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରିବାର ଥାଏ, ତେବେ ପରୀକ୍ଷାର୍ଥୀମାନେ ଅକ୍ଟୋବର ୧୪ରୁ ୨୦ ତାରିଖ ରାତି ୧୧ଟା ୫୦…

ଶ୍ରୀମନ୍ଦିରରେ ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ

ପୁରୀ -  ଶ୍ରୀମନ୍ଦିରରେ ଗତକାଲି ଏକାଦଶୀଠାରୁ କାର୍ତ୍ତିକ ନୀତି ଆରମ୍ଭ ହୋଇଛି ।  ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାପୂଜା ଲାଗି ସ୍ୱତନ୍ତ୍ର  ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପରମ୍ପରା ଅନୁଯାୟୀ କାର୍ତ୍ତିକ ମାସରେ  ଚତୁର୍ଦ୍ଧାମୂର୍ତ୍ତିଙ୍କ…

ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା ତିନି ଜଣଙ୍କୁ ନୋବେଲ୍‍ ପୁରସ୍କାର

ପଦାର୍ଥ ବିଜ୍ଞାନ ଲାଗି ତିନି ଜଣ ବୈଜ୍ଞାନିକ ନୋବେଲ୍‍ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି । ସେମାନେ ହେଲେ କାନାଡ଼ା ଜନ୍ମିତ ତଥା ଆମେରିକୀୟ ବାସିନ୍ଦା ଜେମ୍ସ ପିବଲ୍ସ ଏବଂ ସୁଇଜରଲାଣ୍ଡ ନାଗରିକ ମାଇକେଲ୍‍ ମେୟର ଓ ଡିଡିଆର୍‍ କ୍ୱେଲଜ୍‍ । ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା…

ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ

ଭୁବନେଶ୍ୱର - ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ । ଆଧାର ସଂଯୁକ୍ତ ନହେଲେ ଚାଷୀମାନେ ନିଜ ଉତ୍ପାଦିତ ଧାନ ମଧ୍ୟ ସରକାରଙ୍କୁ ବିକ୍ରି କରି।ରିବେ ନାହିଁ । ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ାକଡ଼ି ଭାବେ ରାଜ୍ୟ ସରକାର ଲାଗୁ କରିଥିଲେ । ତେବେ ଧାନ ବିକ୍ରି କରିବା…

ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ

ଭୁବନେଶ୍ୱର - ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୁଜରାଟର କୌଣସି ସହରକୁ ଏହା ହେବ ପ୍ରଥମ ବିମାନ ସେବା । ରବିବାର ବ୍ୟତୀତ ଅନ୍ୟ ସବୁଦିନ ଦୁଇସହର ମଧ୍ୟରେ ଏହି ବିମାନ ଚଳାଚଳ କରିବ ।…

ଏହି ମେଡିକାଲ୍‌ ଏଟିଏମ୍‌ରେ ହୋଇପାରିବ ୫୮ ପ୍ରକାରର ସ୍ୱାସ୍ଥ୍ୟ ଓ ରୋଗର ଯାଞ୍ଚ(ପରୀକ୍ଷା)

ନୂଆଦିଲ୍ଲୀ - ଦେଶରେ ଖୁବ ଶୀଘ୍ର ମେଡିକାଲ୍‌ ଏଟିଏମ୍‌ ଆସିବା ପାଇଁ ଯାଉଛି । ଏଥିରେ ୫୮ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ପ୍ରକାର ରୋଗର ଯାଞ୍ଚ କରାଯାଇ ପାରିବ । ଏହାକୁ ସ୍ୱୟଂ ଏଏଚ୍‌ଏମ୍‌ କିୟୋସ୍କୋ କୁହାଯାଉଛି । ଏଥିରେ ୫୮ ପ୍ରକାରର ଉନ୍ନତ ଓ ଠିକ୍‌ ଭାବାରେ ଯାଞ୍ଚ କରାଯାଇ…

କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା

ଭବାନୀ ପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମାଆଙ୍କ ଛତରଯାତ୍ରା ପରେ ବିଜୟାଦଶମୀ ତିଥିରେ ଲାଖମରା ଯାତ୍ରା ନିମନ୍ତେ ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ ଦେବୀଙ୍କ ବିଜୟ ପ୍ରତିମା ଛତରକୁ ପୁଣିଥରେ ମନ୍ଦିରରୁ ବହାରକରି ଲାଖମରା…

ସୁରକ୍ଷା ପାଇଁ ଏସ୍‌ଏମ୍‌ଏସ୍‌ ପଠାଇ ଏମିତି ଲକ୍‌ କରନ୍ତୁ ଆପଣଙ୍କର ଆଧାର ନମ୍ବର, କେହି କରି ପାରିବେନି ଏହାର ଦୂରୁପଯୋଗ

ନୂଆଦିଲ୍ଲୀ - ବେଳେ ବେଳେ ଆପଣଙ୍କ ଆଧାର କାର୍ଡରେ ଥିବା ସଂଖ୍ୟାକୁ କେହିବି ଦୁରୁପଯୋଗ କରିପାରନ୍ତି । ଏବେ ବ୍ୟାଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ କାର୍ଯ୍ୟରେ ଆଧାର ନମ୍ବରକୁ ଲିଙ୍କ କରାଯାଉଛି । ଏବେ ଆଧାର ସହ ବ୍ୟାଙ୍କ ଅନ୍ୟାନ୍ୟ ବ୍ୟକ୍ତିଗତ ସୂଚନା ବି ରହୁଛି । କୌଣସି କାରଣରୁ ଡାଟା ବା…

ଟ୍ରାଫିକ୍‍ ନିୟମ ଭାଙ୍ଗିଲେ ଏଥର କ୍ରିମିନାଲ କେସ୍‌ ହେବ

ନୂଆଦିଲ୍ଲୀ - ଟ୍ରାଫିକ୍‍ ନିୟମଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ମୋଟରଯାନ ଆଇନ୍‍ ସହ ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ବୋଲି ସୁପ୍ରିମ୍‍କୋର୍ଟ କହିଛନ୍ତି । ଗୌହାଟୀ ହାଇକୋର୍ଟର ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ କରି ଆଗତ ଏକ ମାମଲାର ବିଚାର କରି…

ଆଜି ଜଗତଜନନୀ ମହାମାୟା ମା’ ଦୁର୍ଗାଙ୍କର ଦଶମୀ ପୂଜା

ଆଜି ଜଗତଜନନୀ ମହାମାୟା ମା’ ଦୁର୍ଗାଙ୍କର ଦଶମୀ ପୂଜା ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଯଥାରିତି ଆରମ୍ଭ ହୋଇଛି। ପ୍ରତ୍ୟୁଷରୁ ଆରମ୍ଭ ହୋଇଥିବା ଏହି ପୂଜା ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପରେ ଜନଗହଳି ପରିଲକ୍ଷିତ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‍ ପକ୍ଷରୁ ବ୍ୟାପକ ସୁରକ୍ଷା…